Home Left

ପୁଅକୁ ମାରିଦେଲା ଗର୍ଲଫ୍ରେଣ୍ଡର ପୂର୍ବତନ ବୟଫ୍ରେଣ୍ଡ

କଟକ ଅଫିସ,୫।୮: ୨ ଦିନ ହେବ ନିଖୋଜ ପୁଅର ପତ୍ତା ପାଉ ନ ଥିବା ପରିବାର ଲୋକ ଶେଷରେ କଟକ ମହାନଦୀ ଜୋବ୍ରା ଆନିକଟ ନିକଟରୁ ମୃତଦେହ ପାଇଛନ୍ତି। ପ୍ରେମ ବ୍ୟାପାରରୁ ପୁଅର ଜୀବନ ଚାଲିଯାଇଥିବା ବେଳେ ପୁଅ ଗର୍ଲଫ୍ରେଣ୍ଡର ପୁରୁଣା…

ସେଲ୍ସମ୍ୟାନ୍‌ରୁ ସେଲିବ୍ରିଟି: ୨.୪୪ କୋଟିରୁ ଅଧିକ ମୂଲ୍ୟର ରେଞ୍ଜ ରୋଭର୍‌ କିଣି ଚର୍ଚ୍ଚାରେ ଫୈଜଲ ଶେଖ୍‌

ବମ୍ବେ: ସେଲ୍ସମ୍ୟାନ୍‌ରୁ ସୋସିଆଲ ମିଡିଆ ଷ୍ଟାର। ଆଉ ଏବେ ଜୀବନରେ ଯୋଡ଼ି ହୋଇ ଚାଲିଛି ସଫଳତାର ନୂଆ ନୂଆ ଫର୍ଦ୍ଦ। ଆମେ କଥା ହେଉଛୁ ଫୈଜଲ ଶେଖ୍‌ଙ୍କ ବିଷୟରେ। ଇନ୍‌ଷ୍ଟ୍ରାଗ୍ରାମରେ ତାଙ୍କର ୨୧.୮ ମିଲିୟନ୍‌ ଫଲୋଅର୍ସ ରହିଛି। ସେ ସଲମାନ୍‌ ଖାନ୍‌,…

କ୍ୟାପଟେନ୍‌ଙ୍କ ହାତ ଛାଡ଼ିଲେ ପିକେ…

ଚଣ୍ଡିଗଡ଼,୫।୮: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରୁ ପ୍ରଶାନ୍ତ କିଶୋର(ପିକେ) ଇସ୍ତଫା ଦେଇଛନ୍ତି। ନିଜ ଦାୟିତ୍ୱ ସେ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ପଦବୀ ଛାଡୁଥିବା ପ୍ରଶାନ୍ତ…

ଶେଷ ୬ ସେକେଣ୍ଡରେ ଅଟକି ଯାଇଥିଲା ସମସ୍ତଙ୍କ ହୃଦସ୍ପନ୍ଦନ; ଦେଖନ୍ତୁ ଭାରତର ଐତିହାସିକ ବିଜୟର ସେହି ଭିଡିଓ…

ନୂଆଦିଲ୍ଲୀ,୫।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତର ପୁରୁଷ ହକି ଦଳ। ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ଦଳ। ଏକ ସମୟରେ ଭାରତୀୟ ଦଳ ଜର୍ମାନୀ ବିପକ୍ଷରେ ୧-୩ରେ ପଛୁଆ ଥିଲା।…

ଅଖିଳେଶଙ୍କ ସାଇକେଲ ଯାତ୍ରା

ଲକ୍ଷ୍ନୌ,୫ ।୮: ସମାଜବାଦୀ ଆନ୍ଦୋଳନର ବରିଷ୍ଠ ନେତା ଜନେଶ୍ୱର ମିଶ୍ରଙ୍କର ଜୟନ୍ତି ଅବସରେରେ ସାଇକେଲ ଯାତ୍ରାରେ ବାହାରିଥିଲେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ । ଗୁରୁବାର ସେ ଏହି ରାଲିରେ ବାହାରିବା ପୂର୍ବରୁ କେତେଜଣ ଖବରଦାତାଙ୍କ ପଶ୍ନର ଉତ୍ତର ଦେଇଥିଲେ…

କୋହଲି ଆଇସିସି ଟ୍ରଫି ଜିତିବେ, ଏହାର ଗ୍ୟାରେଣ୍ଟି ନାହିଁ; ଜାଣନ୍ତୁ ଏପରି କାହିଁକି କହିଲେ ପୂର୍ବ କୋଚ୍‌

