ବଲିଉଡ୍ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ
ବମ୍ବେ: ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଝିଅ ଆରୁଷି। ସେ ନିଜ ଇନ୍ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫିଲ୍ମଟି ଭାରତୀୟ ନୌସେନାର ପ୍ରଥମ ଛଅ ଜଣ ମହିଳା ଅଫିସରଙ୍କ…
‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’
କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ ସେ ଭାଜପାର ହେଭିଓ୍ବେଟ୍ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ଭେଟିବେ। ବୁଥ ସ୍ଥରୀୟ ଟିଏମ୍ସି କର୍ମୀଙ୍କ…
ଭାଜପାକୁ ଚେତାଇଲେ ମମତା: କହିଲେ ‘ମୁଁ ଜଣେ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନାହିଁ’
ନନ୍ଦିଗ୍ରାମ,୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବା ବେଳେ ମଙ୍ଗଳବାର ହାଇ ପ୍ରୋଫାଇଲ୍ ସିଟ୍ ‘ନନ୍ଦିଗ୍ରାମ’ରୁ ଗର୍ଜିଛନ୍ତି ସେ। ବୁଧବାର ସେ ଏଠାରୁ ନାମାଙ୍କନ ପତ୍ର…
ଆଇପିଏଲ ପୂର୍ବରୁ ଫୁଲ ଫର୍ମରେ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୯।୩ : ଆଇପିଏଲ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓପନର ତଥା ଅଧିନାୟକ ପୃଥ୍ବୀ ଶ’। ସୌରାଷ୍ଟ୍ର ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ୧୮୫ ରନ୍ର ବଡ଼ ଇନିଂସ ଖେଳିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ…
ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍ଙ୍କ ‘ରୋଲ୍ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…
ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ତାଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି। ତେବେ ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି ପୂର୍ବ…
ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍ ହ୍ରାସ ପାଇଥିଲା
ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍ ସମୟରେ ତାଙ୍କ ସହ ଅନ୍ୟ ସାଥୀ ଖେଳାଳିଙ୍କ ଓଜନ ହଠାତ୍ ହ୍ରାସ ପାଇଥିଲା। ଗୋଟିଏ…
ନଓ୍ବାଜୁଦ୍ଦିନଙ୍କୁ ଛାଡ଼ପତ୍ର ନୁହେଁ, ଦେବେ ଆଉ ଏକ ସୁଯୋଗ
ନୂଆଦିଲ୍ଲୀ,୯।୩ : ବଲିଉଡ୍ ଅଭିନେତା ନାଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେବା ବଦଳରେ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ଆଲିୟା। ଛାଡ଼ପତ୍ର ଲାଗି ନୋଟିସ ପଠାଇବାର ପ୍ରାୟ ଏକ ବର୍ଷ ପରେ ଆଲିୟା ବଦଳାଇଛନ୍ତି ନିଜ ନିଷ୍ପତ୍ତି। ଛୁଆଙ୍କ…
ସନ୍ୟାସ ନେଇଛି ସତ, ହେଲେ ଏତେ ଶୀଘ୍ର କ୍ରିକେଟରୁ ଦୂରେଇ ଯିବି ନାହିଁ: ୟୁସୁଫ
ନୂଆଦିଲ୍ଲୀ,୯।୩: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛି। ହେଲେ ଏତେ ଶୀଘ୍ର କ୍ରିକେଟ ପଡ଼ିଆରୁ ଦୂରେଇବାକୁ ଇଚ୍ଛା ନାହିଁ। ଆଗାମୀ ଦିନରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ ଦେଖିପାରିବେ। କିଛି ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବ ଅଲ୍ରାଉଣ୍ଡର ୟୁସୁଫ ପଠାନ। ତେବେ…
୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ
ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟଙ୍କ ସହ ସାକ୍ଷାତକରି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ଗଣମାଧ୍ୟମ ଆଗରେ…
ଫେବୃୟାରୀର ଶ୍ରେଷ୍ଠ କ୍ରିକେଟର ଅଶ୍ୱିନ
ଦୁବାଇ,୯।୩ : ଭାରତୀୟ ଭେଟେରାନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମାସ(ଫେବୃୟାରୀ)ର ଶ୍ରେଷ୍ଠ ଆଇସିସି ଖେଳାଳି ଭାବେ ବିବେଚିତ କରାଯାଇଛି। ତାଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ ବ୍ୟବଧାନରେ ଜିତି ଭାରତ ବିଶ୍ୱ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂ ରାୱତ
ଡେରାଡୁନ,୯ ।୩: ଗତ ଚାରି ଦିନ ହେବ ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଅନୁମାନ ଲଗାଯାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏଥିରେ ଫୁଲଷ୍ଟପ୍ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ପ୍ରଦାନ କରିଛନ୍ତି । ଅପରାହ୍ନ ପ୍ରାୟ ୪ଟା…
ଦର୍ଶକଙ୍କ ଦିଲ୍ ଜିତିଲେ ଉର୍ବଶୀ
ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ଏବେ ଏକ ନୂଆ ମ୍ୟୁଜିକ୍ ଆଲବମକୁ ନେଇ ଚର୍ଚ୍ଚାରେ । ‘ଏକ ଲଡ୍କି ଭିଗି ଭାଗି ସି’ ଏବେ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇ ସାରିଲାଣି । ଏବେ ପର୍ଯ୍ୟନ୍ତ ୟୁଟ୍ରୁ୍ୟବରେ ଏହି ଗୀତକୁ…
Archives


