Home Left

ଜାତି ଭିତ୍ତିକ ଜନଗଣନା ଥରେ ହେବା ଆବଶ୍ୟକ: ନୀତୀଶ କୁମାର

ପାଟନା,୨୪ ।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ପୁଣିଥରେ ଜାତି ଭିତ୍ତିକ ଜନଗଣନାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାତି ଆଧାରିତ ଜନ ଗଣନା ସମ୍ପର୍କରେ ଆମେ ପ୍ରଥମରୁ ଫେବୃୟାରୀ ୨୦୨୦ ଓ ୨୦୨୧ରେ ସଂସଦରେ ଆମର…

ପିଲାଦିନର ପ୍ରେମକୁ ପାଇବା ପାଇଁ ୪ ଥର ଘର ଛାଡ଼ିଥିଲେ ପ୍ରେମିକା, ଶେଷରେ ଥାନାରେ ହେଲା ବିବାହ

ପାଟଣା,୨୪ା୭: ବିହାରର ରୋହତାସ ଜିଲା ଡେହରିସ୍ଥିତ ମହିଳା ଥାନାରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଥାନାଧିକାରୀଙ୍କ ଉପସ୍ଥିତିରେ ହୋଇଛି। ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଇଥିଲେ। ଶେଷରେ ପ୍ରେମିକ ପ୍ରେମିକାଙ୍କ ମଥାରେ…

ଏରୋଟିକ୍‌, ପର୍ନ ନୁହେଁ; ମୋ ସ୍ବାମୀ ନିର୍ଦ୍ଦୋଷ: ଶିଳ୍ପା ସେଟ୍ଟୀ

ବମ୍ବେ: ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହେବା ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତି ଏବେ ସନ୍ଦେହ ଘେରରେ। ଜୁଲାଇ ୧୯ରେ ରାଜ୍‌ଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ତାଙ୍କ…

କାହିଁକି ରୋମାନ୍ସ ସିନ୍‌ କରନ୍ତିନି ରଣବୀର, ସୋନମ ଜାଣନ୍ତୁ

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…

ପାକିସ୍ତାନ୍‌କୁ ଘାରିଛି ତାଲିବାନ୍‌ ଭୟ…

ଇସଲାମାବାଦ୍‌,୨୪।୭: ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପ୍ରତି ପାକିସ୍ତାନରେ ଭୟ ସୃଷ୍ଟି ହୋଇଛି। ସୁରକ୍ଷାଦୃଷ୍ଟିରୁ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୈନ୍ୟ ବାହିନୀଙ୍କୁ ମୁତୟନ କରାଯାଇଛି। ଧୀରେଧୀରେ ସୈନ୍ୟଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଉଛି। ପୂର୍ବରୁ ଆଫଗାନିସ୍ତାନ ସୀମାରେ ନିୟମିତ ଭାବେ ସୈନ୍ୟଙ୍କୁ ମୁତୟନ କରାଯାଉ…

ଜେଲ୍‌ରେ ଭିଣୋଇ, ଶିଳ୍ପାଙ୍କୁ ଏମିତି ଲେଖିଲେ ଭଉଣୀ ସମିତା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି। ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ମାମଲାରେ ରାଜ୍‌ ଗିରଫ ହେବା ପରେ ଏହା ଶିଳ୍ପାଙ୍କ କ୍ୟାରିୟର ପ୍ରତି ପ୍ରଭାବ ପଡ଼ିବ ବୋଲି…

ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍‌ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ ଲୋକମାନଙ୍କ ପାଇଁ ନିଜ ସିଟ୍‌ ଛାଡ଼ି ଦେଇଥାନ୍ତି। ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

୨୦୨୨ ଜାନୁୟାରୀ ୧୯ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌…

ଟୁନିସ୍‌,୨୪।୭: ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁନିସିଆରେ ଜରୁରିକାଳୀନ ପରିସ୍ଥିତି(ଷ୍ଟେଟ୍‌ ଅଫ୍‌ ଏମ୍ରଜେନ୍ସି) ଘୋଷଣା କରାଯିବା ସହିତ ୨୦୨୨ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ୨୦୨୧ ଜୁଲାଇ ୨୪ରୁ ୨୦୨୨ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି…

ପ୍ରେମ ବିବାହର ବର୍ଷକ ପରେ ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ, ସୋସିଆଲ ମିଡିଆରୁ ଜାଣି ସ୍ବାମୀ ବେହୋସ

ଲକ୍ଷ୍ନୌ,୨୪ା୭: ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକଙ୍କୁ ପ୍ରେମରେ ଧୋକା ମିଳିଛି। ପୋଲିସ ନିକଟରେ ପହଞ୍ଚି ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରେମ ବିବାହ କରିବାର ୧୦ ମାସ ପରେ ସ୍ତ୍ରୀ ତାଙ୍କ ସହିତ ରହିବା ପାଇଁ ପ୍ରସ୍ତୁତ ନ ଥିଲେ।…

ଅକ୍ସିଜେନ୍ କମ୍ ପାଇଁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି କରୋନା ରୋଗୀଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୨୪ ।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କରୋନା ମହାମାରୀକୁ ନେଇ ପରିବେଶ ରହିଥିଲା ସରଗରମ । ବିରୋଧୀ କରୋନାର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ କମ୍ ଯୋଗୁ ରୋଗୀଙ୍କ ମୃତୁୃ ହୋଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର…

ସେବା ଓ ସ୍ବଚ୍ଛତାର ପଥେ ପଥେ

ଚାଣକ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଲେଖିଛନ୍ତି କୋଷ ମୂଲୋ ଦଣ୍ଡଃ । ଅର୍ଥାତ ଶାସନ ତନ୍ତ୍ର ଚଳାଇବା ପାଇଁ ଆର୍ଥିକ ସମ୍ବଳ ଅତ୍ୟାବଶ୍ୟକ । ଏହାର ସିଂହ ଭାଗ ଟିକସରୁ ଆସେ। ରାଜସ୍ବ ଆଦାୟ କ୍ଷେତ୍ରରେ ଦେଶ ପାଇଁ ଆୟକର ବିଭାଗର ଭୂମିକା…

ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ ଅଫିସ,୨୪।୭: ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଛନ୍ତି। ଶନିବାରଠାରୁ ପୁଣି ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ମହାପ୍ରସାଦ ପାଇବେ। କରୋନା କଟକଣା ଯୋଗୁ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?