ନୂଆପଡ଼ା ହଳଦିଗାଁରେ ବୁଲୁଛି ବାଘ
ତରବୋଡ/ନୂଆପଡା ଅଫିସ,୨୫।୧: ନୂଆପଡ଼ା ଜିଲା ଖରିଆର ରୋଡ ବନାଞ୍ଚଳ ଅଧୀନ ହଳଦିଗାଁରେ ସୋମବାର ୪ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପ୍ରଚାର ପରେ ଭୟଭିତ ହୋଇପଡିଛନ୍ତି ଗ୍ରାମବାସୀ । ପାହାଡ଼ ତଳିଆ ଗାଁ ହୋଇଥିବାରୁ ଦିନରେ ବି ବାଘ…
ଆକାଶ’ର ସଫଳ ପରୀକ୍ଷଣ
ବାଲେଶ୍ୱର,୨୫ା୧- ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ସୋମବାର ଅପରାହ୍ନ ୨ଟା ୨୫ ମିନିଟରେ ଏହି ପରୀକ୍ଷଣ ହୋଇଥିଲା। ୫.୭୮ ମିଟର ଲମ୍ବ ଓ ୭୨୦ କିଲୋଗ୍ରାମ…
‘କଙ୍ଗନାଙ୍କୁ ଭେଟିବାକୁ ଗଭର୍ନରଙ୍କ ପାଖରେ ସମୟ ଅଛି, କୃଷକଙ୍କ ପାଇଁ ନାହିଁ’
ମୁମ୍ବାଇ,୨୫।୧: ଆମେ ଗଭର୍ନରଙ୍କ ନିକଟକୁ ଯାଉଛେ। କିନ୍ତୁ ମହାରାଷ୍ଟ୍ର ଏଭଳି ଗଭର୍ନର ପୂର୍ବରୁ କେବେ ଦେଖିନାହାନ୍ତି। କଙ୍ଗନା ରାଣାଓ୍ବତ୍ଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ଅଛି। କିନ୍ତୁ କୃଷକଙ୍କ ଲାଗି ସମୟ ନାହିଁ ବୋଲି ଆଜାଦ ହିନ୍ଦ ମଇଦାନଠାରେ ସୋମବାର…
ଭାକ୍ସିନ ନେଇଥିବା ଗ୍ରାହକଙ୍କ ପାଇଁ ଦୁବାଇ ରେଷ୍ଟୁରାଣ୍ଟର ସ୍ବତନ୍ତ୍ର ଅଫର
ଦୁବାଇ,୨୫।୧: ଭାରତ ଭଳି ବିଭିନ୍ନ ଦେଶରେ ଏବେ ଟିକାକରଣ ପ୍ରକ୍ରିୟା ଚାଲିଛି। ଭାକ୍ସିନକୁ ଭୟ ନ କରି ଆଗେଇ ଆସିବାକୁ ଲୋକଙ୍କୁ ବହୁ ସଂସ୍ଥା, ସେଲିବ୍ରେଟି ଆଦି ପ୍ରୋତ୍ସାହିତ କରୁଛନ୍ତି। ଦୁବାଇର ଏକ ରେଷ୍ଟୁରାଣ୍ଟ ଭାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ରାତ୍ରି ଭୋଜନ…
କୁକୁର ଠାରୁ କ୍ଷୀର ପିଉଛି ବିଲେଇ ଛୁଆ
ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…
ବୋଟ୍ ଚାଳକଙ୍କ ପାଇଁ ମହଙ୍ଗା ପଡ଼ିପାରେ ଶିଖର ଧାଓ୍ବନଙ୍କ ଭୁଲ
ବାରଣାସୀ,୨୫।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନଙ୍କ ଫଟୋ ଉତ୍ତର ପ୍ରଦେଶ ବାରଣାସୀର ଜଣେ ବୋଟ ଚାଳକଙ୍କୁ ମହଙ୍ଗା ପଡ଼ିପାରେ ପଡ଼ିପାରେ। ବୋଟ୍ରେ ବସିଥିବା ଧାଓ୍ବନ ପକ୍ଷୀମାନଙ୍କୁ ଖାଦ୍ୟ ଦେଉଥିବା ଫଟୋରେ ଦେଖିବାକୁ ମିଳୁଛି। ‘ପକ୍ଷୀଙ୍କୁ ଖୁଆଇବା ଗୋଟେ ସୁଖ’ ବୋଲି ଏହି…
ପିଇଓଙ୍କ ସମ୍ପତ୍ତି ୧କୋଟିରୁ ଊର୍ଦ୍ଧ୍ୱ
ବରଗଡ଼ ଅଫିସ୍,୨୫।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ଓ କେଶେଇପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସେଠଙ୍କ…
ଧାନ ରଖି ରାଜପଥ ଅବରୋଧ କଲେ ଚାଷୀ
ଲଖନପୁର,୨୫।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ସେବା ସମବାୟ ସମିତିର ଚାଷୀଙ୍କୁ ଟୋକନ ପ୍ରଦାନରେ ଅବହେଳା କରାଯାଇଛି। ଫଳରେ ସମିତିର ୧୭୨ଜଣ ଚାଷୀ ଧନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଚାଷୀମାନେ ଚାଷୀ ସମବାୟ ବିଭାଗ, ଯୋଗାଣ…
ଆଜି ଭୁବନେଶ୍ୱରରୁ ୪ ଆକ୍ରାନ୍ତ ଚିହ୍ନଟ: ସବୁ ଲୋକାଲ କେସ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସବୁ ଲୋକାଲ କେସ୍ ଥିବା ଜଣା ପଡ଼ିଛି। ସେହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
ମା’ଙ୍କ ସେବାରେ ନେହା
ପ୍ରସିଦ୍ଧ ବଲିଉଡ ଏବଂ ପଞ୍ଜାବୀ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି। ବର୍ତ୍ତମାନ ନେହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନେହା ତାଙ୍କ ମା’ଙ୍କ ମୁଣ୍ଡକୁ ଚୁମ୍ବନ କରିବା ସହ…
ଘୁଞ୍ଚିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍
ନୂଆଦିଲ୍ଲୀ,୨୫।୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣ ଫାଇନାଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏବେ ୫ ଦିନିଆ ଫାଇନାଲ ମ୍ୟାଚ୍ ଚଳିତ ବର୍ଷ ଜୁନ ୧୮ରୁ ୨୨ ତାରିଖରେ ଅନୁଷ୍ଠିତ ହେବ। ଆଉ ୨୩ ତାରିଖକୁ ରିଜର୍ଭ ଡେ’ ଭାବେ…
ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର
୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି ସମୟରେ ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଶୁଟିଂ ବିଷୟରେ କହିଛନ୍ତି, ଯେତେବେଳେ…
Archives


