ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୯୦୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…
ଭୁବନେଶ୍ୱର ରିଜିଅନ୍ ପାସ୍ ହାର ୯୯.୫୫%
ଭୁବନେଶ୍ୱର, ୩୧।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ପାସ୍ ହାର ପ୍ରାୟ ୧୦ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଦେଶରେ ପାସ୍ହାର ୮୮.୭୮% ଥିବାବେଳେ ଚଳିତବର୍ଷ ଏହା ୯୯.୩୭%…
ଏହି ଅଭିନେତ୍ରୀଙ୍କ ବୋଲ୍ଡ ସିନ୍ ଦେଖି ସେନ୍ସର ବୋର୍ଡ ବି ହୋଇଥିଲା ଆଶ୍ଚର୍ଯ୍ୟ
ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ଼ ପରଦାରେ ଅନ୍ତରଙ୍ଗ ଦୃଶ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ବଡ ପରଦାରେ ବୋଲ୍ଡ ଦୃଶ୍ୟ ଦେଇ ସେ କେବଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ତାହା ନୁହେଁ ବରଂ ଏପରି ଆତଙ୍କ ସୃଷ୍ଟି କରିଥିଲେ ଯେ…
ସଙ୍କୋଚ ଛାଡ଼ିଲେ ଏହି ୪ କଥାରେ ହୋଇଯିବେ ମାଲାମାଲ୍
ମଣିଷ ଜୀବନକୁ ସୁଗମ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଶହ ଶହ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ସେଥିରେ ସେ ଏପରି ୪ଟି ଜିନିଷ ବର୍ଣ୍ଣନା କରିଛନ୍ତି ଯେଉଁଥିରେ ଜଣେ ମଣିଷ ସଙ୍କୋଚ କରିବା ଉଚିତ୍ ନୁହେଁ। ସେ କହିଛନ୍ତି…
ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ
ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବେତନଟୀ ଥାନା ପଦିପଡ଼ା ଗ୍ରାମର ଅଶୋକ ସୋରେନ। ଏ ସଂକ୍ରାନ୍ତରେ ପୋଲିସ…
ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ
ସୁୁନ୍ଦରଗଡ଼,୩୦।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍ସୋ ଆକ୍ଟ ସେକ୍ସନ-୬ରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା…
୪୮ଘଣ୍ଟା ପରେ ଧରାପଡ଼ିଲେ ବ୍ୟାଙ୍କ ଲୁଟେରା
ସୁନ୍ଦରଗଡ଼,୩୦।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ସହର ନିକଟ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଗତ ୨୭ ତାରିଖରେ ବନ୍ଧୁକ ଦେଖାଇ ୪ଜଣ ଡକାୟତ ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ସଫଳତା। ବ୍ୟାଙ୍କରୁ ଟଙ୍କା ଲୁଟ୍ ହେବାର ୪୮ଘଣ୍ଟା ମଧ୍ୟରେ ବିହାର…
ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ହତ୍ୟା
ମୁମ୍ବାଇ,୩୦।୭: ମହାରାଷ୍ଟ୍ରର ପାଲଘର ଜିଲା ଭିରାରସ୍ଥିତ ଏକ ଘରୋଇ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଏଥିରେ ଅନ୍ୟ ମହିଳା ଅଫିସର ଆହତ ହୋଇଛନ୍ତି। ଗୁରୁବାର ରାତିରେ ଆଇସିଆଇସିଆଇ ବ୍ୟାଙ୍କ ଭିରାର ପୂର୍ବ ଶାଖାରେ ଏହି ଆକ୍ରମଣ ହୋଇଥିଲା। ସେତେବେଳେ ବ୍ୟାଙ୍କ…
ଆମେରିକାକୁ ଉଡ଼ିବ ଅଧିକ ବିମାନ
ନୂଆଦିଲ୍ଲୀ,୩୦।୭: ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏୟାର ଇଣ୍ଡିଆ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଆମେରିକାକୁ ଅଧିକ ବିମାନ ଉଡିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଭାରତରେ କରୋନା ମାମଲା…
ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ଜୀବନ୍ତ ଦଗ୍ଧ: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ରାୟଗଡ଼ା ଅଫିସ/ଗୁଣପୁର,୩୦ା୭(ଡି.ଏନ୍.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ଅନ୍ତର୍ଗତ ଲଙ୍କାଭାନିଦିବା ଗ୍ରାମର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଶା କଏଲ୍ରୁ ଅଗ୍ନିକାଣ୍ଡ ଘଟି ସେଠାରେ କାମ କରୁଥିବା ଓଡ଼ିଶାର ୬ ଦାଦନ ଶ୍ରମିକ ଜୀବନ୍ତ ଦଗ୍ଧ…
ଆମ୍ବଗଛ ତଳୁ ମିଳିଲା ନବଜାତ ଶିଶୁପୁତ୍ର
ରାଉରକେଲା ଅଫିସ୍, ୩୦।୭: ରାଉରକେଲା ସେକ୍ଟର ୨୦ରେ ମିଶ୍ର ଖଟାଲ ମନ୍ଦିର ନିକଟ ଆମ୍ବଗଛ ମୂଳରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି। ସ୍ଥାନୀୟ ପୋଲିସ ଓ ଚାଇଲ୍ଡ ଲାଇନ ଟିମ୍ ପହଞ୍ଚି ଉକ୍ତ ଶିଶୁଟିକୁ ଉଦ୍ଧାର କରି ରାଉରକେଲା…
ଜନ୍ମଦିନରେ ବାସନ ମାଜିଲେ ସୋନୁ
ମୁମ୍ବାଇ: ସାଉଥ୍ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା ସୋନୁ ସୁଦଙ୍କ ପାଇଁ ଜୁଲାଇ ୩୦ ହେଉଛି ଏକ ସ୍ମରଣୀୟ ଦିନ । ଆଜି ସେ ପାଳନ କରୁଛନ୍ତି ତାଙ୍କର ୪୮ ତମ ଜନ୍ମଦିନ । ଅଭିନେତା ଭାବେ ତାଙ୍କର ଯେତିକି…

