ହ୍ୱିଲ ଚେୟାରରେ ବସି ମେଗା ରୋଡ ଶୋ’ କରିବେ ଦିଦି
କୋଲକାତା,୧୪ ।୩: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏବେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟରେ ନିଜର ସମସ୍ତ ଶକ୍ତି ଲଗାଇ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ହୋଇଗଲେଣି । ତେବେ ପଶ୍ଚିମବଙ୍ଗ…
ସଂଗ୍ରାମୀ କାରଖାନା ଅଳକାଶ୍ରମ ଅଲୋଡ଼ା
ଜଗତସିଂହପୁର ଅଫିସ, ୧୪ା୩: ଜଗତ୍ସିଂହପୁର ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ୱଲ୍ୟମାନ କରୁଛି। ବିଶେଷକରି ଜିଲାର ଅଳକାଶ୍ରମ ଅନେକ ସ୍ବାଧୀନତା ସଂଗ୍ରାମୀ ତିଆରି କରିଛି। ଜିଲା ସଂସ୍କୃତି ପରିଷଦ ଦ୍ୱାରା ପ୍ରକାଶିତ…
ଡକାୟତି ଅଭିଯୁକ୍ତ ୩୭ ବର୍ଷ ପରେ ଗିରଫ
ପାଟକୁରା,୧୪ା୩(ଡି.ଏନ.ଏ.): କମିଶନରେଟ୍ ପୋଲିସ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଏହି ଚର୍ଚ୍ଚା ସରି ନ ଥିବା ବେଳେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ପୋଲିସ ଜଣେ ଡକାୟତଙ୍କୁ…
ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ମତାମତ ଲୋଡିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୮ରେ ହେବାକୁ ଥିବା ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଛନ୍ତିି। କେଉଁ କେଉଁ ପ୍ରସଙ୍ଗକୁ ମନ୍ କି ବାତ୍ରେ ଗୁରୁତ୍ୱ ପ୍ରଦାନ କରାଯିବା ସେ ନେଇ ମୋଦି ଏଭଳି କରିଛନ୍ତି।…
ଆୟତ୍ତରେ ଜଙ୍ଗଲ ନିଆଁ
ଭୁବନେଶ୍ୱର, (ବ୍ୟୁରୋ)/ବାରିପଦା ଅଫିସ, ୧୪।୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁକୁ ଏକପ୍ରକାର ଆୟତ୍ତକୁ ଅଣାଯାଇଛି। ୩ଦିନ ଧରି ଶିମିଳିପାଳରେ ବର୍ଷା ହୋଇଥିବା ବେଳେ ଶନିବାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି।…
୫୦୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ଏହି ଜେପିଇଜି ଫାଇଲ୍
ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି। ବ୍ରିଟେନର ଆକ୍ସନ କମ୍ପାନୀ କ୍ରିଷ୍ଟି ଜରିଆରେ ଏହି ଫଟୋର ନିଲାମ କରାଯାଇଛି। ଏହାର ନାମ…
ଆଜି ଖେଳାଯିବ ଦ୍ୱିତୀୟ ଟି୨୦: ଜାଣନ୍ତୁ କେତେବେଳେ ଏବଂ କେଉଁଠି ଦେଖିବେ
ନୂଆଦିଲ୍ଲୀ,୧୩।୩: ଟି୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଶୁକ୍ରବାର ପ୍ରଥମ ମୁକାବିଲା ଖେଳା ଯାଇଥିବା ବେଳେ ଏଥିରେ ବାଜିମାତ କରିଥିଲା ବିରୋଧି…
ଅଷ୍ଟ୍ରାଜେନିକା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ସମୀକ୍ଷା ହେବ
ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ ଏହାର ସମୀକ୍ଷା କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି। ଡେନ୍ମାର୍କ, ନରଓ୍ବେ, ଆଇସଲାଣ୍ଡ, ଥାଇଲାଣ୍ଡ…
ଫ୍ଲଏଡ୍ଙ୍କ ପରିବାରକୁ ୧୯୬.୨୬ କୋଟି
ଓ୍ବାଶିଂଟନ୍, ୧୪ା୩: ଆମେରିକା ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଅଶ୍ୱେତ ଜର୍ଜ ଫ୍ଲଏଡ୍ଙ୍କ ପରିବାର ସହ ବୁଝାମଣା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛି ମିନିଆପଲିସ୍ ସିଟି କାଉନ୍ସିଲ। ଏହି ଚୁକ୍ତି ଅନୁସାରେ ମିନିଆପଲିସ୍ ଫ୍ଲଏଡ୍ଙ୍କ ପରିବାରକୁ ୨୭ ମିଲିୟନ ଡଲାର (ପ୍ରାୟ…
ପ୍ରପୋଜ କରି ୟୁନିଭର୍ସିଟିରୁ ବିଦା
ପ୍ରେମ ନିବେଦନ କରିବାରୁ ପାକିସ୍ତାନସ୍ଥିତ ଲାହୋର ୟୁନିଭର୍ସିଟିର ଦୁଇ ଛାତ୍ରୀଛାତ୍ରଙ୍କୁ ବିଦା କରିଦିଆଯାଇଛି। ଜଣେ ଛାତ୍ରୀ ଆଣ୍ଠେଇ ପଡ଼ି ତାଙ୍କ ବନ୍ଧୁଙ୍କୁ ପ୍ରପୋଜ କରିଥିଲେ। ଏହା ପରେ ଛାତ୍ର ଜଣକ ସମସ୍ତଙ୍କୁ ସାମ୍ନାରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଅନୁଶାସନ…
ଓପ୍ରାହଙ୍କ ଗେଷ୍ଟ ହେବେ ପ୍ରିୟଙ୍କା
ନିକଟରେ ବ୍ରିଟେନ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲଙ୍କ ସାକ୍ଷାତ୍କାର ନେଇ ଚର୍ଚ୍ଚାରେ ଥିବା ଆମେରିକାର ଜଣାଶୁଣା ଟେଲିଭିଜନ ଉପସ୍ଥାପକ ଓପ୍ରାହ ଓ୍ବିନଫ୍ରି(୬୭)ଙ୍କ ପରବର୍ତ୍ତୀ ଗେଷ୍ଟ ହେବେ ବଲିଉଡ୍ ଷ୍ଟାର ପ୍ରିୟଙ୍କା ଚୋପ୍ରା। ଆତ୍ମଜୀବନୀ ‘ଅନ୍ଫିନିଶ୍ଡ’ର ପ୍ରମୋଶନ ପାଇଁ ବ୍ୟସ୍ତ…
କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ
ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍ରୋଗରେ ମୃତ୍ୟୁ ଘଟିଛି। ଆସାମ ରାଜ୍ୟର ରଙ୍ଗିଆ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଶନିବାର ତାଙ୍କ ମରଶରୀର ସେନାବାହିନୀ ପକ୍ଷରୁ ଏକ…
Archives


