Home Left

ହାତୀଙ୍କୁ ଖୋଜୁଥିବା ବେଳେ ଦଳିଦେଲେ

ଜୁନାଗଡ଼,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ରେଞ୍ଜ ଅଧୀନ ଘନା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀର ଗତିବିଧି ଲକ୍ଷ୍ୟ କରିବାକୁ ଯାଇଥିବା ବନ ବିଭାଗ ସ୍କ୍ବାଡ ଟିମ୍‌ର ଜଣେ କର୍ମଚାରୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିିଛି। ମୃତକ…

ବିବାହିତାଙ୍କୁ ପ୍ରେମ କରି ଠକି ଦେଲେ

ଶେରଗଡ଼,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଷଢଙ୍ଗୀପଲ୍ଲୀ ଗ୍ରାମର ସଞ୍ଜୟ ଗୌଡ। ତାଙ୍କୁ ଶେରଗଡ଼ କୋର୍ଟ ଚାଲାଣ…

ଦିଅରର ଛୁରା ମାଡ଼ରେ ଗଲା ଭାଉଜଙ୍କ ଜୀବନ

ଲାଠୋର,୫ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସାହାଜପାଣି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିଅର ଅନୀଲ ମେହେର(୨୪)ଙ୍କ ଛୁରାମାଡରେ ଭାଉଜ ସୂର୍ଯ୍ୟକାନ୍ତି ମେହେର(୩୮)ଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି…

ସେମିରେ ପରାଜୟ ପରେ ଖେଳାଳିଙ୍କ ଘର ଆଗରେ ବାଣ ଫୁଟାଇ ନାଚିଲେ

ଡେରାଡୁନ,୫।୮: ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିବା ପରେ ଭାରତୀୟ ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ହାତେଇବା ଆଶା ମାଟିରେ ମିଶିଯାଇଛି। ହେଲେ ଏହି ପରାଜୟ ପରେ ଉତ୍ତରାଖଣ୍ଡର ହରିଦ୍ୱାର ଜିଲାରେ ମହିଳା ଦଳର ସଦସ୍ୟା ବନ୍ଦନା କାଟାରିୟାଙ୍କ ଘର…

୩ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର,୫।୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଗୁରୁବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ କେନ୍ଦୁଝର, ମୟୁରଭଞ୍ଜ ଏବଂ କଳାହାଣ୍ଡି ଜିଲାକୁ ପାଣିପାଗ ବିଭାଗ…

ପୂରା ବର୍ଷ ପଡ଼ିଆରୁ ଦୂରେଇ ରହିବେ ଷ୍ଟାର ଖେଳାଳି

ଲଣ୍ଡନ,୫।୮: ଚଳିତ ବର୍ଷ କ୍ରିକେଟ ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ଇଂଲଣ୍ଡର ଷ୍ଟାର ପେସର ଜୋଫ୍ରା ଆର୍ଚ୍ଚର। ଡାହାଣ କହୁଣି ଜନିତ ସମସ୍ୟାରୁ ତାଙ୍କୁ ମୁକୁଳିବାକୁ ସମୟ ଦରକାର। ଏ ନେଇ ଗୁରୁବାର ସୂଚନା ଦେଇଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ।…

ଖାତା ଖୋଲିପାରିଲେ ନାହିଁ କୋହଲି, ଫେଲ୍‌ ମାରିଲେ ପୂଜାରା, ରାହାନେ

ଟ୍ରେଣ୍ଟ ବ୍ରିଜ,୫।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି କୋହଲି। ତାଙ୍କ ଭଳି ଫେଲ୍‌ ମାରିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୪)।…

ନାହିଁ ରେଳ ସୁବିଧା, କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏମ୍‌ପି

ଦେବଗଡ଼,୫ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ। ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତୁରନ୍ତ ରେଳ ସଂଯୋଗ କରିବାକୁ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବି…

ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ଫରହାନ୍‌

ମୁମ୍ବାଇ: ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏମାନେ ବ୍ରୋଞ୍ଚ ପଦକ ଜିତି ଦେଶର ନାମ ଗୌରବାନ୍ୱିତ କରିଛନ୍ତି । ଏହି ଖୁସିର ମୁହୂର୍ତ୍ତକୁ ଦେଖି ସମଗ୍ର ଦେଶବାସୀ…

ଖେଳାଳିଙ୍କ ପାଇଁ ୨.୫ କୋଟି, ଚାକିରି, ଜମି

ନୂଆଦିଲ୍ଲୀ,୫।୮: ଗୁରୁବାର ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ଜର୍ମାନୀକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ। ଏହି ଐତିହାସିକ ବିଜୟ ପରେ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ବିଭିନ୍ନ ରାଜ୍ୟ। ହରିୟାଣା ତା’ର ଖେଳାଳିଙ୍କୁ ୨.୫…

କୋଭାକ୍ସିନର ଦୁଇ ଡୋଜ୍‌ ଟିକା ନେଇଥିବା ଜଣେ ବ୍ୟକ୍ତି କୋର୍ଟରେ ଦାଖଲ କଲେ ପିଟିଶନ, କାରଣ ଜାଣିଲେ…

ଥିରୁଭାନନ୍ତପୁରମ୍‌,୫ା୮: ଭାରତରେ ସର୍ବପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ରୁଷିଆର ଟିକା ମଧ୍ୟ ଦେଶରେ ଲଗାଗଲା। ଯଦିଓ କୋଭିଶିଲ୍ଡ ଏବଂ ରୁଷିଆର ସ୍ଫୁଟନିକ୍‌ ବି ମାନ୍ୟତା ପାଇଛି, ତଥାପି ଭାରତର ସ୍ବଦେଶୀ…

ଡ୍ୟାନ୍ସ, ଡାଏଟ୍ ଫିଟନେସ୍‌ର ସରଳ ମନ୍ତ୍ର: ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଜାହ୍ନବୀ କପୁର ଏବେ ବିଟାଉନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହି ନବାଗତା ନାୟିକା ପ୍ରଥମରୁ ହିଁ ଦର୍ଶକଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଥିଲେ । ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ବଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?