ନୂଆଦିଲ୍ଲୀ,୫।୮: ଭାରତ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ନଟିଂହାମରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦.୨ ଓଭରରେ ୧୩୮ ରନ୍‌ କରିଛି। ତେବେ ଭାରତର ପ୍ରଦର୍ଶକୁ ଦେଖି ବର୍ତ୍ତମାନର ସିରିଜ…

ରାମ ମନ୍ଦିର ଭୂମି ପୂଜାକୁ ବର୍ଷେ ପୂରିଲା: ଅଯୋଧ୍ୟା ଗସ୍ତରେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା,୫ ।୮: ରାମ ମନ୍ଦିର ଭୂମି ପୂଜାକୁ ପୂରଣ ହୋଇଛି ୧ ବର୍ଷ । ଏବେ ସେଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତବର୍ଷ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା…

ଡେଟିଂ ମାଧ୍ୟମ ପରିବର୍ତ୍ତନ କରିଛି କରୋନା

ଭୁବନେଶ୍ୱର,୫।୮ (ବ୍ୟୁରୋ): କରୋନାର ଦ୍ୱିତୀୟ ଲହର କିଭଳି ସିଙ୍ଗଲ୍‌ ବା ଏକା ଥିବା ଭାରତୀୟଙ୍କ ପାଇଁ ଡେଟିଂର ମାଧ୍ୟମକୁ ପରିବର୍ତ୍ତନ କରିଛି ସେ ସମ୍ପର୍କରେ ପ୍ରଥମ ମହିଳା-କୈନ୍ଦ୍ରିକ ଡେଟିଂ ଆପ୍‌ ଓ ସୋସିଆଲ ନେଟ୍‌ୱର୍କିଂ ପ୍ଲାଟ୍‌ଫର୍ମ, ବମ୍ବଲ୍‌ ପକ୍ଷରୁ ନିକଟରେ ଏକ…

ବ୍ୟାରେଜ୍‌ ଡିଜାଇନ ପ୍ରସ୍ତୁତ ପାଇଁ କ୍ଷେତ୍ର ପରିଦର୍ଶନ

ବାଲିଅନ୍ତା,୫।୮ (ଡି.ଏନ୍‌.ଏ.): ବାଲିଅନ୍ତାସ୍ଥିତ କୁଶଭଦ୍ରା ନଦୀ ଓ ପାଣ୍ଡରା ହାଇଟେକ ହସ୍ପିଟାଲ ନିକଟସ୍ଥ କୁଆଖାଇ ନଦୀରେ ହେବାକୁ ଥିବା ୨ଟି ବ୍ୟାରେଜ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ବୁଧବାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ, ଡିଜାଇନର ଡାଇରେକ୍ଟର ଓ…

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୫।୮: ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ ମାତ୍ର ୧୮୩ ରନ୍‌ରେ ରୋକି ଦେଇଛି। ତେବେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏହି…

୧୦ବର୍ଷରେ ୧୮ଗୁଣ ବଢ଼ିଛି ଶିଶୁ ନିର୍ଯାତନା

ଭୁବନେଶ୍ୱର, ୫।୮ (ବ୍ୟୁରୋ): ଦେଶରେ ଶିଶୁ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଓଡ଼ିଶାରେ ଗତ ୧୦ବର୍ଷରେ ଶିଶୁ ନିର୍ଯାତନା ୧୮ଗୁଣ ବୃଦ୍ଧି ପାଇଛି। ୨୦୦୯ରେ ୮୭ ଶିଶୁ ନିର୍ଯାତନା ଅଭିଯୋଗ ହୋଇଥିବାବେଳେ ୨୦୧୯ରେ ତାହା ବୃଦ୍ଧି ପାଇ ୧,୬୪୮ରେ ପହଞ୍ଚିଛି।…

୧୦ କୋଟିର କ୍ଷତିପୂରଣ ମାଗିଲେ ହନି ସିଂହଙ୍କ ସ୍ତ୍ରୀ; ଅଭିଯୋଗରେ ଶାଶୁ,ଶ୍ୱଶୁର, ନଣନ୍ଦଙ୍କୁ ମଧ୍ୟ…

ବମ୍ବେ: ଘରୋଇ ହିଂସା ଅଭିଯୋଗରେ ସ୍ତ୍ରୀ ଶାଳିନୀ ତଲଓ୍ବାର କୋର୍ଟର ଦ୍ୱାରସ୍ଥ ହେବା ପରେ ଏବେ ଅଡ଼ୁଆରେ ଫସିଛନ୍ତି ରାପର୍‌ ହନି ସିଂହ। ଅନେକ ମହିଳାଙ୍କ ସହ ଗାୟକଙ୍କର ସମ୍ପର୍କ ଥିଲା। ଯେତେବେଳେ ତାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?