ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ
ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାପୁଲିରୁ ମୟୂର ଚାଉଳ ଖାଉଛି। ଏହି ଭିଡିଓକୁ ଅଥୀରାଜନ ଶ୍ରୀନିବାସନ ନାମକ…
ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ
ଓ୍ବାଶିଂଟନ୍,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ୨ଟି ଚକୋଲେଟେର ଶୁଭାରମ୍ଭ କରିଯାଇଛି। ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ଡାକ୍ତର…
କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ
ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ ଟୋନିଙ୍କ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଭାଜପା ନେତା ବୈଜୟନ୍ତ ପଣ୍ଡା…
ଅନ୍ତିମ ଟେଷ୍ଟ: ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି
ମାଞ୍ଚେଷ୍ଟର,୨୪।୭(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଲେଖାହେବା ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ…
ଟୁଥ୍ପିକ୍ରେ ଭୋଟିଂ, ପିପିଇ କିଟ୍ରେ ପୋଲିଂ ଅଫିସର: ଏଭଳି ହୋଇପାରେ ବିହାର ବିଧାନସଭା ନିର୍ବାଚନ
ପାଟନା,୨୪।୭: କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ମଧ୍ୟରେ ବିଧାନସଭା ନିର୍ବାଚନ ଠିକ୍ ସମୟରେ କରିବାକୁ ନେଇ ନିର୍ବାଚନ ଆୟୋଗର ମନ୍ଥନ ଜାରି ରହିଛି। ଏଭଳି ସ୍ଥିତିରେ ବ୍ୟାପକ ବିଚାର ବିମର୍ଷ କରି ନିର୍ବାଚନ ଆୟୋଗ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ…
କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ
ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର ଉତ୍ତର ପାଇଛନ୍ତି। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଦୁନିଆ ଆରମ୍ଭ…
ଖାଦ୍ୟରୁ ବାହାରିଲା ଏମିତି କିଛି, ପୁରା ପରିବାରକୁ କରିବାକୁ ପଡ଼ିଲା କରୋନା ଟେଷ୍ଟ
ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପି ସାରିଲାଣି। ଏହି ଭାଇରସ କେଉଁଥିରୁ ବ୍ୟାପିଛି ତାହାକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି। ଏହା ବାଦୁଡିରୁ ବ୍ୟାପିଥିବା କିଛି ବୈଜ୍ଞାନିକ କହିଥିବା ବେଳେ ଆଉ କେତେକ ଏହାକୁ…
ଇକ୍ୱେଡୋର କୋଚ୍ ପଦ୍ ଛାଡିଲେ ଜୋର୍ଡି କ୍ରୁଇଫ୍
କ୍ୱିଟୋ,୨୪।୭ (ଏପି): ଇକ୍ୱେଡୋର ଫୁଟବଲ କୋଚ୍ ପଦରୁ ଜୋର୍ଡି କ୍ରୁଇଫ୍ ଇସ୍ତଫା ଦେଇଛନ୍ତି। କୌଣସି ମ୍ୟାଚ୍ରେ ଦାୟିତ୍ୱ ନ ନେଇ ସ୍ପାନିଶ୍- ଡଚ୍ କୋଚ୍ କ୍ରୁଇଫ୍ ଏହି ନିଷ୍ପତ୍ତି ନେଇଛନ୍ତି। କ୍ରୁଇଫ୍ଙ୍କ ଅନୁରୋଧ କ୍ରମେ ତାଙ୍କ ଚୁକ୍ତି ଶେଷ କରାଯାଇଛି ବୋଲି…
କୋଭିଡ୍-୧୯ ମହାମାରୀ: ଡବ୍ଲ୍ୟୁଟିଏ ଫାଇନାଲ୍ସ, ୧୦ ଅନ୍ୟ ଟେନିସ ଟୁର୍ନାମେଣ୍ଟ ବାତିଲ
ଓ୍ବାଶିଂଟନ,୨୪।୭(ଏପି): ଚାଇନାରେ ରେକର୍ଡ ସଂଖ୍ୟକ ଟେନିସ୍ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। କୋଭିଡ୍-୧୯ ମହାମାରୀ କାରଣରୁ ଚାଇନାରେ ୧୧ଟି ପୁରୁଷ ଓ ମହିଳା ଟୁର୍ନାମେଣ୍ଟ ବାତିଲ ହୋଇଛି। ଏଥିରେ ଡବ୍ଳ୍ୟଟିଏ ଫାଇନାଲ୍ସ ସାମିଲ ରହିଛି। ଏହି ଟୁର୍ନାମେଣ୍ଟଗୁଡିକର କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିବା…
ଲିଜେଣ୍ଡ ଅଫ୍ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ
ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍ ଚେସ୍ ଅନ୍ଲାଇନ୍ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛନ୍ତି।…
ସେଲ୍ଫି ନିଶାରେ ନଈ ମଝିକୁ ଚାଲି ଯାଇଥିଲେ ଏହି ଦୁଇ ଯୁବତୀ: ଘଟିଲା ଏଭଳି..
ଯୁବତୀଙ୍କ ସେଲ୍ଫି ନିଶା। ସେ ବି ଏମିତି ଯେ ସେଲ୍ଫି ପାଇଁ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଚିଣ୍ଡଓ୍ବାରା ଜିଲାରେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ…
କୋର୍ଟ ପରେ ଏବେ ରାଜଭବନରୁ ଗେହଲଟଙ୍କୁ ଝଟ୍କା
ଜୟପୁର,୨୪।୭: ରାଜସ୍ଥାନର ରାଜନୈତିକ ସଙ୍କଟରେ ବର୍ତ୍ତମାନ ରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ଜଣାପଡ଼ିଛି। କାରଣ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଆୟୋଜିତ କରିବାକୁ ରାଜ୍ୟପାଳଙ୍କୁ ନିବେଦନ କରିଥିଲେ। କିନ୍ତୁ ରାଜ୍ୟପାଳ ଏନେଇ କୌଣସି ନିଷ୍ପତ୍ତି ନେଇ ନ…
Archives


