Home Left

ପେଟ୍‌ କୋକ୍‌ ବ୍ୟବହାର ବନ୍ଦ କର: ଏନ୍‌ଜିଟି ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଶିଳ୍ପଗୁଡ଼ିକରେ ଜାଳେଣି ଭାବେ ବ୍ୟବହୃତ ହେଉଥିବା ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା କେବଳ ପରିବେଶ ନୁହେଁ, ମନୁଷ୍ୟ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଏଥିଯୋଗୁ ଲୋକମାନେ ମାରାତ୍ମକ ରୋଗର ଶିକାର…

ସିଏସ୍‌ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା

ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍‌ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର ଏକ ବଚସା ହୋଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜର୍ନାଲିଷ୍ଟ ଜଣକ ୟାକୁବଙ୍କ…

ଏନ୍‌ଜିଓରେ ବିକ୍ରି ହେଉଥିଲା ଅଣ୍ଡା, ମଟନ

ଇନ୍ଦୋର,୨୯।୧: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ବିଚିତ୍ର ଘଟଣା ଦେଖିବାକୁ ମିଳେ। କିଛି ଆମର ମନୋରଞ୍ଜ କରେ, ଆଉ କିଛି ଚକିତ କରିଦିଏ। ଆହୁରି କିଛି ଘଟଣା ଥାଏ, ଯାହାକି ଏଣ୍ଟରଟେନମେଣ୍ଟ ଯୋଗାଇବା ସହିତ ଚକିତ ମଧ୍ୟ…

ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କ ଟେନସନ୍‌ ଏବେ ବଢ଼ିଯାଇଛି। କାରଣ ସେ ଆକ୍ଟିଂକୁ ବାଦ୍‌ ଦେଇ ଆଉ ଏକ କାମରେ ନିଜକୁ ନିୟୋଜିତ ରଖିଛନ୍ତି। ପୁଣି ସୀମିତ ସମୟ ଭିତରେ ଏହି କାମଟିକୁ ଶେଷ କରିବାକୁ ପଡ଼ିବ। ଅସଲ କଥା ହେଲା, ପାପା ବୋନିଙ୍କ…

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍ଡୋ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୁଏଜଙ୍କୁ ଦେଖା କରିବା…

ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ

ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଶିକ୍ଷାନୁଷ୍ଠାନ ସ୍ଥାପନ ଦିନଠାରୁ ବନ୍ତଳା-ବଡ଼କେରା ପୂର୍ତ୍ତ…

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌, ଯେଉଁଠି ଅଟକିଯାଏ ନିଃଶ୍ୱାସ

ଆପଣ ଅନେକ ରୋମାଞ୍ଚକର ରାସ୍ତାରେ ଯିବାଆସିବା କରିଥିବେ। କିନ୍ତୁ କେବେ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌ରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି ଏକ ଭୟଙ୍କର ଟ୍ରାକ୍‌ ସମୟରେ। ଯେଉଁଠି ଅଟକି ଯାଇଥାଏ ନିଃଶ୍ୱାସ। ଏପରି ଏକ ବିପଦପୂର୍ଣ୍ଣ…

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ କିଟ୍‌, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା ଓ ଗଞ୍ଜାମ ଦଳ ବିଜୟ ହାସଲ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ ଏହି ପାଣି

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି ନ ଥାଏ। ଡାଇବେଟିସ୍‌ ଥିଲେ ରୋଗୀ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଥାଏ। ତେଣୁ…

ରମାଦେବୀ ଛାତ୍ରୀଙ୍କୁ ହତ୍ୟା: ପୋଲିସ ହାତରେ ଧରାପଡ଼ିଲା ପ୍ରେମିକ

ଭୁବନେଶ୍ୱର(ବ୍ୟୁରୋ)/ରସୁଲପୁର,୨୯।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ଘଟଣାରେ ଭୁବନେଶ୍ୱର ଏୟାରଫିଲ୍‌ଡ ପୋଲିସ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଧରିବା ସହ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଝରାଫୁଲଙ୍କୁ ହତ୍ୟା କରିବା…

ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ,୨୯।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୁରୁବାର ଦେଶ ତଥା ଦେଶରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ସ୍ଥଗିତାଦେଶକୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ବିଦେଶରେ କରୋନାର ନୂତନ ଷ୍ଟ୍ରେନ ମାମଲା ବୃଦ୍ଧିକୁ ଦୃଷ୍ଟିରେ…

ଏହି ପ୍ରକାରର ପୁଅଙ୍କ ପ୍ରତି ପ୍ରଭାବିତ ହୁଅନ୍ତି ଝିଅ…

ଝିଅମାନେ କେଉଁ ପ୍ରକାରର ପୁଅଙ୍କ ପ୍ରତି ବେଶ୍‌ ପ୍ରଭାବିତ ହୋଇଥାନ୍ତି ତାହା ଜାଣିବାକୁ ଯୁବକମାନେ ସବୁବେଳେ ଚାହିଁଥାନ୍ତି। ପୁଅଙ୍କର କେଉଁ ପ୍ରକାରର ପର୍ସନାଲିଟି ପ୍ରତି ଝିଅମାନେ ବେଶ୍‌ ଆକର୍ଷିତ ହୁଅନ୍ତି ତାହାକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ ମଧ୍ୟ ହୋଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri