Home Left

ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ନଗ୍ନ ଷ୍ଟାଚ୍ୟୁ, ଘଟଣାର ଯାଞ୍ଚ କରୁଛି ପୋଲିସ

ଜେରୁଜେଲମ୍‌,୧୮।୩: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ନଗ୍ନ ଷ୍ଟାଚ୍ୟୁ ଅବିବ ସହରର ହାବିମା ସ୍କୋୟାରରେ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କଂସାର ଏହି ମୂର୍ତ୍ତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବସିବା ମୁଦ୍ରାରେ ରହିଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।…

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର

ଢାକା,୧୮।୩: ଫେସବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍‌-ଇ-ଇସଲାମ୍‌ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ ପଶି ୮୦ରୁ ଅଧିକ ଘର ଭଙ୍ଗାରୁଜା କରିବା ସହିତ କେତେକ ସ୍ଥାନରେ ନିଆଁ ମଧ୍ୟ…

ବିବାହ ପୂର୍ବରୁ ଭାବି ସ୍ବାମୀଙ୍କଠାରେ ଏମିତି ଦାବି ରଖିଲେ ମହିଳା, ଜାଣିଲେ କରିବେ ପ୍ରଶଂସା

ଜଣେ ପାକିସ୍ତାନୀ ମହିଳା ତାଙ୍କ ଭାବି ସ୍ବାମୀଙ୍କଠାରେ ଏମିତି ଏକ ଦାବି ରଖିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହିଳାଙ୍କ ନାମ ନାଇଲା ଶମଲ। ସେ ତାଙ୍କ ଭାବି ସ୍ବାମୀ ଅର୍ଥାତ୍‌ ହେବାକୁ ଥିବା ସ୍ବାମୀଙ୍କ ନିକଟରେ ଯେଉଁ…

ଭାରତୀୟ ଦଳକୁ ଏହି ଖେଳାଳି ଫେରିଲେ ଭିନ୍ନ କାହାଣୀ ରଚାଯିବ: ରଣବୀର ସିଂହ

ନୂଆଦିଲ୍ଲୀ,୧୮।୩: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ୨-୧ ସ୍ଥିତିରେ ପହଞ୍ଚିଛି। ମ୍ୟାଚ୍‌ର ଫଳାଫଳ ଆସିବା ପରେ ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ ଦ୍ରୁତ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା ଅଫିସ,୧୮।୩: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ l ରାୟଗଡ଼ା କସ୍ତୁରୀନଗର ବାଲାଜୀ ଟାଓ୍ବାରସ୍ଥିତ ସହକାରୀ ଯନ୍ତ୍ରୀ…

ଅଯୋଧ୍ୟାରେ ପହଞ୍ଚିଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ରାମସେତୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ମାର୍ଚ୍ଚ ୧୮ ଅର୍ଥାତ୍‌ ଆଜି ଫିଲ୍ମ ଶୁଟିଂ କରିବା ପାଇଁ ଅଯୋଧ୍ୟାରେ ପହଞ୍ଚତ୍ଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଜ୍ୟାକଲିନ୍‌ ଫର୍ନାଡିସ ଏବଂ ନୂସରତ ଭରୁଚା…

ବର୍ଷେ ଭିତରେ ହଟିବ ସବୁ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ,୧୮।୩: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ସଂସଦରେ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜାଗୁଡିକ ହଟାଇବାର ଯୋଜନା କରୁଛନ୍ତି। ଆଗାମୀ…

ଆତ୍ମହତ୍ୟା କରିବା ସମୟରେ ଭାଙ୍ଗିଗଲା ଗଛ ଡାଳ, ତଥାପି ବଞ୍ଚିଲେନି ଯୁବକ

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆଁ ଗାଁ ନୂଆ ସାହି ଗାଁମୁଣ୍ଡ ଆକାଶିଆ ଗଛ ମୂଳରେ ଗୁରୁବାର ସକାଳୁ ଜଣେ ୨୩ ବର୍ଷୀୟ ବିବାହିତ ଯୁବକଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର କରିଥିଲେ। ଖବର ପାଇ…

ଏବେ ସପ୍ତାହରେ ୪ ଦିନ ଅଫିସ୍‌…

ମାଦ୍ରିଦ୍‌‌,୧୮।୩: ସପ୍ତାହରେ କେବଳ ୪ ଦିନ ଅଫିସରେ କାମ କରିବାକୁ ପଡ଼ିବ। ଅନ୍ୟ ୩ ଦିନ ଛୁଟି। ସ୍ପେନ୍‌ର ସରକାର ପରୀକ୍ଷାମୂଳକ ଭାବେ ଏଭଳି ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଫଳରେ ଦିନକୁ ୮ ଘଣ୍ଟା ହିସାବରେ ଦେଶରେ କର୍ମଚାରୀମାନେ ଏବେ…

ଯୌତୁକ ନିର୍ଯାତନା, ସ୍ବାମୀ ଅଟକ

ଗଞ୍ଜାମ,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି l ଏତଲା ପରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ କେସ୍‌ ନମ୍ବର ୫୩/୨୧ରେ ମାମଲା ରୁଜୁ କରିବା…

ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କ ପରଲୋକ

ଦର୍‌-ଇସ୍‌-ସଲାମ,୧୮।୩: ତାଞ୍ଜାନିଆର ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ସେ ହୃଦ୍‌ରୋଗରେ ପୀଡ଼ିତ ଥିଲେ ବୋଲି ଉପରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ସୂଚନା…

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା ଏବଂ ତାଙ୍କ ସ୍ବୀ ରୁକ୍ମିଣୀ ଶର୍ମା କିଛି ସମ୍ପର୍କୀୟଙ୍କ ସହିତ ମିଶି ଏହି ତାଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri