Home Left

ପ୍ରଥମ ବିମାନଯାତ୍ରାକୁ ନେଇ ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ‘ଲିଟଲ୍‌ ବୟ’

ନୂଆଦିଲ୍ଲୀ,୨୮।୧: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଟଲ୍‌ ବୟ। ସୋସିଆଲ ପୃଷ୍ଠାରେ ହାର୍ଦ୍ଦିକ ପୁଅଙ୍କ ସହ ଏକ ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହେଉଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ମୋ ପୁଅର ଏହା ପ୍ରଥମ…

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି ନୁହନ୍ତି ବରଂ ଯୁବ ଖେଳାଳିଙ୍କ ଶ୍ରେୟ ଅଧିକ ରହିଛି। ବିଶେଷଭାବେ ଶୁଭମନ ଗିଲ, ମହମ୍ମଦ…

ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗିସାରିଛନ୍ତି ଏହି ମହିଳା ଖେଳାଳି: ଏକଦା ପୁଅ ସାଜି ନେଇଥିଲେ ଟ୍ରେନିଂ

ଭାରତୀୟ ମହିଳା କ୍ରିକେଟ ଦଳର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ ଶେଫାଲୀ ବର୍ମା ଜାନୁୟାରୀ ୧୮ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ହରିୟାଣାର ରୋହତକ ଜିଲାର ଏହି ଖେଳାଳିଙ୍କୁ ଏକଦା କୌଣସି କ୍ରିକେଟ ଏକାଡେମୀରେ ଆଡ୍‌ମିଶନ ମିଳୁ ନ ଥିଲା। ତେଣୁ ତାଙ୍କ…

‘ସାବାସ ମିଥୁ’ ପାଇଁ ପ୍ରସ୍ତୁତ ହେଲେଣି ତାପସି

ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମର ଶୁଟିଂ ପାଇଁ ଟ୍ରେନିଂ ନେବା ଆରମ୍ଭ କରି ସାରିଲେଣି । ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପେଟେ ମିଥାଲି ରାଜଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମ ‘ସାବାସ…

ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିପାରନ୍ତି ଅଶ୍ୱିନ, ମାତ୍ର ୨୮ ଉଇକେଟ…

ନୂଆଦିଲ୍ଲୀ,୨୮।୧: ଦୀର୍ଘ ୧୧ ମାସ ପରେ ଘରୋଇ ମଇଦାନରେ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଜିତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ଫେବୃୟାରୀରୁ ସିରିଜ୍‌ ଖେଳିବ। ୪ ବର୍ଷ ପୂର୍ବେ ଇଂଲଣ୍ଡକୁ…

ପ୍ରତାପଙ୍କୁ ମିଳିଲା ପିପିଲି ଦାୟିତ୍ୱ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ ପ୍ରତାପ ପିପିଲି ନିର୍ବାଚନମଣ୍ଡଳୀ ଯାଇ…

ବିବାହ ବନ୍ଧନରେ ବାନ୍ଧିହେଲେ ଟିମ୍‌ ଇଣ୍ଡିଆର ଏହି ଅଲ୍‌ରାଉଣ୍ଡର

ଚେନ୍ନାଇ : ଭାରତୀୟ କ୍ରିକେଟର ଦଳର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ବୁଧବାର କୋଭିଡ୍‌ କଟକଣା ମାନି ତାଙ୍କ ପ୍ରେମିକା ବୈଶାଳୀ ବିଶ୍ୱଶ୍ୱରାନଙ୍କୁ ବିବାହ କରିଛନ୍ତି। ଗତବର୍ଷ ଅଗଷ୍ଟରୁ ବିଜୟଙ୍କର ବୈଶାଳୀଙ୍କ ସହ ନିର୍ବନ୍ଧ ହୋଇଥିଲା। ଏହି ବିବାହରେ ଖୁବ୍‌ କମ୍‌ ଲୋକ…

କାଜଲଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ କରିଥିଲେ ଏମିତି କିଛି….

ବଲିଉଡ୍‌ର ସବୁଠାରୁ ରୋମାଣ୍ଟିକ୍‌ ଏବଂ ସୁପରହିଟ୍‌ ଯୋଡିଙ୍କ ମଧ୍ୟରେ ଅନ୍ୟତମ ଶାହାରୁଖ୍‌ ଖାନ୍‌ ଏବଂ କାଜଲ। ଏହି ଯୋଡି ବଲିଉଡ୍‌ର ଅନେକ ବ୍ଲକବାଷ୍ଟର ଫିଲ୍ମରେ ଏକତ୍ର କାମ କରିସାରିଛନ୍ତି। ପରଦା ଉପରେ ଉଭୟଙ୍କ କେମେଷ୍ଟ୍ରି ଭଲ ଜମିଥାଏ ମଧ୍ୟ। ଦର୍ଶକ ଏହି…

ଆଜି ବି ଟି୨୦ ଫାଇନାଲରେ ଏହି ଶେଷ ଓଭରକୁ ଭୁଲି ପାରୁନାହାନ୍ତି ବ୍ରେଟ୍‌ ଲି’: ୬ ବଲ୍‌ରେ…

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆର ପୂର୍ବ ପେସର ବ୍ରେଟ ଲି କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘଦିନ ଧରି ସେ କ୍ରିକେଟର ସମସ୍ତ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ବ୍ରେଟ୍‌ ଲି ଅନେକ ଥର ଐତିହାସିକ ପ୍ରଦର୍ଶନ…

କେବେ ମା’ ହେବେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ହେଲେ ସେ କେବେ ମା’ ହେବେ ସେ ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିଛିଦିନ ତଳେ ଶୁଣିବାକୁ ମିଳିଥିଲା…

ଘରେ ପିଲାଙ୍କୁ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିଲେ ଏହି ମହିଳା, ଜଣାପଡ଼ିବା ପରେ…

କ୍ୱିଭ୍‌,୨୮।୧: ୟୁକ୍ରେନରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ନିଜ ପିଲାଙ୍କୁ ଘରେ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିବାରୁ ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। ୟୁକ୍ରେନ୍‌ ଉତ୍ତର-ପୂର୍ବ ଅଞ୍ଚଳସ୍ଥିତ ଖାରକ୍ୱିଓ ସହରରେ ୩୦ ବର୍ଷୀୟା…

ଫେବୃୟାରୀ ୨ରେ ଘୋଷଣା କରାଯିବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଶୀ ବୋର୍ଡ ପରୀକ୍ଷା ଲାଗି ଫେବୃୟାରୀ ୨ରେ ପରୀକ୍ଷା ସୂଚୀ ଘୋଷଣା କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଗୁରୁବାର ଏହି ସୂଚନା ଦେଇଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri