କଥା ରଖିଲେ ସଲମାନ, ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟକୁ ପଠାଇଲେ ଟଙ୍କା

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ସିନେ କଳାକାରଙ୍କୁ ଦେଇଥିବା କଥା ରଖିଛନ୍ତି। ସଲମାନ ୨୫୦୦୦ ସିନେ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ଟଙ୍କା କଳାକାରଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇଛି। ଏନେଇ ଏଫ୍‌ଡବ୍ଲୁୃସିଇର ପ୍ରେସିଡେଣ୍ଟ ବି.ଏନ୍‌ ତିଓ୍ବାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସଲମାନ ଫିଲ୍ମ ଜଗତ ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ସବୁବେଳେ କିଛି ନା କିଛି ସହାୟତା ଯୋଗାଇ ଆସୁଛନ୍ତି। ବିଶେଷକରି ଯେଉଁମାନେ ପ୍ରତିଦିନ ରୋଜଗାର କରନ୍ତି, ସେ ସେମାନଙ୍କ ପାଇଁ କିଛି କରିବା ଜାରି ରଖନ୍ତି। ଏହି ମହାମାରୀରେ ସେ ଅନେକ କଳାକାରଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ, ସଲମାନ ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଜାନଙ୍କୁ ସାଲ୍ୟୁଟ କଲେ ମେଗାଷ୍ଟାର ଚିରଞ୍ଜିବ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜିବଙ୍କ ଫିଲ୍ମ ‘ଗଡ ଫାଦର’ରେ ବଲିଉଡ ଭାଇଜାନ ସଲମାନ ଖାଁ ବି ନଜର ଆସିବେ । ଏହି ଫିଲ୍ମରେ ସଲମାନ କେମିଓ ଭୂମିକାରେ...

ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ...

ଫିଲ୍ମ ‘ଡିଡିଏଲ୍‌ଜେ’କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶଂସା: ଏହାର ପାର୍ଟ-୨ କରିବାକୁ ଶାହାରୁଖ୍‌ଙ୍କୁ ପରାମର୍ଶ ଦେଲେ ଗୌରୀ

ଏହି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ସେ ଭାଷଣ ଦେବା ଅବସରରେ ବଲିଉଡ୍‌ର...

ଦୀପିକାଙ୍କୁ ଗାଳି ଦିଅନ୍ତି ଶଶୁର, ଜାଣନ୍ତୁ କାହିଁକି

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର...

ବାଜପେୟୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍‌ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ...

ଅମିର ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଜଣେ ଜଣାଶୁଣା ନାମ ହେଉଛନ୍ତି ଅମିର ଖାନ। ଦର୍ଶକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରନ୍ତି। ସେ ଗୋଟିଏ କିମ୍ବା ଦୁଇ...

ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି।...

ମୁହଁ ଖୋଲିଲେ ରେଖା

ମୁମ୍ବାଇ: ବଲିଉଡ୍‌ରେ ଏବେ କରୋନା ଚର୍ଚ୍ଚା। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର...

Advertisement
Archives

Model This Week