ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୫।୬: ତାମଲିନାଡୁରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ରାଜ୍ୟରେ କଟକଣା କୋହଳ କରିବା ସହ ଆଉ ସପ୍ତାହେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୁନ ୧୪ଯାଏ ଏହି ଲକ୍‌ଡାଉନ ଜାରି ରହିବ ବୋଲି ଶନିବାର ରାଜ୍ୟସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପନିପରିବା, ଫଳ ଓ ଆମିଷ ଦୋକାନ ଆଦି ସବୁ ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଖୋଲାଯିବାକୁ ଅନୁମତି ଦିଆଯାଇଛି। ସେହିପରି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଳିବ। କିନ୍ତୁ ୧୧ଟି ଜିଲାରେ କୋଭିଡ ମାମଲା ଅଧିକ ଥିବାରୁ ଏହି ସବୁ କଟକଣା କୋହଳ ସେଠାରେ ଲାଗୁ ହେବ ନାହିଁ। ଏଥିରେ କୋଏମ୍ବାଟୁର, ନୀଳଗିରି, ତିରୁପୁର, ଇରୋଡ, ସଲେମ, କରୁର, ନମକ୍କଲ, ତଞ୍ଜାବୁର, ତିରୁବରୁର, ନାଗାପଟ୍ଟିନମ୍‌ ଓ ମୟିଲାଦୁଥୁରାଇ ଭଳି ଆସି ଜିଲା ସାମିଲ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି...

ରେକର୍ଡ ଭାଙ୍ଗିବ ତାତି, ପାଣିପାଗ ବିଭାଗର ସତର୍କ ସୂଚନା…

ନୂଆଦିଲ୍ଲୀ, ୨୯।୩ : ଏଥର ଭାରତରେ ଗରମ ପାଗର ଉତ୍ତାପ ଗତ କିଛି ବର୍ଷ ଅପେକ୍ଷା ଲୋକଙ୍କୁ ଅଧିକ ଅସୁବିଧାରେ ପକାଉଛି। ମାର୍ଚ୍ଚ ମାସରେ, ବୃଦ୍ଧି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଚିରିବା ମାମଲା: କଂଗ୍ରେସ ବିଧାୟକଙ୍କ ଉପରେ ୯୯ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୨୮।୩: ଗୁଜରାଟର ନଭସାରିର ଏକ କୋର୍ଟ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରିବା ମାମଲାରେ କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କ ଉପରେ ୯୯ ଟଙ୍କା...

ପାକିସ୍ତାନରେ ଖୋଲା ବୁଲୁଛନ୍ତି ସୟଦ ସଲାଉଦ୍ଦିନ: ଭାରତ କହିଲା ଟେରର ସପୋର୍ଟିଂ ନେଶନ…

ନୂଆଦିଲ୍ଲୀ,୨୩।୨ : ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ଖୋଲାଖୋଲି ଭାବରେ ବୁଲୁଛନ୍ତି। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୟଦ ସଲାଉଦ୍ଦିନଙ୍କୁ ଏବେ ଏକ...

ନାଗରିକଙ୍କ ଅଧିକାର-ସ୍ବାଧୀନତା ରକ୍ଷା କରିବାକୁ ରାଜ୍ୟ ବାଧ୍ୟ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୫।୪ : ’ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବାଧ୍ୟତାମୂଳକ ଭାବେ ନାଗରିକଙ୍କ ଅଧିକାର ତଥା ସ୍ବାଧୀନତାର ସୁରକ୍ଷା ପାଇଁ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବା ଆବଶ୍ୟକ।...

୮୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭ : ତୁରନ୍ତ ପ୍ରଭାବ ସହିତ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆରରେ ଟମାଟୋର ଦାମକୁ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରିଛନ୍ତି। ଗ୍ରାହକ ବ୍ୟାପାର ସଚିବ...

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା...

ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ବରଗଡ଼ ଅଫିସ,୨୫।୩: ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି...

Advertisement
Archives

Model This Week