Home Left

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ନିୟମ: ମାସ୍କ ନ ପିନ୍ଧିଲେ ମିଳିବ ଏମିତି କଠୋର ଦଣ୍ଡ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ତାଙ୍କ ଦେଶରେ ନୂତନ ନିୟମ ଲାଗୁ କରିଛନ୍ତି। ତେବେ ଏଠାରେ ଏପରି ଅନେକ ନିୟମ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଲାଗୁ ହୋଇଥିବା ନିୟମ କରୋନା ସମ୍ବନ୍ଧୀୟ। ଉତ୍ତର କୋରିଆର ଲୋକମାନେ…

ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍‌ ହେଲ୍‌ଥ ସେଣ୍ଟର

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି। ତେଣୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଶିଶୁରୋଗ ଚିକିତ୍ସା ୱାର୍ଡରେ…

୬% ଖସିଯିବ ଜିଡିପି

ମୁମ୍ବାଇ,୨୩।୭: ଦେଶ ମଧ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରୁନାହିଁ। ଏଥି ଲାଗି ରାଜ୍ୟଗୁଡିକ ସ୍ତରରେ ପୁଣି ଥରେ ଲକଡାଉନ କରିବାକୁ ପଡୁଛି। ଏଥି ଯୋଗୁ ବିଗିଡିଥିବା ବଜାର ସ୍ଥିତି ଠିକ୍‌ ହେବା ଲାଗି ଅଧିକ ସମୟ ଲାଗୁଛି। ଏଭଳି ସ୍ଥିତିରେ ମହାମାରୀର…

ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷେ ରହିଲା

ଟୋକିଓ,୨୩।୭(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। କିନ୍ତୁ ବର୍ଷେ ପୂର୍ବରୁ ମଧ୍ୟ ଅଲିମ୍ପିକ୍ସର ଏଭଳି କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଥିଲା। ସେତେବେଳେ ଅବଗଣନାର…

କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…

ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି।…

ଅଧା ସିଝା ମାଛ ତରକାରୀ ଖାଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଯାହା ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା କବଳିତ। ଲୋକେ ଏଥିରୁ ନିସ୍ତାର ପାଇବା ପାଇଁ ବାଟ ଖୋଜୁଛନ୍ତି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାରରସ୍‌ ବିଶ୍ୱରୁ କେବେ ମୂଳପୋଛ ହେବ ସେ ନେଇ ସମସ୍ତେ ଚିନ୍ତାରେ। ଠିକ୍‌ ଏହି ସମୟରେ…

ବିପଦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ: କିଛି ଘଣ୍ଟା ମଧ୍ୟରେ ପୃଥିବୀର ନିକଟବର୍ତ୍ତୀ ହେବ ଜଳନ୍ତା ଗ୍ରହାଣୁପିଣ୍ଡ

ଓ୍ବାଶିଂଟନ, ୨୩।୭: ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଜଳନ୍ତା ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଶୁକ୍ରବାର(ଜୁଲାଇ ୨୪) ପୃଥିବୀର ନିକଟତର ହେବ। ଏହା ପୃଥିବୀଠାରୁ ପ୍ରାୟ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ୍‌ ଦୂରରେ ନିଜ କକ୍ଷ ପଥରେ ଗତି କରିବ। ଏହା ପୃଥିବୀ ପାଇଁ ବିପଦ…

ରାକ୍ଷୀ ବିକୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଲୋକପ୍ରିୟ ଟିଭି ସିରିଏଲ ସାଥ୍‌ ନିଭାନା ସାଥିୟାରେ ଉର୍ମିଳା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ବନ୍ଦନା ବିଠଲାନୀ ଆଜିକାଲି ରାକ୍ଷୀ ପ୍ରସ୍ତୁତ କରି ବିକୁଛନ୍ତି। ଏବେ ‘ହମାରି ବହୁ ସିଲ୍କ’ ଅଭିନୟ କରୁଥିବା ବନ୍ଦନାଙ୍କୁ ଏପର୍ଯ୍ୟନ୍ତ ଦରମା ମିଳୁନାହିଁ। ମାସ ମାସ…

କରୋନା କାଳରେ ପ୍ରେମିକାଙ୍କ ହାତ ଧରିବେ ସୁପରଷ୍ଟାର ନିଥୀନ: ସରିଲା ନିର୍ବନ୍ଧ

ସମଗ୍ର ବିଶ୍ୱ ତଥା ଦେଶରେ କରୋନା ଭୟ। ଏସବୁ ଭିତରେ ବିଭିନ୍ନ କଟକଣାକୁ ନେଇ ସାମାଜିକ କାମକୁ ବନ୍ଦ ରଖିବା ନଚେତ କୋଭିଡ ନିୟମ ମାନି କରିବାକୁ କୁହାଯାଇଛି। କିଛି ଲୋକେ ଏହି ସମୟକୁ ବିବାହ ଆଦି ପାଇଁ ଉଚିତ ମଣୁ…

ପୁରୁଷୋତ୍ତମପୁର ଏନ୍‌ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍‌ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି. ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ୱାର୍ଡରୁ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ…

ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍‌ ରେସ୍‌

କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହାରି ମଧ୍ୟରେ ନିକଟରେ ପୋଲାଣ୍ଡର ଲାବଲିନ ସହରରେ…

କରୋନା ଭୟ: ଛତ୍ରପୁର ସବ୍‌ଜେଲରେ ହେବ ଯାଞ୍ଚ

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍‌କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ ଗୁରୁବାର ଟିମ୍‌ ଅନୁଧ୍ୟାନ କରିବା ସହ ଯାଞ୍ଚ କରିଥିବା ଜଣାପଡ଼ିଛି। ଜେଲରେ ଥିବା ୧୩୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri