Home Left

ପ୍ରଥମ ଲକ୍‌ଡାଉନ୍‌କୁ ପୂରିଲା ବର୍ଷେ

ଉହାନ,୨୪।୧: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସେଠାରେ ୨୦୨୦ ଜାନୁୟାରୀ ୨୩ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବରୁ ଲକ୍‌ଡାଉନ୍‌ ବିଷୟରେ ଅବଗତ ନ ଥିଲେ…

ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ ସ୍ୱପ୍ନର ଘର କିଣିଥିବା ଦେଖାଯାଇଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଜାହ୍ନବୀ କପୁର, ହ୍ରିତିକ…

ନେଗେଟିଭ୍‌ ଆସିଲା ସମସ୍ତ ଖେଳାଳିଙ୍କ ରିପୋର୍ଟ

ଅହମ୍ମଦାବାଦ,୨୪।୧: ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ପର୍ଯ୍ୟାୟର ୮ ଦଳର କୋଭିଡ୍‌ ରିପୋର୍ଟ ଆସିଛି। ନେଗେଟିଭ୍‌ ଆସିଛି ସବୁ ଦଳର ଖେଳାଳିମାନଙ୍କ ରିପୋର୍ଟ। ଏବେ ସବୁ ଖେଳାଳି ଅହମ୍ମଦାବାଦରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଜାନୁୟାରୀ ୨୬ରୁ ୩୧ ତାରିଖ ମଧ୍ୟରେ ଟୁର୍ନାମେଣ୍ଟର…

କରୋନା ସଂକ୍ରମଣରୁ ଦୂରେଇ ରଖେ ଏହି ଥେରାପି…

ମନରେ ଯୁବ ସୁଲଭ ଭାବନା ଜାଗ୍ରତ ହେଲେ ବୟସ ବଢ଼ିଲେ ବି ଶରୀର ସୁସ୍ଥ ରହିଥାଏ। ମ୍ୟୁଜିକ୍‌ ଥେରାପି ଦ୍ୱାରା ବ୍ୟକ୍ତିଙ୍କଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ମ୍ୟୁଜିକ୍‌ ଥେରାପି ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ହାଇପୋଥାଲାମସ୍‌ର ନିର୍ଦ୍ଦେଶରେ…

ଚିଲିର ସିନିୟର ଦଳକୁ ହରାଇଲା ଭାରତୀୟ ଜୁନିୟର ଦଳ

ସାଣ୍ଟିଗୋ(ଚିଲି),୨୪।୧: ଭାରତୀୟ ମହିଳା ଜୁନିୟର ହକି ଦଳ ଅପରାଜେୟ ଧାରା ବଜାୟ ରଖି ସିନିୟର ଚିଲି ଦଳକୁ ହରାଇ ଦେଇଛି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ କାଉଣ୍ଟି କ୍ଲବଠାରେ ଖେଳାଯାଇଥିବା ମ୍ୟାଚ୍‌କୁ ୨-୦ ଗୋଲରେ ଜିତି ନେଇଛି ଭାରତ। ଗସ୍ତର ପଞ୍ଚମ ମ୍ୟାଚ୍‌…

ନିଜେ ସଫଳ ଅଭିନେତା ନ ହେଲେ ବି ୬ ଜଣଙ୍କୁ କଲେ ସୁପରଷ୍ଟାର

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ‘ଶୋ ମ୍ୟାନ’ ଭାବେ ପରିଚିତ ନାମୀ ନିର୍ଦ୍ଦେଶକ ସୁଭାଷ ଘାଇ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ଜନ୍ମ ୨୪ ଜାନୁୟାରୀ ୧୯୪୫ରେ ନାଗପୁରରେ ହୋଇଥିଲା । ପ୍ରଥମେ ସୁଭାଷ ଜଣେ ଅଭିନେତା…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ଏସ୍‌ପି ଋଷିକେଶ ଡି.ଖିଲାରୀଙ୍କ ନିକଟରେ ଆଜି ଜଣେ ନାବାଳିକା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ନାମ ଲାଛି ଖରା। ସେ ଆନ୍ଧ୍ର ଓଡ଼ିଶା ବର୍ଡର ମାଓବାଦୀ ସଙ୍ଗଠନର ସଦସ୍ୟ ଥିଲେ। ଲାଛି କହିଛନ୍ତି, ନକ୍ସଲ ସଂଗଠନରେ ମହିଳା ସଦସ୍ୟଙ୍କୁ…

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କୋଲକାତା ଗସ୍ତ କରିଥିଲେ। ‘ନେତାଜୀ…

ରାମେଶ୍ୱର ଶର୍ମା ମମତାଙ୍କୁ ଦେଲେ ରାମାୟଣ ଉପହାର: କହିଲେ ରାମ କହିବା ଶିଖ

ଭୋପାଳ,୨୪ ।୧: ମଧ୍ୟପ୍ରଦେଶ ବିଧାନସଭାର ପ୍ରୋଟେମ ସ୍ପିକର ତଥା ହୁଜୁରର ବିଧାୟକ ରାମେଶ୍ୱର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ରାମାୟଣ ଉପହାର ଆକାରରେ ଦେଇଛନ୍ତି । ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଶର୍ମା କହିଛନ୍ତି…

ଏହି କାରଣରୁ ହ୍ବାଇଟ୍‌ ହାଉସ ବାହାରେ ଅଟକି ରହିଲେ ବାଇଡେନ

ଓ୍ବାଶିଂଟନ,୨୪।୧: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ ଓ ତାଙ୍କ ପରିବାରକୁ ସହ ଅସହଜ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମିଳିଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନଙ୍କୁ ହ୍ବାଇଟ୍‌ ହାଉସରେ ପ୍ରବେଶ କରିବା ପାଇଁ ବାହାରେ…

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର…

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଯବାନମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri