Home Left

କ୍ରିକେଟ୍‌ ଖେଳୁଛନ୍ତି ସନ୍ନି ଲିଓନି, ପ୍ରଶଂସକଙ୍କୁ ପଚାରିଲେ ଏମିତି ପ୍ରଶ୍ନ

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ଆଜିକାଲି କ୍ରିକେଟ୍‌ ଖେଳୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କ୍ରିକେଟ୍‌ ଖେଳୁଥିବା ନଜର ଆସିଛନ୍ତି। କ୍ରିକେଟ୍‌ ଖେଳି ସେ ବେଶ୍‌ ଖୁସି ଥିବା ଜଣାପଡୁଛନ୍ତି। ଏହାସହ ସେ ପ୍ରଶଂସକଙ୍କୁ ଏକ ପ୍ରଶ୍ନ…

ଶୁବମନଙ୍କୁ ମୁଣ୍ଡରେ ବସାନ୍ତୁ ନାହିଁ, କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ତାଙ୍କର ପ୍ରଥମ ଟେଷ୍ଟ ସିରିଜରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମେଲବୋର୍ନ ଟେଷ୍ଟରେ ଡେବ୍ୟୁ କରିବା ସମୟରେ ଗିଲ ସୁପର ଇନିଂସ ଖେଳିଥିଲେ। ସମସ୍ତେ ଗିଲଙ୍କ କୌଶଳକୁ ପ୍ରଶଂସା କରିଥିଲେ।…

ପୋତାଗଡ଼, ଋଷିକୂଲ୍ୟା ମୁହାଁଣ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଗଞ୍ଜାମ,୨୭।୧(ଡି.ଏନ୍‌.ଏ.): ଗଞ୍ଜାମ ଅଞ୍ଚଳରେ ଥିବା ଐତିହାସିକ ପୋତାଗଡ଼ ଓ ଋଷିକୂଲ୍ୟା ମୁହାଁଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଧୀରେନ କ୍ରିଷ୍ଣା ବୁଧବାର ପରିଦର୍ଶନ କରିଛନ୍ତି। ଏହି ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୋତାଗଡର ଇତିହାସ,ଏଠାରେ କିପରି ଆନୁସଙ୍ଗିକ ବ୍ୟବସ୍ଥା ହେବାସହ କିପରି…

ପ୍ରତ୍ୟେକ ସିରିଜ୍‌ ପରେ କିଟ୍‌ ବ୍ୟାଗ୍‌ ଦାନ ଦିଅନ୍ତି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରି ଦେଖାଇଛନ୍ତି ଯେ କିଛି ମ୍ୟାଚ ବିଫଳ ହେତୁ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ ହୁଏ ନାହିଁ। ଗତ ବର୍ଷ ପନ୍ତଙ୍କ ପାଇଁ ବିଶେଷ ଭଲ ନ ଥିଲା। କିନ୍ତୁ…

ସଂସଦ ଭବନ କ୍ୟାଣ୍ଟିନ୍‌ରେ ଖାଇବା ହେଲା ମହଙ୍ଗା

ନୂଆଦିଲ୍ଲୀ, ୨୭।୧: ସଂସଦ ଭବନ କ୍ୟାଣ୍ଟିନରେ ଏଣିକି ଖାଇବା ମହଙ୍ଗା ହେବ। କ୍ୟାଣ୍ଟିନରେ ମିଳୁଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମକୁ ବଢ଼ାଇ ଦିଆଯାଇଛି। ପ୍ରତି ଖାଦ୍ୟ ପାନୀୟର ଦାମ୍‌ ୩ ଗୁଣା ବୃଦ୍ଧି କରାଯାଇଛି। ଲୋକସଭା ସଚିବାଳୟରେ ଥିବା କ୍ୟାଣ୍ଟିନ୍‌ରେ ଭେଜ୍‌…

