ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ
ଚେନ୍ନାଇ, ୨୦।୪: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କଷ୍ଟକର, ଯାହାକି ପୂର୍ବ କିଛି ମ୍ୟାଚ୍ରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି…
ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…
ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍ ହୋଇଥିଲେ ହେଁ ଗୋଟିଏରେ ବି ସେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି। କ୍ୟାମେରା ସମ୍ମୁଖରେ ଏଭଳି ଦୃଶ୍ୟ…
ଅଭାବ ବେଳେ ନଷ୍ଟ ହୋଇଛି ୪୪ ଲକ୍ଷ ଟିକା
ନୂଆଦିଲ୍ଲୀ, ୨୦।୪: ବିଭିନ୍ନ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସାମ୍ନାକୁ ଆସିଛି ଚିନ୍ତିିତ କଲା ଭଳି ତଥ୍ୟ। ଏପ୍ରିଲ ୧୧ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟକୁ ପଠାଯାଇଛି ୧୦ କୋଟି ଟିକା। ସେଥି ମଧ୍ୟରୁ ୪୪ ଲକ୍ଷ ଟିକା ନଷ୍ଟ…
ମାସ୍କ ପିନ୍ଧିବିନି, ସ୍ବାମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେବି ବୋଲି କହିଥିଲେ ମହିଳା; ୨୪ ଘଣ୍ଟାରେ ବଦଳିଗଲା…
ନୂଆଦିଲ୍ଲୀ,୨୦।୪: ମାସ୍କ ନ ପିନ୍ଧିବାକୁ ନେଇ ଦିଲ୍ଲୀ ପୋଲିସ ସହ ଦୁର୍ବବ୍ୟହାର କରିବା ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ଦମ୍ପତି ପଙ୍କଜ ଦତ୍ତା ଓ ଆଭା କାର ଚଳାଇ ଯାଉଥିଲେ। ତାଙ୍କ ନିକଟରେ କୌଣସି ଜରୁରୀକାଳିନ…
ଅକ୍ଷମତା ପ୍ରକାଶ କଲେ ସୋନୁ ସୁଦ
ନୂଆଦିଲ୍ଲୀ, ୨୦।୪: ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀ ଓ ଶ୍ରମିକଙ୍କ ପାଇଁ ହିରୋ ସାଜିଥିଲେ ବଲିଉଡ୍ ଆକ୍ଟର ସୋନୁ ସୁଦ। କିନ୍ତୁ କରୋନାର ଦ୍ୱିତୀୟ ଲହର ଆଗରେ ସଂଘର୍ଷ କରୁଛନ୍ତି ସବୁଠୁ ବଡ଼ ହିରୋ। ଦେଶରେ କରୋନା ଆକ୍ରାନ୍ତଙ୍କ…
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ: ମାନସିକ ଚାପ ପ୍ରତିବାଦରେ ଆତ୍ମହତ୍ୟା ଉଦ୍ୟମ କଲେ କର୍ମଚାରୀ
ସମ୍ବଲପୁର,୨୦।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କ ଚାପ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଦୀନବନ୍ଧୁ। ମଙ୍ଗଳବାର ସକାଳେ କର୍ମଚାରୀଜଣଙ୍କ ହଠାତ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ…
ଆଇପିଏଲରେ ଖେଳିବା ପାଇଁ ଫିଟ୍ ହେଲେ ଟିମ୍ ଇଣ୍ଡିଆର ଖେଳାଳି
ନୂଆଦିଲ୍ଲୀ,୨୦।୪: ଆଇପିଏଲ ଖେଳିବା ପାଇଁ ଏବେ ଟିମ୍ ଇଣ୍ଡିଆ ଖେଳାଳି ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବାକୁ ସୁଯୋଗ ମିଳିପାରେ। ଗୋଇଠି ଜନିସ ସମସ୍ୟା କାରଣରୁ ସେ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ…
ଗାଁରେ ପହଞ୍ଚି ପାରିଲେନି: ଟ୍ରେନ୍ରେ ଆଖି ବୁଜିଲେ ସୁରଟ ଫେରନ୍ତା, ବ୍ରହ୍ମପୁର ଷ୍ଟେଶନରେ ପଡିରହିଛି ମୃତଦେହ
ଗଞ୍ଜାମ,୨୦।୪(ଡି.ଏନ୍.ଏ.): ବର୍ତ୍ତମାନ ସମୟରେ ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଆଦି ଘୋଷଣା କରାଯାଉଛି। ଏଥିରେ ଭୟଭୀତ ହୋଇ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ…
ଶ୍ରୀରାମ ନବମୀ, ଦାଣ୍ଡଯାତ୍ରା ଉପରେ କଟକଣା: ଜାରି ହେଲା ୧୪୪ ଧାରା
ନିଶ୍ଚିନ୍ତକୋଇଲି,୨୦।୪(ସ୍ବ.ପ୍ର.): ଓଡ଼ିଶା ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଉପରେ କଟକଣା ଲାଗିଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ଅଧୀନ ମାଲିପୁର ଗ୍ରାମରେ ଥିବା ପ୍ରସିଦ୍ଧ…
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୨ ଗିରଫ
କଟକ ଅଫିସ,୨୦।୪: କଟକ ଏସ୍ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ଫେରାର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନଷ୍ଟେବଳ ମହମ୍ମଦ ମୌସିମ, ସମ୍ବଲପୁର ଜେଲର ଜଣେ ଓ୍ବାର୍ଡର। ତେବେ ମୌସିମ ହାଇଦର ଫେରାର…
ହସ୍ପିଟାଲ ପାଇଁ ନୂଆ ଗାଇଡ୍ଲାଇନ୍
ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିସ୍ଫୋରକ ରୂପ ନେଉଛି କରୋନାର ଦ୍ୱିତୀୟ ଲହର। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ନେଇ ହସ୍ପିଟାଲଗୁଡ଼ିକ ପାଇଁ ମଙ୍ଗଳବାର ଗାଇଡ୍ଲାଇନ୍ ଜାରି କରାଯାଇଛି। ମେଡିକାଲ ଯେଭଳି ହଟ୍ସ୍ପଟ୍ ନ ପାଲଟିଯିବ, ସେଥିପାଇଁ ଦୃଷ୍ଟି ଦେବାକୁ ସରକାରଙ୍କ ପକ୍ଷରୁ କଡ଼ା…
ବିମାନରେ ଯାଉଥିବାବେଳେ ଯୁବକଙ୍କ ଗୋଡରେ ପଡିଯାଇଥିଲା ଚା’: କ୍ଷତିପୂରଣ ମିଳିଲା ୫୮ ଲକ୍ଷ
ଆୟାରଲାଣ୍ଡରେ ଏକ ରୋଚକ ଘଟଣା ଘଟିଛି। ୪ ବର୍ଷ ତଳେ ଜଣେ ଯୁବକ ବିମାନରେ ଯାଉଥିବାବେଳେ ଏକ ଅଘଟଣ ଘଟିଥିଲା। ବିମାନରେ ଯାଉଥିବାବେଳେ ଜଣେ କ୍ରୁ ମେମ୍ବର ସମ୍ପୃକ୍ତ ଯୁବକଙ୍କ ଗୋଡରେ ଚା’ ଢାଳିଦେଇଥିଲେ। ଏଥିରେ ତାଙ୍କ ଗୋଡର କିଛି ଅଂଶ…
Archives


