Posted inଜାତୀୟ

କ୍ୟାପଟେନ୍‌ଙ୍କ ହାତ ଛାଡ଼ିଲେ ପିକେ…

ଚଣ୍ଡିଗଡ଼,୫।୮: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରୁ ପ୍ରଶାନ୍ତ କିଶୋର(ପିକେ) ଇସ୍ତଫା ଦେଇଛନ୍ତି। ନିଜ ଦାୟିତ୍ୱ ସେ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ପଦବୀ ଛାଡୁଥିବା ପ୍ରଶାନ୍ତ କିଶୋର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରଶାନ୍ତ ପଦବୀରୁ ଉସ୍ତଫା ଦେବା ଅମରିନ୍ଦରଙ୍କ ପାଇଁ ସଙ୍କଟ ସୃଷ୍ଟି କରିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ପ୍ରଶାନ୍ତ କଂଗ୍ରେସରେ ଯୋଗଦେବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଦଳରେ ତାଙ୍କୁ ନିର୍ବାଚନ ଏବଂ ରଣନୀତି ରାଷ୍ଟ୍ରୀୟ ମହାସଚିବ ଦାୟିତ୍ୱ ପ୍ରଦାନ କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାପନ ବିବାଦ, ଭାଜପା- ଏଏପି ମୁହାଁମୁହିଁ…

ନୂଆଦିଲ୍ଲୀ, ୨୬।୧୨: ବିଜ୍ଞାପନ ନେଇ ଭାଜପା ଏବଂ ଆମ୍‌ ଆଦ୍‌ମୀ(ଏଏପି) ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜ୍ଞାପନରେ ଅନାବଶ୍ୟକ ଖର୍ଚ୍ଚ...

ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ,୧୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ...

ବ୍ୟବସାୟୀଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା: ୨୪ ଘଣ୍ଟା ହେଲା ଚାଲିଛି ଗଣନା

କାନପୁର,୨୪।୧୨: ଉତ୍ତର ପ୍ରଦେଶର କାନପୁରରେ ଏକ ପରଫ୍ୟୁମ୍‌ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଘରୁ ବିଡା ବିଡା...

କଂଗ୍ରେସ ନେତା ଖୁର୍ସିଦଙ୍କ ଘର ପୋଡ଼ି ଦେଲେ

ନୂଆଦିଲ୍ଲୀ,୧୫।୧୧: ଅଯୋଧ୍ୟା ଉପରେ ପୁସ୍ତକ ଲେଖି ବିବାଦୀୟ ହୋଇପଡ଼ିଥିବା କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୈନିତାଲ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି...

ଅହମ୍ମଦାବାଦ୍‌ରେ ୧୪୨ତମ ରଥାଯାତ୍ରା: ଶାହ କଲେ ମଙ୍ଗଳ ଆରତି

ଅହମ୍ମଦାବାଦ୍‌,୪।୭: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଗୁଜରାଟ ରାଜଧାନୀ ଅହମ୍ମଦାବାଦ୍‌ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଚଳିତ ବର୍ଷ ୧୪୨ତମ ରଥଯାତ୍ରା ପାଳିତ ହେଉଛି। ଏହି ଅବସରରେ...

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କଲେ ଫଡନବିଶ

ମୁମ୍ବାଇ,୨୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଦାବି କରିଛନ୍ତି ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। କେବଳ ଭାଜପା ନୁହେଁ ସେ ରାଜ୍ୟ ସରକାରଙ୍କ ସବୁ...

୩୫ ଫସଲ କିସମ ଲୋକାର୍ପିତ: ଦେଶର ବିକାଶରେ ବିଜ୍ଞାନ-କୃଷି ମଧ୍ୟରେ ସମନ୍ବୟ ଜରୁରୀ…

ନୂଆଦିଲ୍ଲୀ,୨୮।୯: ଦେଶର ବିକାଶରେ ବିଜ୍ଞାନ ଏବଂ କୃଷି ମଧ୍ୟରେ ସମନ୍ବୟ ଜରୁରୀ। ଏହାଦ୍ୱାରା ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ଭବ...

ପ୍ରଥମଥର ମୁଖ୍ୟମନ୍ତ୍ରୀ ସିଂହାସନରେ ବସିବେ ଷ୍ଟାଲିନ୍‌: ୭ରେ ନେବେ ଶପଥ

ଚେନ୍ନାଇ,୩।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଆସନ୍ତା ମେ ୭ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week