ପୁଅ ପଛେ ପଛେ ଚାଲିଗଲେ ମା’
ଭୁବନେଶ୍ୱର,୧୭।୪(ବ୍ୟୁରୋ): କଂଗ୍ରେସର ପିପିଲି ପାର୍ଥୀ ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣିଙ୍କ ଶନିବାର ପରଲୋକ ଘଟିଛି। ପୁଅ ଆଖିବୁଜିବାର ୪ ଦିନ ପରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କ୍ଷେତ୍ରମଣିଙ୍କ ହୃଦଘାତ…
ମହିଳାଙ୍କ ସହ ଏମିତି ଯୋଗ କରୁଛନ୍ତି କୁକୁର ଛୁଆ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳାଙ୍କ ସହ କିଛି କୁକୁର ଛୁଆ ମିଶି ଯୋଗ କରୁଛନ୍ତି। ମହିଳା ସୂର୍ଯ୍ୟ ନମସ୍କାର କରୁଥିବା ବେଳେ କୁକୁର ଛୁଆମାନେ ତାଙ୍କୁ ଦେଖି ଠିକ୍ ସେମିତି କରୁଛନ୍ତି। Good…
ହୃଦ୍ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ
ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ…
ଗୁଳିକାଣ୍ଡରେ ୮ ମୃତ
ଇଣ୍ଡିଆନାପଲିସ,୧୭ା୪: ଆମେରିକାର ଇଣ୍ଡିଆନାପଲିସ୍ସ୍ଥିତ ବିମାନବନ୍ଦର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଫେଡ୍ଏକ୍ସ ଫାସିଲିଟିରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଏହି କାଣ୍ଡ ଭିଆଇବା…
ଟିକା ରପ୍ତାନିକାରୀରୁ ଆମଦାନିକାରୀ ହେଲା ଭାରତ
ନୂଆଦିଲ୍ଲୀ, ୧୭।୪: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ କୋଭିଡ୍ ଟିକାର ଅଭାବ ଦେଖାଦେଇଛି। ବିଭିନ୍ନ ଦେଶକୁ କୋଭିଡ୍ ଟିକାର ଲକ୍ଷ ଲକ୍ଷ ଡୋଜ୍ ଦାନ ତଥା ବିକ୍ରି କରିଥିବା ଭାରତକୁ ଏବେ ଅନ୍ୟ…
ରେମ୍ଡେସିଭିର୍ କଳାବଜାର
ନୂଆଦିଲ୍ଲୀ, ୧୭।୪: କୋଭିଡ୍ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଆଣ୍ଟିଭାଇରାଲ ଡ୍ରଗ୍ ରେମ୍ଡସିଭିର୍ର ଅଭାବ ବିଭିନ୍ନ ରାଜ୍ୟରେ ଦେଖାଦେଇଛି। ଏହି ଇଞ୍ଜେକ୍ଶନ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବାବେଳେ ଅସାଧୁ ବ୍ୟବସାୟୀମାନେ ଏହାର କଳାବଜାର ଆରମ୍ଭ କରିଦେଇଛନ୍ତି।…
ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୪ ଜୀବନ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜ୍ୟରେ କରୋନାଜନିତ ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ…
ଇଭିଏମ୍କୁ ଷ୍ଟାଲିନ୍ଙ୍କ ସନ୍ଦେହ
ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଶୁକ୍ରବାର ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ୍ରୁମ୍କୁ ଅନଧିକୃତ ଲୋକଙ୍କୁ ଛଡ଼ାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ତାମିଲନାଡୁ…
କିମ୍ ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ
ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ-ଇନ୍ ଶୁକ୍ରବାର କିମ୍ ବୁ-କ୍ୟୁମ୍ଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିଛନ୍ତି। ତାଙ୍କ ରାଷ୍ଟ୍ରପତିତ୍ୱରେ କିମ୍ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ। ୪ ଥର ଏମ୍ପି ହୋଇଥିବା କିମ୍ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ନୂଆ…
ବୋଟାସ ଦ୍ରୁତତମ
ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରେଡ୍ବୁଲ୍ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଦୁଇଟି ଯାକ ପ୍ରାକ୍ଟିସ ସେସନରେ ଦ୍ରୁତତମ…
ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ
ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ ଚଲୋ’ ଗୀତ ଉତ୍ସର୍ଗ କରିଛନ୍ତି। ସେହିପରି ଚେନ୍ନାଇର ତାରକା ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ୧୯୯୫ର…
ଆଇପିଏଲ୍- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ
ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନବମ ମ୍ୟାଚ୍ରେ ଡେଭିଡ୍ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଦଳରେ…
Archives


