Home Left

ନଦୀରେ ବୁଡ଼ି ନିଖୋଜ ଥିଲେ ଛାତ୍ର: ଭୋଗରାଇରୁ ଉଦ୍ଧାର

ଭୋଗରାଇ,୨୭।୭(ଡି. ଏନ୍‌.ଏ.): ବାଲେଶର ଜିଲା ସୁବର୍ଣ୍ଣରେଖା ନଦୀରେ ସୋମବାର ବୁଡି ଯାଇ ଧରମ ଦୁଆର ଗାଁର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ବଡପୁଅ ଶୁଭମ (୧୩) ନିଖାଜ ଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଭୋଗରାଇ ବ୍ଲକ ମନୁନଗର ନଦୀଘାଟରୁ ଗ୍ରାମବାସୀ ଉଦ୍ଧାରକରିଥିଲେ। ପରେ କମର୍ଦl…

ମିଶନ ୨୦୨୪: ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମମତା

କୋଲକାତା,୨୭ ।୭: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତରେ ମଙ୍ଗଳବାର ଯାଇ ସେଠାରେ ପହଞ୍ଚିଛନ୍ତି । ତୃତୀୟ ଥର ଲାଗି ପଶ୍ଚିମବଙ୍ଗର ଶାସନ ଭାର ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ…

ରାଜ୍ୟରୁ ପୁଣି ୬୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୭ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି। ୬୦ ମୃତକଙ୍କ…

ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୯୦ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ପଡିଆରେ ବାନ୍ତି କଲେ, ହ୍ବିଲ୍‌ଚେୟାର୍‌ ମଗାଇଲେ ଏହି ଖେଳାଳି; ତଥାପି ଜିତିଲେ ସ୍ବର୍ଣ୍ଣ

ଟୋକିଓ,୨୭।୭: ଅଲିମ୍ପିକ ଗେମ୍ସରେ ପ୍ରତ୍ୟେକ ଆଥଲେଟ ନିଜର ଶତପ୍ରତିଶତ ଦେବାକୁ ଚାହଁାନ୍ତି। ନିଜ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ପ୍ରତ୍ୟେକ ଖେଳାଳି ସ୍ବପ୍ନ ଦେଖନ୍ତି। କିନ୍ତୁ ଏହି ପ୍ରତ୍ୟେକ ଖେଳରେ ଖେଳାଳିଙ୍କୁ କେବଳ ନିଜ ଖେଳକୁ ଶକ୍ତିଶାଳୀ କରିବାକୁ ପଡିବ ନାହିଁ,…

ଟୋକିଓ ଅଲିମ୍ପିକ୍ସରେ ଶରଥଙ୍କ ଅଭିଯାନ ଶେଷ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ପଞ୍ଚମ ଦିନରେ ଭାରତୀୟ ଆଥଲେଟ୍‌ସମାନେ ନିରାଶାଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର କିମ୍ବଦନ୍ତୀ ଟେବୁଲ ଟେନିସ ଖେଳାଳି ଶରଥ କମଲଙ୍କୁ ପରାଜୟର…

କ୍ରିକେଟ୍‌ରେ ‘ଅଜବ ଆଉଟ୍‌’, ଆପଣା ଛାଏଁ ଖସିପଡିଲା ଷ୍ଟମ୍ପ ବେଲ୍‌: ଦେଖନ୍ତୁ ଭିଡିଓ

ହରାରେ,୨୭।୭: ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ସମୟରେ କ୍ୟାମେରାରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଥିଲା। ରହସ୍ୟମୟ ଭାବରେ ଷ୍ଟମ୍ପରୁ ବେଲ୍‌ ଆପଣା ଛାଏଁ ଖସିପଡିଥିଲା। ବାଂଲାଦେଶର ଇନିଂସର ୧୮ ତମ ଓଭରରେ…

ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି, କୋଲହାପୁର, ସାଙ୍ଗଲି ଏବଂ ରାୟଗଡ ଭଳି ଜିଲ୍ଲା ଏବେ ବି ପାଣିରେ ବୁଡି ରହିଛି।…

କୋକୋନଟ୍‌ ବର୍ଫି

ଆବଶ୍ୟକ ସାମଗ୍ରୀ: ନଡ଼ିଆ କୋରା ୨୫୦ମିଲି.ଗ୍ରାମ୍‌, ଏକ କପ୍‌ କ୍ଷୀର, ଏକ କପ୍‌ ରାବିଡି କିମ୍ବା ମିଲ୍କମେଡ୍‌, ୩-୪ଟି ଗୁଜୁରାତିର ଗୁଣ୍ଡ, ଅଧା ଚାମଚ ଗୋଲାପଜଳ, ଏକ କପ୍‌ ଚିନି, ୨-୩ ଟେବଲ୍‌ ସ୍ପୁନ୍‌ ଘିଅ, ୮-୧୦ଟି ଖଣ୍ଡ କାଜୁ, ଅଳ୍ପ…

ସମୟାନୁବର୍ତ୍ତୀ କର୍ମଜୀବୀ

  ପରିବାର ଏବଂ ଅଫିସ୍‌ ଉଭୟ କାର୍ଯ୍ୟଭାର ସମ୍ଭାଳିବାକୁ ହୋଇଥାଏ ଜଣେ କର୍ମଜୀବୀ ମହିଳାଙ୍କୁ। ଏମିତିରେ କେବେ କେବେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କର୍ମକ୍ଷେତ୍ରରେ ପହଞ୍ଚତ୍ବାରେ ହୋଇଯାଏ ବିଳମ୍ବ; ଯାହାର ନକାରାତ୍ମକ ପ୍ରଭାବ ପଡ଼େ ବ୍ୟକ୍ତିତ୍ୱ ଉପରେ। ହେଲେ ଏହାକୁ ଯଥା ସମୟରେ…

ଆଜିଠୁ ଲଘୁଚାପ ବର୍ଷା

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳରେ ମଙ୍ଗଳବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାତିରୁ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର,…

ଆସାମ-ମିଜୋରମ ବିବାଦକୁ ନେଇ ଶାହାଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୭ ।୭: ଆସାମ ଓ ମିଜୋରାମରେ ସୀମାକୁ ନେଇ ଲାଗିଥିବା ବିବାଦ ହିଂସାର ରୂପ ନେବାକୁ ଯାଉଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?