ପ୍ରପୋଜ କରି ୟୁନିଭର୍ସିଟିରୁ ବିଦା
ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା ପରେ ଛାତ୍ର ଜଣକ ସମସ୍ତଙ୍କୁ ସାମ୍ନାରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଅନୁଶାସନ…
ଓପ୍ରାହଙ୍କ ଗେଷ୍ଟ ହେବେ ପ୍ରିୟଙ୍କା
ନିକଟରେ ବ୍ରିଟେନ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲଙ୍କ ସାକ୍ଷାତ୍କାର ନେଇ ଚର୍ଚ୍ଚାରେ ଥିବା ଆମେରିକାର ଜଣାଶୁଣା ଟେଲିଭିଜନ ଉପସ୍ଥାପକ ଓପ୍ରାହ ଓ୍ବିନଫ୍ରି(୬୭)ଙ୍କ ପରବର୍ତ୍ତୀ ଗେଷ୍ଟ ହେବେ ବଲିଉଡ୍ ଷ୍ଟାର ପ୍ରିୟଙ୍କା ଚୋପ୍ରା। ଆତ୍ମଜୀବନୀ ‘ଅନ୍ଫିନିଶ୍ଡ’ର ପ୍ରମୋଶନ ପାଇଁ ବ୍ୟସ୍ତ…
କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ
ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍ରୋଗରେ ମୃତ୍ୟୁ ଘଟିଛି। ଆସାମ ରାଜ୍ୟର ରଙ୍ଗିଆ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଶନିବାର ତାଙ୍କ ମରଶରୀର ସେନାବାହିନୀ ପକ୍ଷରୁ ଏକ…
‘ଦକ୍ଷତାରେ ପଛରେ ନ ପଡ଼ନ୍ତୁ ପିଲା’
ଅନୁଗୋଳ ଅଫିସ, ୧୪ା୩: କରୋନା ମହାମାରୀ କାରଣରୁ ଗତବର୍ଷଠାରୁ ସ୍କୁଲ ବନ୍ଦ ରହିଛି। ଅନ୍ଲାଇନରେ କ୍ଲାସ କରାଯାଇଥିଲେ ମଧ୍ୟ ତାହା ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରି ନାହିଁ। ବିଶେଷକରି ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାରଣ ଅନେକ…
ଡିଜିଟାଲ ନୋଟ୍ ସପକ୍ଷରେ ଆର୍ବିଆଇ
ଭୁବନେଶ୍ୱର,୧୪ା୩: ଦେଶରେ ବ୍ୟାଙ୍କ ଠକେଇ ବଢୁଥିବା ଯୋଗୁ ଭାରତ ସରକାର ନିଜର ଡିଜିଟାଲ କରେନ୍ସି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଅ୍ଫ ଇଣ୍ଡିଆ (ଆର୍ବିଆଇ) ମଧ୍ୟ ଡିଜିଟାଲ କରେନ୍ସିର ବ୍ୟବହାର ଓ ଏହାର ପ୍ରସ୍ତୁତି ଉପରେ କାମ ଆରମ୍ଭ…
ତେଜିଲା ବସ୍ ସିଣ୍ଡିକେଟ ବିବାଦ: ୧୪୪ ଧାରା ଜାରି
ଭଦ୍ରକ ଅଫିସ, ୧୪।୩- ଭଦ୍ରକ ବସ୍ ସିଣ୍ଡିକେଟରେ ବିବାଦ ତେଜିବାରେ ଲାଗିଛି। ସଂଘର ଆର୍ଥିକ ହେର୍ଫେର୍କୁ ନେଇ ମୁଣ୍ଡ ଟେକିଥିବା କର୍ମକର୍ତ୍ତା ଚୟନ ବିବାଦ ମାଲି ମକଦ୍ଦମାଠାରୁ ଆରମ୍ଭ କରି ହାତାହାତି ପର୍ଯ୍ୟନ୍ତ କଥା ଗଲାଣି। ପରିସ୍ଥିତିକୁ ନଜର ରଖି ଜିଲା…
ଏହି କାରଣ ପାଇଁ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ିଦେଇଥିଲେ ବୟଫ୍ରେଣ୍ଡ, ପରେ ଘଟିଲା ଏମିତି
ସାଧାରଣତଃ କୌଣସି କଥାକୁ ନେଇ ଗର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ। କିଛି କାରଣ ପାଇଁ ସେମାନଙ୍କ ମଧ୍ୟରେ ବ୍ରେକ୍ଅପ୍ ବି ହୋଇଥାଏ। ମାତ୍ର ଜଣେ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡଙ୍କ ଓଜନ ବୃଦ୍ଧି ଯୋଗୁ ତାଙ୍କୁ ଛାଡ଼ିଦେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ସୋସିଆଲ…
ରକ୍ତରେ ଲେଖିଥିଲେ ପ୍ରେମପତ୍ର…
ମୁମ୍ବାଇ: ବଲିଉଡ ଷ୍ଟାର୍ ଆମିର ଖାଁଙ୍କୁ ରବିବାର ୫୬ ବର୍ଷ ପୂରଣ ହୋଇଛି। ୧୯୬୫ ମାର୍ଚ୍ଚ ୧୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ରେ ଆଦୋଁ କି ବାରାତ୍ ଫିଲ୍ମରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ପରେ ୧୯୮୪ରେ…
ନେଇଗଲେ ବନବିଭାଗ, ଝୁରୁଛନ୍ତି କୁନ୍ତଳା
ତେଲକୋଇ,୧୪।୩: ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ମଣିଷ ପାଖରୁ ପଶୁଟିକୁ ବିଚ୍ଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା ପାଳିତ ପଶୁଙ୍କୁ ଝୁରି ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ…
ଲାଭଦାୟକ କଦଳୀ ଭଣ୍ଡା
କଦଳୀ କଞ୍ଚା ହେଉ ଅବା ପାଚିଲା ଏହା ଅଧିକାଂଶ ଲୋକଙ୍କର ଏକ ପ୍ରିୟ ଫଳ । ଛୋଟଠାରୁ ବଡ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରି ଥାଆନ୍ତି । କେବଳ ଭାରତ ନୁହେଁ କୁହାଯାଏ ପ୍ରଥମେ ମାଲେସିୟାରେ କଦଳୀ ଦେଖିବାକୁ ମିଳିଥିଲା…
ଆପଣଙ୍କ ସ୍ବାମୀ ରାଗି କି…
ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ କଥାବାର୍ତ୍ତା ବନ୍ଦ କରିଦିଅନ୍ତି, ତେବେ ସ୍ତ୍ରୀଙ୍କ କର୍ତ୍ତବ୍ୟ ହେଉଛି ତାଙ୍କୁ ଶାନ୍ତ କରାଇବା। କାରଣ…
ଶର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ମହିଳା
ଭଦ୍ରକ ଅଫିସ,୧୩।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ମହଲାସାହିରେ ଶନିବାର ରାତିରେ ବିଦ୍ୟୁତ୍ ଶର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ତାଙ୍କ ସ୍ବାମୀ ଓ ୧୦ ବର୍ଷର ଝିଅ ପୋଡ଼ିଯାଇ…
Archives


