Home Left

ରଞ୍ଜନ ଗୋଗୋଇ ବହିର୍ବ୍ୟାପାର ଗୃହ କମିଟିକୁ ମନୋନୀତ

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ସଦସ୍ୟ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ବହିର୍ବ୍ୟାପାର ସଂସଦୀୟ କମିଟିକୁ ମନୋନୀତ କରାଯାଇଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ରେଲଓ୍ବେ କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ବିଭିନ୍ନ…

ଡିଲରଙ୍କ ଲାଇସେନ୍ସ ଅବଧି ବଢ଼ିଲା

କଟକ ଅଫିସ,୨୫ା୭: ଲାଇସେନ୍ସ ନବୀକରଣ ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨ ହଜାର ୫୯୦ ଜଣ ଡିଲରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାନି ଉଚ୍ଛେଦ ହୋଇଥିବା ଏହି ଡିଲରଙ୍କ ଲାଇସେନ୍ସକୁ ନବୀକରଣ କରାଯାଇଥିବା ରାଜ୍ୟ ଖାଦ୍ୟ ଯୋଗାଣ…

୫ ଜଣରେ ଜଣେ ବେରୋଜଗାର

ନୂଆଦିଲ୍ଲୀ,୨୫।୭: ମହାମାରୀ କରୋନା ଭୂତାଣୁ କବଳରେ ଦେଶ ଏବେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛି। ମୋଟ ୧୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩୦,୬୬୦ ଲୋକଙ୍କ ଜୀବନ ଗଲାଣି। ଏହା ସତ୍ତ୍ୱେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବାରୁ ଲୋକମାନେ…

ଅନ୍‌ଲାଇନ୍‌ ପରୀକ୍ଷାରେ ପାସ୍‌ ନ ହେଲେ ବିପିୟୁଟି ଛାତ୍ରୀଛାତ୍ରଙ୍କୁ ଆଉଥରେ ସୁଯୋଗ

ଭୁବନେଶ୍ୱର, ୨୫ା୭(ବ୍ୟୁରୋ): କରୋନା ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ହେବ। ଏଥିରେ ବିଫଳ ହେଲେ ଛାତ୍ରୀଛ୍ରାତ୍ରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ ବୋଲି ଶୁକ୍ରବାର ବିପିୟୁଟି ଘୋଷଣା କରିଛି। ଯଦି କୌଣସି ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ଦେବାକୁ ଥିବା ଫାଇନାଲ ସେମିଷ୍ଟରର ଥିଓରୀ ପରୀକ୍ଷାରେ ପାସ୍‌…

ବଳ ଦେଖାଇଲେ ଗେହଲଟ

ଜୟପୁର,୨୫ା୭: ରାଜସ୍ଥାନରେ କ୍ଷମତା ଯୁଦ୍ଧକୁ ନେଇ ଦୁଇ ସପ୍ତାହ ଧରି ବଢ଼ିଚାଲିଥିବା ଉଷ୍ମତା ଜାତୀୟ ରାଜନୀତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଜୟପୁରସ୍ଥିତ ରାଜଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟର ରାଜନୈତିକ ସ୍ଥିତି ଓ ମହାମାରୀ କରୋନା…

ଅଯୋଗ୍ୟ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର,୨୫ା୭(ବ୍ୟୁରୋ): କାଳିଆ ଯୋଜନାରେ ଉପକୃତ ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟଙ୍କୁ ଖୁବ୍‌ଶୀଘ୍ର ବାଦ୍‌ ଦିଆଯିବ। ଯେଉଁ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ ସେମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୬ରୁ ୩୧ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌…

ବିଦ୍ୟୁତ୍‌ଚାଳିତ ଟ୍ରେନ୍‌ର ଟ୍ରାଏଲ ରନ୍‌

କେନ୍ଦ୍ରାପଡ଼ା ଅଫିସ/ ଚଣ୍ଡିଖୋଲ,୨୫ା୭(ଡି.ଏନ.ଏ.): ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ଶୁକ୍ରବାର ପ୍ରଥମଥର ପାଇଁ ବିଦ୍ୟୁତ୍‌ ଚାଳିତ ଟ୍ରେନର ଟ୍ରାଏଲ ରନ ହୋଇଛି। ଏଥିରେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ହରିଦାସପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ଯାଇଥିଲେ। ୨୦୧୯…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଗୋପ,୨୫ା୭(ଡି.ଏନ୍‌.ଏ.): ଚିକିତ୍ସା ଅବହେଳାରୁ ଗୋପ ବ୍ଲକ ଅନ୍ତର୍ଗତ ମୁଗୁରିଆ ଗ୍ରାମର ତ୍ରିଲୋଚନ କାଣ୍ଡିଙ୍କ ଦେଢ଼ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋପ ପୋଲିସ ଏକ ମାମଲା (ନଂ.୧୯୫/୨୦)ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପଟେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା ଗୋପ ବ୍ଲକର ଜଣେ କୁନି ଛାତ୍ର ଏକ ଅଟୋମେଟିକ ସାନିଟାଇଜ୍‌ ମେଶିନ ନିର୍ମାଣ କରି…

‘ସାଇଲେଣ୍ଟ କୋଭିଡ୍‌ ଓ୍ବାରିଅର’ ହର୍ଷିଲ

କଟକ ଅଫିସ,୨୫ା୭: ଲକ୍‌ଡାଉନ ବେଳର ଚିତ୍ର ଆଙ୍କି ବିଶ୍ୱସ୍ତରରେ କୃତିତ୍ୱ ହାସଲ କରିଛନ୍ତି କଟକର ୯ ବର୍ଷୀୟ ହର୍ଷିଲ ଅଗ୍ରୱାଲ। ଲଣ୍ଡନର ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡ ହର୍ଷିଲଙ୍କୁ ‘ସାଇଲେଣ୍ଟ କୋଭିଡ୍‌ ୱାରିୟର’ ଭାବେ ସମ୍ମାନିତ କରିଛି। ଏହାଛଡ଼ା ଏକ୍ସକ୍ଲୁସିଭ ଓ୍ବାଲର୍‌ଡ…

ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର ଭୂମି ଓ ଜଳ ଅଯୋଧ୍ୟାକୁ ଯିବ। ଏହି କ୍ରମରେ ସମ୍ବଲପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ…

ଲୁଚକାଳି ଖେଳୁଛି ମୌସୁମୀ

କେନ୍ଦୁଝର,୨୫ା୭ (ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମରେ ଦୀର୍ଘବର୍ଷରୁ କଙ୍କ୍ରିଟ କେନାଲ ନାହିଁ। ଫଳରେ ଶତାଧିକ ଧାନଚାଷୀଙ୍କ ଜମିରେ ପାଣିର ଉତ୍କଟ ସମସ୍ୟା ଲାଗି ରହିଛି। ଚଳିତବର୍ଷ ମୌସୁମୀ ବର୍ଷାର ନା ଗନ୍ଧ ନାହିଁ। ପ୍ରଚଣ୍ଡ ଖରାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri