Home Left

ଓଡ଼ିଆ ନାବାଳିକାଙ୍କୁ ଲକ୍ଷେ ଟଙ୍କାରେ ବିକିଦେଲେ…

ଉମରକୋଟ,୨୨।୩: କାମ କରାଇବାକୁ କହି ଜଣେ ନାବାଳିକାଙ୍କୁ ବିକ୍ରି ଅଭିଯୋଗରେ ଉମରକୋଟ ପୋଲିସ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମରକୋଟ ଥାନା ଅଞ୍ଚଳର ମଙ୍ଗଳ ସିଂ ହରିଜନ, ମନିତା କମାର, ଝରିଗାଁ ବ୍ଲକ…

କମିଲା ମଦ ପିଇବାର ବୟସ ସୀମା

ନୂଆଦିଲ୍ଲୀ,୨୨।୩ :  ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ ବୟସ ୨୫ ଥିବାବେଳେ ଏହାକୁ ୨୧କୁ ହ୍ରାସ କରାଯାଇଛି। ଏ ନେଇ ଉପ ମୁଖ୍ୟମନ୍ତ୍ରୀ…

ବ୍ରିଜ୍‌ ତଳୁ ମିଳିଲା ଭିମ୍‌ସାର ଛାତ୍ରଙ୍କ ମୃତଦେହ

ସମ୍ବଲପୁର,୨୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ତଳୁ ସୋମବାର ଭିମ୍‌ସାରର ଡିଏମ୍‌ଆର୍‌ଟି (ଡିପ୍ଲୋମା ଇନ୍‌ ରେଡିଓଥେରାପି) ଛାତ୍ର ବିଶ୍ୱରଞ୍ଜନ ଷଡଙ୍ଗୀ (୨୧)ଙ୍କ ମୃତଦେହ ଜବତ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ…

ମାନସିକ ପୂରଣ ପାଇଁ ପଡ଼ୋଶୀଙ୍କ ଛୁଆକୁ ହତ୍ୟା

ନୂଆଦିଲ୍ଲୀ,୨୨।୩ : ବହୁ ଉଦ୍ୟମ ପରେ ମାତୃତ୍ୱ ଲାଭ କରିବାରେ ବିଫଳ ହୋଇଥିବା ମହିଳା ପଡ଼ୋଶୀଙ୍କ ୩ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ଏଭଳି ଅମାନୁଶିକ କାଣ୍ଡ ଘଟାଇଛନ୍ତି ଦିଲ୍ଲୀର ଜଣେ ମହିଳା। ହତ୍ୟା ପରେ ନାବାଳକଙ୍କ…

ନେଗେଟିଭ୍‌ ରିପୋର୍ଟ ବିନା ଗଞ୍ଜାମରେ ପ୍ରବେଶ ମନା

ଛତ୍ରପୁର,୨୨ା୩: କରୋନା ହଟସ୍ପଟ ରାଜ୍ୟରୁ ପ୍ରବାସୀମାନେ ଟ୍ରେନ ଯୋଗେ ଗଞ୍ଜାମ ଜିଲାକୁ ଫେରୁଛନ୍ତି। ଦୈନିକ ଛତ୍ରପୁର, ବ୍ରହ୍ମପୁର ଓ ଖଲ୍ଲିକୋଟ ଷ୍ଟେଶନରେ ପ୍ରବାସୀ ଓହ୍ଲାଉଛନ୍ତି। ଜିଲାରେ ଆଗକୁ ଦଣ୍ଡଯାତ୍ରା, ତାରାତାରିଣୀ ଯାତ୍ରା, ଦେଳଯାତ୍ରା ଓ ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ।…

ପୁଣି ଜୀବନ ନେଲା ଆମ୍ବୁଲାନ୍ସ

ରସୁଲପୁର,୨୨ା୩: ବିଷ ପିଇଥିବା ଜଣେ ଯୁବକଙ୍କୁ ବୁର୍ଲା ମେଡିକାଲରୁ କଟକ ଆଣୁଥିବା ବେଳେ ଏକ ଆମ୍ବୁଲାନ୍ସ ରବିବାର ସକାଳେ ୫୫ନମ୍ବର ଜାତୀୟ ରାଜପଥ ଅନୁଗୋଳ ଜିଲା ଜରପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଗ୍ୟାସ ବୋଝେଇ ଟ୍ରକ ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି…

ଅନୈତିକ ସମ୍ପର୍କ ସନ୍ଦେହରେ ସିଲେଇ କରିଦେଲେ ସ୍ତ୍ରୀ’ର ଗୁପ୍ତାଙ୍ଗ

ଲକ୍ଷ୍ନୌ,୨୨।୩ : ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀ’ର ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଛନ୍ତି ସ୍ବାମୀ। ଏହି ଘଟଣାରେ ଉତ୍ତର ପ୍ରଦେଶର ରାମପୁର ଜିଲାର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ସ୍ତ୍ରୀଙ୍କୁ ଆକ୍ରମଣ…

ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଫୁଟିଲା ବୋମା

କୋଲକାତା,୨୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ସୋମବାର ବର୍ଡଓ୍ବାନ୍‌ ସହରର ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୯ବର୍ଷର ନାବାଳକ ଆହତ…

ବୟଫ୍ରେଣ୍ଡ୍‌ ସହ ବ୍ରେକଅପ୍‌ ପରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୨୨।୩ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ୍‌ ତଥା ବଲିଉଡ୍‌ ଓ ସିରିଏଲର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ସହ ବ୍ରେକ ଅପ୍‌ ପରେ ମନକୁ…

ପାଣି ଦେଉଛି ଦାନା

ଜାମଟିକ୍ରା,୨୨।୩: ନାଁ ତାଙ୍କର ପରମାନନ୍ଦ ନାୟକ । ବୟସ ପାଖାପାଖି ୬୦ ହେବ। ସେ ବଲାଙ୍ଗୀର ଜିଲା ଟିଟିଲାଗଡ ଘୁଡାର ଗାଁର ମୂଳବାସିନ୍ଦା। ପରମାନନ୍ଦ ଅତାବିରା ସହରରେ ପ୍ରାୟ ୪୦ ବର୍ଷ ହେବ ରହିଆସୁଛନ୍ତି। ସହରରେ ଥିବା ଏକାଧିକ ଜଳଖିଆ ଦୋକାନକୁ…

ଡରାଇଲାଣି କରୋନା: ଦିନକରେ ଭୁବନେଶ୍ୱରରୁ ୩୪ ପଜିିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତେ କ୍ୱାରାଣ୍ଟାଇନ୍‌ରୁ ଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ସୋମବାର ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ…

ସୂର୍ଯ୍ୟକୁମାରଙ୍କ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ କୋହଲି

ପୁଣେ,୨୨।୩ : ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେବା ପାଇଁ ଅଧିନାୟକ ବିରାଟ କୋହଲି ବଳିଦାନ ଦେଇପାରିବେ। ସୂର୍ଯ୍ୟ ଏବେ ଯେଉଁ ଭଳି ଖେଳୁଛନ୍ତି, ସେଭଳି ଖେଳିବା ଜାରି ରଖିଲେ ଦଳର ଆବଶ୍ୟକତା ଅନୁଯାୟୀ ଯେ କୌଣସି ସ୍ଥାନରେ ଖେଳିପାରିବି ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri