Home Left

ଏଥର ସୁପାରିକିଲର

ଅଂଶୁମାନ୍‌ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ୍‌ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ ଦେଖିବାକୁ ମିଳିବ। ଏ ନେଇ ଅଂଶୁମାନ୍‌ କହନ୍ତି, ”ଏହି ଭୂମିକାରେ କେତେ ଦମ୍‌ ଅଛି…

ରାସ୍ତା ମଝିରେ ଜଳିଗଲା ବସ୍‌: ୫୩ ଯାତ୍ରୀଙ୍କ ଜୀବନଗଲା, ବଢ଼ିପାରେ ମୃତ୍ୟୁସଂଖ୍ୟା

କାଇରୋ,୨୮।୧: ଏକ ଗ୍ୟାସ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ୍‌ର ଧକ୍କା ହେବାରୁ ରାସ୍ତା ମଝିରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୨୯ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ…

ଯୋଧପୁର ଆଇଆଇଟି ତିଆରି କଲା ଏମିତି ମେଶିନ, ଯାହା ଯେକୌଣସି ଜିନିଷର ଭିତର ପର୍ଯ୍ୟନ୍ତ କରିବ ସାନିଟାଇଜ୍‌

ଜୟପୁର,୨୮।୧: ଆଇଆଇଟି ଯୋଧପୁର ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏମିତି ଏକ ଏସି ମେଶିନ ତିଆରି କରିଛି ଯାହା କୌଣସି ଜିନିଷର ବାହାରୁ ଭିତର ପର୍ଯ୍ୟନ୍ତ ସାନିଟାଇଜ୍‌ କରିପାରିବ। କରୋନା ସଙ୍କଟ ସମୟରେ ଭାରତ ସମାଧାନର ରାସ୍ତା…

ନୀଲଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା

ବମ୍ବେ: ରିଲ୍‌ ନାୟିକାରୁ ରିଅଲ୍‌ ନାୟିକା। ଏପରି କିଛି ଘଟିଛି ଟେଲି ଧାରାବାହିକ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ କ୍ଷେତ୍ରରେ। ଅଭିନେତା ନୀଲ ଭଟ୍ଟଙ୍କ ସହ ସେ ନିର୍ବନ୍ଧ କରି ନେଇଛନ୍ତି। ସୋସିଆଲ ମିଡିଆରେ…

ପ୍ରେମିକାଙ୍କୁ ମାରି ଘରେ ପୋତି ପ୍ରେମିକ କରିଦେଲେ ସିମେଣ୍ଟ ପ୍ଲାଷ୍ଟର, ଜଣାପଡ଼ିବା ପରେ…

ଭୋପାଳ,୨୮।୧: ମଧ୍ୟପ୍ରଦେଶର ଖରଗୋନର ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସନ୍ତୋଷ ନାମକ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟାଙ୍କୁ ମାରି ତିଆରି କରିଥିବା ନିଜର ନୂଆ ଘରେ ଗାତ କରି ଏହା ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଛନ୍ତି। ଏହି…

ଦୁଇ ଝିଅର ବାପାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ: ଏବେ ସାଜିଛନ୍ତି ‘ଗୋରୀ ମେମ୍‌’

ବମ୍ବେ: ବଡ ପରଦାରେ ନାଁ କମାଇବା ପରେ ଏବେ ଛୋଟ ପରଦା ମୋହରେ ଅଭିନେତ୍ରୀ ନେହା ପେନ୍‌ଡସେ। ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପେ ହେ’ରେ ସେ ଗୋରି ମେମ୍‌ ଭୂମିକାରେ ଆସୁଛନ୍ତି ନଜର। ପୂର୍ବରୁ ଏହି ଭୂମିକା ନିର୍ବାହ କରୁଥିଲେ…

କରୋନା ଟିକା ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୮ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏହାର ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ କରି ସାରିଲେଣି । ଭ୍ୟାକ୍ସିନ ପ୍ରସ୍ତୁତ ହେବା ପରେ ଏବେ କିଛି ଦେଶ ଏହାକୁ ନେବା ପାଇଁ ଅନ୍ୟ…

ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି ଖାଉଛି। କେହି ଖାଇବା ଦେବାକୁ ପଡୁନି, ନିଜ ହାତରେ ଆଣି ଖାଉଛି। ଏହା ପରେ…

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ। ୧୯୯୯ରେ ମନୋରଞ୍ଜନ ଜଗତ ସହ ସେ ଯୋଡି ହୋଇଥିଲେ। ଏବେ…

ଉତ୍ତରପ୍ରଦେଶ, ଝାଡଖଣ୍ଡ ସମେତ ୬ରାଜ୍ୟରେ ନିର୍ବାଚନ ଲଢିବ ଏଏପି: କେଜରିୱାଲ

ନୂଆଦିଲ୍ଲୀ,୨୮ ।୧: ପାଖେଇ ଆସୁଛି କିଛି ରାଜ୍ୟର ନିର୍ବାଚନ ସମୟ । ଏହି କ୍ରମରେ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ପରିଷଦ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ…

ଯାହା ଚାହୁଁଥିଲେ ସମ୍ବିତ୍‌

ମଣିଷର ଆଶା ତ ଅସୁମାରି! ହେଲେ ବେଳେବେଳେ ଜଣେ ଯାହା ଚାହୁଁଥାଏ, ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ନିଜ ମନ ପସନ୍ଦର ଭୂମିକାରେ ଅଭିନୟ କରିବା ପରେ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି କେମିତି ଆଶା ରଖିଛନ୍ତି ସମ୍ବିତ୍‌…

ଅନୁଶୋଚନାର ସମୟ ଆସିଛି

”ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା; ଆଉ ତାହାକୁ ଦର୍ଶକ ପସନ୍ଦ କରୁଥିଲେ। ଗୋଟିଏ ସିନେମାରୁ ମନଲାଖି ରିଟର୍ନ ପାଇବା ପରେ ଜଣେ ପ୍ରଯୋଜକ ଆଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri