ବାଇକ୍ ଡିକିରୁ ୧ ଲକ୍ଷ ଲୁଟ୍, ମିଳିଛି ସିସିଟିଭି ଫୁଟେଜ୍; ମିଳୁନି ସୁରାକ
ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ସେଥିରେ ଘଟଣା ବେଳର ଦୃଶ୍ୟ ରେକର୍ଡ ହୋଇଛି। ହେଲେ…
ଲଗାତାର ଶୂନରେ ଆଉଟ୍ ହେବା ପରେ ପ୍ରଶ୍ନ ଘେରରେ କୋହଲି: ଜବାବ ଦେଇ କହିଲେ…
ନୂଆଦିଲ୍ଲୀ,୧୩।୩: ଦୀର୍ଘଦିନ ଧରି ଭାରତୀୟ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଶତକ ମାରିପାରୁ ନ ଥିବା ବେଳେ ଲଗାତାର ଦୁଇଟି ମ୍ୟାଚ୍ରେ ଶୂନରେ ଆଉଟ୍ ହୋଇଛନ୍ତି। ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଅନ୍ତିମ ପାଳିରେ ଶୂନରେ ଆଉଟ୍…
ଶାଶୁ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ
ସୋରଡ଼ା, ୧୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର କୌଶଲ୍ୟା ଗଉଡ଼। ତେବେ କୌଶଲ୍ୟାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରକାଶ ଯେ,…
ଆଜି ଭୁବନେଶ୍ୱରରୁ ୭ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩ ଲୋକାଲ କେସ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ…
ପନ୍ତଙ୍କ ରିଭର୍ସ ସ୍ବିପ୍ର ଛକା ଦେଖି ଚକିତ ହେଲେ ପିଟରସନ୍, କହିଲେ କ୍ରିକେଟ ଇତିହାସର ଏହା…
ନୂଆଦିଲ୍ଲୀ,୧୩।୩: ଭାରତୀୟ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଜବରଦସ୍ତ ଛକା ମାରିଥିଲେ। ବିଭିନ୍ନ ମହଲର କ୍ରିକେଟପ୍ରେମୀମାନେ ଏହାର ପ୍ରଶଂସା କରୁଥିବା ଦେଖାଯାଉଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୋଫ୍ରା ଆର୍ଚରଙ୍କ ବଲ୍ରେ ରିଭର୍ସ ଶର୍ଟ…
୩ ଲକ୍ଷ ଟଙ୍କାର କାଠ ଜବତ: ୩ ଗିରଫ
ବଲାଙ୍ଗୀର ଅଫିସ,୧୩।୩: ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ଟଙ୍କାର କାଠ ଜବତ ହେବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଶୁକ୍ରବାର ରାତିରେ ପାଟ୍ରୋଲିଂ ବେଳେ ଲୋଇସିଂହା ନିକଟ…
ବନ୍ୟଜନ୍ତୁ ଶିକାର କରି ଯୁବକ ଗିରଫ: ବନ୍ଧୁକ ଜବତ
ବଲାଙ୍ଗୀର ଅଫିସ,୧୩।୩: ବଲାଙ୍ଗୀର ବନବିଭାଗର ମୋବାଇଲ ସ୍କ୍ବାଡ୍ କରକଚିଆ ଛକ ନିକଟରେ ଶନିବାର ଚଢ଼ାଉ କରଛନ୍ତି। ଏଥିରେ ସମ୍ପୃକ୍ତ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଓ ଦୁଇଟି ମୃତ ବନ୍ୟ ବିଲେଇ…
ଶ୍ରମିକଙ୍କ ଉପରେ ଖସିଲା ସିମେଣ୍ଟ ବସ୍ତା: ଚାପିହୋଇଗଲେ ୩୦ରୁ ଊର୍ଦ୍ଧ୍ୱ, ୪ ଗୁରୁତର
ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରୁପ୍ସା ଥାନା ଅଞ୍ଚଳର ଏକ ସିମେଣ୍ଟ ଗୋଦାମରେ ବସ୍ତା ଖସି ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ ହେଉଛନ୍ତି ବସ୍ତା ଥାନା ଉଲଡ଼ା ଗ୍ରାମର ଗଙ୍ଗାଧର ଦଳେଇଙ୍କ ପୁଅ କାର୍ତ୍ତିକ(୩୨), ରୁପ୍ସା ଥାନା…
ବିବାହ ନ କରି ମା’ ହୋଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କର ହୃଦୟ ଜିତିପାରିଛନ୍ତି। ନୀନାଙ୍କ ଝିଅ ମସାବା ଗୁପ୍ତା ମଧ୍ୟ ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଡିଜାଇନର। ସୋସିଆଲ ମିଡିଆରେ ସେ ସବୁବେଳେ ସକ୍ରିୟ ରହିଥାନ୍ତି। ହେଲେ ଏବେ ମସାବା…
କରୋନା କବଳରେ ତାରା
ମୁମ୍ବାଇ: ଦେଶର କିଛି ଅଂଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ର ଏହି ତାଲିକାରେ ସବୁଠାରୁ ଆଗରେ ରହିଛି । ଏବେ କିନ୍ତୁ ଲକ୍ଷ୍ୟ କରାଯାଇଛି କି ମାୟାନଗରୀକୁ ପୁଣିଥରେ କରୋନା ପ୍ରବେଶ କରିଛି । କିଛିଦିନ…
ଭାରତୀୟ ଟି୨୦ ଟିମ୍ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେୟସ୍କର ବୋଲି କହିଲେ ଇଂଲଣ୍ଡର ଏହି ପୂର୍ବ କ୍ରିକେଟର, ଜାଫର ଏଭଳି କହି…
ଅହମ୍ମଦାବାଦ,୧୩।୩: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ୮ ଉଇକେଟରେ ଭାରତକୁ ହରାଇଛି ଇଂଲଣ୍ଡ। ଏହାକୁ ନେଇ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଉଘାନ ଭାରତୀକୁ କଟାକ୍ଷ କରି ଏକ ଟୁଇଟ୍ କରିଥିଲେ। ଆଇପିଏଲ୍ର ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଭାରତୀୟ କ୍ରିକେଟ…
ଅକ୍ଷୟ କୁମାରଙ୍କ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା ଏହି କ୍ରିକେଟରଙ୍କ ନାମ: ଏନ୍କାଉଣ୍ଟରରେ ସହିଦ ହୋଇଥିଲେ ବାପା
ଫିଲ୍ମ କଳାକାର ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ପୁରୁଣା। ନବାବ ପଟୌଦୀ-ଶର୍ମିଲା ଟାଗୋରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ ଏହାର ବହୁତ ବଡ଼ ଉଦାହରଣ। ମାତ୍ର ଏମିତି ବି କିଛି ନାମ ରହିଛି ଯେଉଁମାନଙ୍କ…
Archives


