ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର
କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ…
କରୋନା ସଂକ୍ରମଣ ମହାରାଷ୍ଟ୍ରରେ ନେଲାଣି ୧୨ ହଜାରରୁ ଅଧିକ ଜୀବନ
ମୁମ୍ବାଇ,୨୧।୭: କରୋନା ଭାଇରସ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢି ଚାଲିଛି। ଏବେସୁଦ୍ଧା ସେଠାରେ କରୋନା ସଂକ୍ରମଣରେ ୧୨ ହଜାରରୁ ଅଧିକ ଜୀବନ ଗଲାଣି। ସୋମବାର ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୨ ହଜାର ୩୦ରେ ପହଞ୍ଚିଥିଲା। ସେହିପରି…
ଲାଲଜୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି: ଉତ୍ତପ୍ରଦେଶରେ ୩ଦିନ ଯାଏଁ ପାଳନ ହେବ ରାଷ୍ଟ୍ରୀୟ ଶୋକ
ଭୋପାଳ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ସକାଳେ ଏନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ନିଧନ ଖବର ଶୁଣି ବଡ଼ ବଡ଼ ନେତା ତାଙ୍କୁ…
୪୮ କିଲୋ ଗୋବର କିଣିଲେ ମୁଖ୍ୟମନ୍ତ୍ରୀ
ରାୟପୁର, ୨୧।୭: ଛତିଶଗଡ଼ ସରକାରଙ୍କ ପକ୍ଷରୁ ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ସମ୍ଭବ ହୋଇପାରିବ l ଯୋଜନା ଅନୁସାରେ ଚାଷୀଙ୍କଠାରୁ ସରକାର କିଲୋ ପିଛା ୨ ଟଙ୍କା ଦାମରେ ଗୋବର କିଣିବେ। ଏହି…
ଆଳୁ ପୁରି
ଆବଶ୍ୟକ ସାମଗ୍ରୀ-: ଅଟା- ୧କପ୍, ସୁଜି- ଅଧାକପ୍, ସିଝା ଆଳୁ- ୨ଟି, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨-୩ଟି, ଧନିଆପତ୍ର କଟା- ୧ ଚାମଚ, ଲଙ୍କାଗୁଣ୍ଡ- ଅଳ୍ପ, ହଳଦୀ ଗୁଣ୍ଡ- ଅଳ୍ପ, ଚିଲି ଫ୍ଲେକ୍ସ- ୧ ଚଉଠ ଚାମଚ, ଜୁଆଣି ଓ…
ଫ୍ୟାଶନେବଲ ମାସ୍କ
ଏବେ ସମସ୍ତଙ୍କ ଲାଇଫ୍ ଷ୍ଟାଇଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମାସ୍କ। ସୁରକ୍ଷା ନିମନ୍ତେ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେବେ ଫେସ୍ମାସ୍କ ପିନ୍ଧିବା ସମୟରେ କିଛି କଥାପ୍ରତି ଧ୍ୟାନ ଦେଲେ ଆପଣ ମଧ୍ୟ ଫ୍ୟାଶନେବଲ ଲାଗିବେ। ଆଧୁନିକ ସମୟରେ ଧୀରେ ଧୀରେ…
କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ଅଗରତାଲା,୨୧।୭: ପଞ୍ଜାବୀ ଓ ଜାଟ୍ ସମ୍ପ୍ରଦାୟଙ୍କୁ ନେଇ ଏବ ବିବାଦୀୟ ଟିପ୍ପଣୀ ଦେଇଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ। ଏବେ ଏହାକୁ ନେଇ ସେ କ୍ଷମା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅଗରତାଲା ପ୍ରେସ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଁ ପଞ୍ଜାବୀ…
କଳାଦାଗ ଦୂର କରନ୍ତୁ
ମୁହଁରେ ବ୍ଲାକ୍ ହେଡ୍ସ ବା କଳା ଦାଗ ହେବା ଫଳରେ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ତ୍ୱଚାର ମଧ୍ୟ କ୍ଷତି ହୋଇଥାଏ। ସାଧାରଣତଃ ଧୂଳି, ମାଟି ଓ ପ୍ରଦୂଷଣ ତଥା ନିଦ କମ୍ ହେବା ଫଳରେ ତ୍ୱଚାରେ ଏଭଳି ଦେଖା ଦେଇଥାଏ।…
ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ
ରାଇକିଆ,୨୧।୭(ଡି.ଏନ୍.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ ଥିଲେ କନ୍ଧମାଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ତଥାପି ଲୁଚି ଛୁପି ମାଛ…
ନିରାପଦ ମାତୃତ୍ୱ ଅତ୍ୟାଧୁନିକ ଆଇଭିଏଫ୍ ପ୍ରଣାଳୀ
ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଗର୍ଭଧାରଣ କରିବାକୁ ଚେଷ୍ଟା କରି ବିଫଳ ହେଉଥିବା ମହିଳାମାନେ ନିରାଶା…
କରୋନା ସଂକ୍ରମଣରୁ ରକ୍ଷା କରିବନି ଏନ୍ ୯୫ ମାସ୍କ
ନୂଆଦିଲ୍ଲୀ,୨୧।୭: କରୋନା ଭାଇରସ ସଂକ୍ରମଣ ପରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ ଭାବେ ଏନ୍ ୯୫ ମାସ୍କ ପିନ୍ଧିବା ଭଲ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଏନ୍ ୯୫ ମାସ୍କକୁ ନେଇ ଏମିତି ଖବର ଆସିଛି ଯାହାକୁ ଶୁଣିବା…
ବରଗଡ଼ରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ
ବରଗଡ଼ ଅଫିସ,୨୧।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୪ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ୨ ପୁରୁଷ ରହିଛନ୍ତି। ସେଥିମଧ୍ୟରୁ ବରପାଲି ବ୍ଳକ ଟିଙ୍ଗିପାଲି ଗ୍ରାମରୁ ୨ଜଣ ରହିଥିବା ବେଳେ ବରଗଡ…
Archives