ଏହି ଖେଳାଳିଙ୍କ ଭଉଣୀ ହେଉଛନ୍ତି ସୋସିଆଲ ମିଡିଆର କୁଇନ୍‌

ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ବ୍ୟାଟିଂକରି କଙ୍ଗାରୁଙ୍କୁ ଧୂଳି ଚଟାଇବା ପରେ ଭାରତୀୟ ଖେଳାଳିମାନେ ଏବେ ଚର୍ଚ୍ଚାରେ ରହିଛନ୍ତି। ରିଷଭ ପନ୍ତ ଭାରତୀୟ କ୍ରିକେଟର ଉଦୀୟମାନ ତାରକାଙ୍କ ମଧ୍ୟରୁ ଅନ୍ୟତମ। ଏହି ୨୨ ବର୍ଷୀୟ ଖେଳାଳିଙ୍କର ସବୁଆଡେ ପ୍ରଶଂସା ହେଉଛି। ଆଇପିଏଲ୍‌ଠାରୁ ଆରମ୍ଭ କରି…

ଏହି କ୍ରିକେଟର୍‌ଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଠାକୁର

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିରିଜ୍‌ ଜିତିବାରେ ଶାର୍ଦ୍ଦୁଲ ଠାକୁରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଗାବା ଟେଷ୍ଟର ପ୍ରଥମ ଇନିଂସରେ ୬୭ ସ୍କୋର କରି ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଶାର୍ଦ୍ଦୁଲ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ହୃଦୟରୁ ପ୍ରାର୍ଥନା କରୁଥିଲି…

ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଚାଲିଛି। ବରୁଣ-ନତାଶାଙ୍କ ବିବାହ ପରେ ସୋସିଆଲ ମିଡିଆରେ…

ଏହି ଖରାପ ଅଭ୍ୟାସ ଯୋଗୁ ଭାରତୀୟ ପୁରୁଷ ପ୍ରଜନନ କ୍ଷମତା ହରାଉଛନ୍ତି !

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୭।୧: ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଖରାପ ଅଭ୍ୟାସ ଯୋଗୁ ଭାରତୀୟ ପୁରୁଷ ପ୍ରଜନନ କ୍ଷମତା ହରାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା ରିପୋର୍ଟ ଆମେରିକାର ଭର୍ଚୁଆଲ୍‌ ସ୍ଲିପ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ରାତିରେ ଶୋଇବା ଶେଯରେ ମୋବାଇଲ୍‌ ଅବା…

ବ୍ରିଟେନରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲା

ଲଣ୍ଡନ,୨୭।୧: ବ୍ରିଟେନରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏନେଇ ଦୁଃଖ ପ୍ରକାଶ କରିବା ନିଜ ମୁଣ୍ଡକୁ ଦାୟିତ୍ୱ ନେଇଛନ୍ତି। କରୋନା ମୃତ୍ୟୁରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ମୁଁ ଏଥିପାଇଁ ସମ୍ପୂର୍ଣ୍ଣ…

ପିଲାଦିନେ ଗୋରା ଦେଖାଯିବାକୁ ଏମିତି କରୁଥିଲେ ପ୍ରିୟଙ୍କା

ବଲିଉଡ୍‌ର ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହନ୍ତି ସାରା ବିଶ୍ୱରେ ଅଛନ୍ତି। ଅନେକ ବିବାଦ ପରେ ତାଙ୍କ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’…

ଡବ୍ଲୁଏଚ୍‌ଓ ଟିମ୍‌କୁ ଭେଟିବାକୁ ଚାହୁଁଛନ୍ତି ଜଣେ ଚାଇନା ଯୁବକ

ବେଜିଂ,୨୭।୧: କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପୁଅ ଚାଇନାର ଉହାନ ସହରରେ ପହଞ୍ଚିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦଳକୁ ଭେଟିବାକୁ ଚେଷ୍ଟା କରିଛନ୍ତି। ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ, ଡବ୍ଲୁଏଚ୍‌ଓ ବିଶେଷଜ୍ଞ ଦଳ ପ୍ରଭାବିତ ପରିବାରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri