Home Left

ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳ ନେଇ ପ୍ରସ୍ତାବ

ଇସଲାମାବାଦ୍‌,୨୨।୩: ଭାରତ ପାକିସ୍ତାନ ମଧ୍ୟରେ ଶେଷଥର ପାଇଁ କ୍ରିକେଟ ଖେଳ ୨୦୧୨-୧୩ରେ ହୋଇଥିଲା। ଏହାପରେ କ୍ରିକେଟପ୍ରେମୀ ଦୁଇ ଦେଶ ମଧ୍ୟରେ ହେଉଥିବା ରୋମାଞ୍ଚକର ଖେୂ ଦେଖିବାରୁ ବଞ୍ଚିତ ରହିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ପୁଣି କ୍ରିକେଟ ଖେଳ ଆରମ୍ଭ ପାଇଁ…

ଜଳସୁରକ୍ଷା ଓ ସୁସ୍ଥ ଜୀବନ

ପ୍ରକୃତି ଓ ପରିବେଶକୁ ସୁରକ୍ଷା ନିମନ୍ତେ ‘ଜଳ’ ହିଁ ମୁଖ୍ୟ ଉପାଦାନ lଜଳ ବିନା ଉଦ୍ଭିଦ ଓ ପ୍ରାଣୀ ଜଗତ ତଥା ମନୁଷ୍ୟ ସଭ୍ୟତା ପୃଥିବୀ ପୃଷ୍ଠରେ ତିଷ୍ଠିରହିବା ଅସମ୍ଭବ । ସାଧାରଣତଃ ଆମେ ପ୍ରାକୃତିକ ଉପାୟରେ ବୃଷ୍ଟିପାତ ହେତୁ ଏବଂ…

ଯୁବରାଜଙ୍କୁ ଦେଖି ଷ୍ଟାଡିୟମ୍‌ରେ ଡେଇଁବାକୁ ଲାଗିଲେ ଏହି ଶିଶୁ: କହିଲେ…

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ୍‌ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ପରାସ୍ତକରି ଟାଇଟେଲ ହାସଲ କରିଛି। ୟୁସୁଫ ପଠାନଙ୍କ ଭଲ ପ୍ରଦର୍ଶନ ଯୋଗୁ ଇଣ୍ଡିଆ ୧୪ ରନ୍‌ରେ ଏହି…

ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନା: ଆଜି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ, ଦ୍ୱିତୀୟରେ କଟକ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୭ ଜଣ ଚିହ୍ନଟ…

ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ପହଞ୍ଚିଲେ ରାଷ୍ଟ୍ରପତି

କୋଣାର୍କ,୨୨।୩(ଡି.ଏନ୍‌.ଏ.): ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ସସ୍ତ୍ରୀକ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଛନ୍ତି। ଆଜି ପୂର୍ବାହ୍ନ ୯ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ…

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀଙ୍କ ନାମ ରହିଛି। କାର୍ଡଟି ଜୁବେଦା ଖାତୁନଙ୍କ ନାମରେ ରହିଛି। ପରିବାରେ ଉଭୟ ହିନ୍ଦୁ…

କାଲି ଲୋକାର୍ପଣ, ଆଜି ଭଙ୍ଗାରୁଜା

ରାଉରକେଲା ଅଫିସ,୨୨।୩: ଉଦ୍‌ଘାଟନର ଗୋଟିଏ ଦିନରେ ପରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭଙ୍ଗାରୁଜା କରାଯାଇଛି। ଫଳରେ ହସ୍ପିଟାଲ ପରିସରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ହସ୍ପିଟାଲରେ କେହି ଡାକ୍ତର, ନର୍ସ ନଥିବାରୁ ସ୍ଥାନୀୟ ଲୋକେ ଏହି ଭଙ୍ଗାରୁଜା କରିଛନ୍ତି।…

ଏହି ଅଭିନେତ୍ରୀଙ୍କ ସହ ଠୁମ୍‌କା ଲଗାଇଲେ ଭାଜପା ଏମ୍‌ପି

ଟିଭି ଇଣ୍ଡଷ୍ଟ୍ରିରେ ରଶ୍ମୀ ଦେଶାଇ ଏକ ଜଣାଶୁଣା ନାମ। ସେ ‘ୟେ ଲମହେ ଜୁଦାଇ କେ’ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଛି, କିନ୍ତୁ ବିଗ ବସରେ ପ୍ରବେଶ କରିବା ଦିନଠାରୁ ତାଙ୍କ କ୍ୟାରିଅର୍‌…

ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’। ଏହି ଦିବସ ପାଳନ…

ସୋସିଆଲ ମିଡିଆକୁ ଫେରିବା ପାଇଁ ପ୍ରସ୍ତୁତ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଟନ୍‌,୨୨।୩: ଗତ ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଂ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟର, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟ ଦ୍ୱାରା ନିଲମ୍ବିତ ହୋଇଥିଲେ। କିନ୍ତୁ ଏବେ ଟ୍ରମ୍ପ ନିଜର ସୋସିଆଲ…

ଏଠାରେ ପିଇବା ପାଣି ଉପରେ ବି ପହରା…

ବିକାନେର୍‌,୨୨।୩: ଖରାଦିନ ଆସିଲେ ରାଜସ୍ଥାନରେ ଜଳସଙ୍କଟ ଅତି ଉତ୍କଟ ହୋଇଥାଏ। ବିକାନେର୍‌ରେ ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କେନାଲ ପାଣି ଯେଭଳି କେହି ଚୋରାଇ ନ ନେବେ ସେଥି ପାଇଁ…

ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ

ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସାଗର ସରହଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri