ପର୍ବପର୍ବାଣିରେ ପିନ୍ଧନ୍ତୁ ସିମ୍ପଲ ସୁଟ୍‌

ପର୍ବପର୍ବାଣି ସମୟରେ ଅଧିକ ମେକ୍‌ଅପ୍‌ ନେଇହୁଏନି। ତେଣୁ ଏଥିରେ ଯୋଗ ଦେବାପାଇଁ କେବଳ ସୁନ୍ଦର ଡ୍ରେସ ପିନ୍ଧିବା
ବେଶି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସମୟରେ ପିନ୍ଧିବା ପାଇଁ ଆପଣ ସିମ୍ପଲ ସୁଟ୍‌ କିଣନ୍ତୁ…

କୌଣସି ପର୍ବପର୍ବାଣୀରେ ଯୋଗ ଦେଉଥିଲେ ଆପଣ ହାଲ୍‌କା କାମ ହୋଇଥିବା କୁର୍ତ୍ତା ସହିତ ହାଲ୍‌କା ପିଙ୍କ୍‌ କଲର୍‌ ଶରାରା ପିନ୍ଧନ୍ତୁ। କୁର୍ତ୍ତାରେ ପାଇପିନ୍‌ ଦିଆ ହୋଇଥିଲେ ବି ଭଲ ଲାଗିବ।
ବ୍ଲୁ କଲର ହାଇ-ଲୋ କୁର୍ତ୍ତା ପର୍ବପର୍ବାଣୀରେ ପିନ୍ଧିବା ଏବଂ ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ସମୟରେ ବହୁତ ଭଲ ଲାଗିବ। କୁର୍ତ୍ତାରେ ଡିଜାଇନ୍‌ କାମ ହୋଇଥିଲେ ସ୍ଲିଭ୍‌ଲେସ୍‌ ପିନ୍ଧନ୍ତୁ, ଭଲ ଲାଗିବ।
ଗୋଲାପୀ ରଙ୍ଗର ବ୍ଲକ ପ୍ରିଣ୍ଟ କୁର୍ତ୍ତା ପିନ୍ଧନ୍ତୁ, ଆପଣ ସିମ୍ପଲ ଆଉ ସୁନ୍ଦର ଦେଖାଯିବେ। ଲଗ୍‌ କୁର୍ତ୍ତା ହୋଇଥିଲେ ଆପଣଙ୍କ ଇଚ୍ଛା ଅନୁସାରେ ଖାଲି ପିନ୍ଧନ୍ତୁ ଅବା ଲେଗିନ୍‌ସ ସହିତ ପିନ୍ଧନ୍ତୁ।
ଏଥେନିକ୍‌ କ୍ରପ୍‌ ଟପ୍‌ ପିନ୍ଧନ୍ତୁ, ଭଲ ଲାଗିବ। ଅବଶ୍ୟ କ୍ରପ ଟପ୍‌ରେ ଏଥେନିକ୍‌ ଲୁକ୍‌ ମିଳିବା ଏତେ ସହଜ ନୁହେଁ। ହାଲ୍‌କା ଗ୍ରୀନ୍‌ କଲର ସ୍କର୍ଟ ସହିତ ଗୋଲାପୀ ସ୍ଲିଭଲେସ୍‌ କ୍ରପ ଟପ୍‌ ଏବଂ ପ୍ରିଣ୍ଟେଡ୍‌ ଓଢଣୀ ପିନ୍ଧନ୍ତୁ, ବହୁତ ଭଲ ଲାଗିବ।
ଲାଲ୍‌ ରଙ୍ଗର ସ୍କର୍ଟ ସହିତ ଧଳା ଓ ଲାଲ୍‌ ରଙ୍ଗର କୁର୍ତ୍ତା ପର୍ବପର୍ବାଣୀ ସମୟରେ ଆପଣଙ୍କୁ ବହୁତ ସୁନ୍ଦର ମାନିବ। ତେଣୁ ଏଭଳି ଡ୍ରେସ ଚୟନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri