Home Left

୧୦ ଟଙ୍କା ରିଚାର୍ଜ ନାମରେ ଠକିନେଲେ ୩.୯୫ ଲକ୍ଷ ଟଙ୍କା

ନୂଆପଡ଼ା ଅଫିସ,୧୩।୩: ନୂଆପଡ଼ା ଜିଲାରେ ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି। ନୂଆପଡ଼ାରେ ରହୁଥିବା ଶିକ୍ଷକ ଅହିଂସା ରଞ୍ଜନ ପଟ୍ଟନାୟକ ସାଇବର ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ୩ଲକ୍ଷ ୯୫ ହଜାର ୫ଶହ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ…

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ୍‌,୧୨।୩ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଭୋର୍‌ରୁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଭୋର୍‌ ୫ଟାରୁ ଝଡ଼ବର୍ଷା ହୋଇ ପ୍ରାୟ ୪୫ ମିନିଟ୍‌ ଧରି ଲାଗି ରହିଥିଲା। ପ୍ରବଳ ବେଗରେ ପବନ ବହିବାରୁ ବରଗଡ଼ ସହର ଉପକଣ୍ଠ ଘୁଲିପାଲି…

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ହେଲେ ମହିଳା ଜଣକ ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ…

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ଘର ବାଡ଼ିପଟ ୩ଟି କବାଟ ଓ ଗ୍ରୀଲ ତାଡ଼ି ଦୁର୍ବୃତ୍ତମାନେ…

ପରାଜୟ ଝଟ୍‌କା ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ପରାଜୟ ବରଣ କରିବା ପରେ ଘରୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦…

ଟିଏମ୍‌ସିରେ ଯୋଗଦେବା ପରେ ଯଶଓ୍ବନ୍ତ ଉଠାଇଲେ ଏହି ପ୍ରସଙ୍ଗ

କୋଲକାତା,୧୩।୩: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବରିଷ୍ଠ ଭାଜପା ନେତା ଯଶୱନ୍ତ ସିହ୍ନା ଶନିବାର ଟିଏମ୍‌ସିରେ ଯୋଗଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ…

ଏହି ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଶୁଟ୍‌, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାଶନକୁ ନେଇ ପ୍ରଶଂସକ ମହଲରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏକ ଲାଲ୍‌ ରଙ୍ଗର ବଡିଫିଟ୍‌ ଡ୍ରେସ୍‌ ପିନ୍ଧି ଦେଶୀଗର୍ଲ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଲାଟେଷ୍ଟ ଫଟୋ ଶୁଟ୍‌ ଏବେ ସୋସିଆଲ ମିଡିଆରେ ଛାଇଯାଇଛି।…

ଶିଶୁଭବନରେ ଅଗ୍ନିକାଣ୍ଡ

କଟକ ଅଫିସ,୧୩।୩: ଶନିବାର କଟକ ଶିଶୁଭବନରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କୌଣସି ପ୍ରକାର କ୍ଷତି ଘଟି ନ ଥିବା ଜଣାପଡ଼ିଛି। ନ୍ୟୁ ବର୍ନ ଓ୍ବାର୍ଡର ଲାଇଟର ହୋଲଡରରେ ସର୍ଟସର୍କିଟ ହୋଇ ପ୍ରଥମେ ନିଆଁ…

ଫିଲ୍ମ ‘ରାଧେ’ର ପୋଷ୍ଟର ଶେୟାର କରି ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ଫିଲ୍ମ ରିଲିଜ ହେବାକୁ ଆହୁରି ୨ ମାସ ବାକି ଅଛି। ମାତ୍ର ସଲମାନ ତାଙ୍କ ଫିଲ୍ମର ପୋଷ୍ଟର ଶେୟାର କରି ରିଲିଜ ତାରିଖ ବି ଘୋଷଣା କରିସାରିଲେଣି। ୨୦୨୧ରେ ମୋଷ୍ଟ ଅପ୍‌ଡେଟ୍‌ ମୁଭି ‘ରାଧେ’ର ରିଲିଜ ତାରିଖ ସାମ୍ନାକୁ ଆସିଛି।…

ଏହି ନେତାଙ୍କୁ ଆସାମ ନିର୍ବାଚନ ପ୍ରଚାର ତାଲିକାରୁ ବାଦ ଦେଲା କଂଗ୍ରେସ

ଗୁଆହାଟି,୧୩।୩: ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି। ତାଲିକାରେ ଗୁଲାମ ନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା, ମନୀଷ ତିୱାରୀ,…

ବାଇକ୍‌ ଡିକିରୁ ୧ ଲକ୍ଷ ଲୁଟ୍‌, ମିଳିଛି ସିସିଟିଭି ଫୁଟେଜ୍‌; ମିଳୁନି ସୁରାକ

ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍‌ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ସେଥିରେ ଘଟଣା ବେଳର ଦୃଶ୍ୟ ରେକର୍ଡ ହୋଇଛି। ହେଲେ…

ଲଗାତାର ଶୂନରେ ଆଉଟ୍‌ ହେବା ପରେ ପ୍ରଶ୍ନ ଘେରରେ କୋହଲି: ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୧୩।୩: ଦୀର୍ଘଦିନ ଧରି ଭାରତୀୟ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଶତକ ମାରିପାରୁ ନ ଥିବା ବେଳେ ଲଗାତାର ଦୁଇଟି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଛନ୍ତି। ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଅନ୍ତିମ ପାଳିରେ ଶୂନରେ ଆଉଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri