କେନ୍-ବେଟଓ୍ବା ଲିଙ୍କ୍ ବୁଝାମଣା
ନୂଆଦିଲ୍ଲୀ,୨୨।୩: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ କେନ୍-ବେଟଓ୍ବା ଲିଙ୍କ୍ ବୁଝାମଣା ହୋଇଛି। ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ ଏହି ମୁଝାମଣାରେ ସ୍ବାକ୍ଷର କରିଛନ୍ତି। ଏହାଦ୍ୱାରା ବୁନ୍ଦେଲଖଣ୍ଡରେ ଜଳ ସଙ୍କଟ ଦୂର ହୋଇପାରିବ। ଏନେଇ…
ପାନୀୟ ଜଳ ସମସ୍ୟାର ସମାଧାନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା
ବଲାଙ୍ଗୀର ଅଫିସ, ୨୨ା୩: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ଓ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ…
କରୋନା ସଂକ୍ରମଣ ବୃଦ୍ଧି ପରେ ତତ୍ପର ହେଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି। ଏଥିରେ ଏସ୍ଆର୍ସି, ସ୍ବାସ୍ଥ୍ୟ ସଚିବ ଉପସ୍ଥିତ ଥିବା ବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ଜିଲାପାଳଙ୍କ ସହ…
ଦୋଳ କଟକଣା ଆହୁରି କଡ଼ା କଲା ବିଏମ୍ସି: ଜାଣନ୍ତୁ କ’ଣ କରାଗଲା…
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଓଡ଼ିଶାରେ କରୋନା ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହେବାରେ ଲାଗିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଦୋଳ ଓ ହୋଲି ପାଇଁ…
ମା’ ହେଲେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କ ସହ ଶେୟାର କଲେ ଝିଅର ପ୍ରଥମ ଫଟୋ
ବଲିଉଡ୍ ଫିଲ୍ମ ‘ଲୁଡୋ’ ଅଭିନେତ୍ରୀ ପାର୍ଲେ ମାନି ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏହି ଖୁସି ଖବର ନିଜେ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ଶ୍ରୀନିଶ ଅରବିନ୍ଦ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି। ମାନି ଝିଅର ପ୍ରଥମ ଫଟୋ ପ୍ରଶଂସକଙ୍କ…
ସ୍ବାମୀଙ୍କ ସହ ବାଥ୍ଟବ୍ରେ ନଜର ଆସିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…
ମୁମ୍ବାଇ: ବିଗ୍ ବସ୍ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲା ଆଜିକାଲି ସ୍ବାମୀ ପରାଗ ତ୍ୟାଗୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ମାଳଦ୍ୱୀପରୁ କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୂର୍ବରୁ ସେ ବିକ୍ନୀ ପିନ୍ଧିବା…
ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍
ଡେରାଡୁନ୍,୨୨।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ସୋମବାର ସୂଚନା ଦେଇଛନ୍ତି। ସେ ନିଜକୁ ଆଇସୋଲେଟ୍ କରି ରଖିଥିବା କହିଛନ୍ତି। ତାଙ୍କ ସହିତ…
ବିଗ୍ ବିଙ୍କ ଉପରେ ଚୋରି ଅଭିଯୋଗ ଆଣିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ର ମସ୍ତାନୀ ଦୀପିକା ପାଦୁକୋନ ନିଜର ଷ୍ଟାଇଲ ଏବଂ ଫ୍ୟାଶନ ସହ ସେନ୍ସ ଅଫ୍ ହ୍ୟୁମର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ନିଜର ସହ କଳାକାରଙ୍କ ସମେତ ବରିଷ୍ଠ ଅଭିନେତାଙ୍କ ସହ ପରିହାସ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏଥିରୁ…
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ସତୀଶ କୌଶିକ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ସେ ହୋମ୍ ଆଇସୋଲେଶନରେ ରହୁଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ…
ଲୁଚକାଳି ଖେଳ ସମୟରେ ବନ୍ଦ ହୋଇଗଲା କଣ୍ଟେନର: ଶ୍ୱାସରୁଦ୍ଧ ହୋଇ ୫ ଶିଶୁଙ୍କ ମୃତ୍ୟୁ
ବିକାନେର,୨୨।୩: ଲୁଚକାଳି ଖେଳରୁ ଗୋଟିଏ ପରିବାରର ୫ ଜଣ ଶିଶୁଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ରାଜସ୍ଥାନର ବିକାନେରର ହିମତ୍ତସର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୫ ଭାଇ ଭଉଣୀ ଏକ ଖାଦ୍ୟ ଶସ୍ୟ କଣ୍ଟେନରରେ ଲୁଚକାଳି ଖେଳୁଥିଲେ। ତେବେ…
ଜନ୍ମମାଟିକୁ ଫେରିଯିବେ ଜଗା !
ଫୁଲବାଣୀ ଅଫିସ,୨୨।୩: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆଙ୍କ ପରଲୋକ ହୋଇଯାଇଥିବା ବେଳେ ଜଗାଙ୍କୁ କନ୍ଧମାଳ ତଥା ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରୁ ଫେରାଇ ଆଣି…
ବିମାନମନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା
ଭାରତ ଏବଂ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ପୁଣେରେ ପହଞ୍ଚିଛି। ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ ଖେଳାଯିବ। ବିରାଟ ଏବଂ ଟିମ ଇଣ୍ଡିଆ ୨୧ ମାର୍ଚ୍ଚ ଅପରାହ୍ନରେ ପୁଣେ ପାଇଁ ଅହମ୍ମଦାବାଦ…
Archives


