Home Left

ହସ୍ପିିଟାଲ ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ହସ୍ପିଟାଲଗୁଡ଼ିକରେ ଯେପରି ସଂକ୍ରମଣ ନ…

୨୨ରୁ ଏଲ୍‌ଏଲ୍‌, ଡିଏଲ୍‌ ଟେଷ୍ଟ ବାତିଲ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ସମସ୍ତ ଲର୍ନର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଟେଷ୍ଟକୁ ବାତିଲ କରିଦିଆଯାଇଛି। ଆସନ୍ତା ୨୨ତାରିଖଠାରୁ ପରବର୍ତ୍ତୀ…

‘୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ’ : ଆଉ ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଆସିଲା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ବୋଲି ସୋମବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି…

ଧୋନୀଙ୍କ ବାପା-ମା’ଙ୍କୁ କରୋନା

ରାଞ୍ଚି,୨୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ-ମା’ ଦେବକୀ ଦେବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧୋନୀ ଏବେ ଆଇପିଏଲ୍‌ ଖେଳୁଛନ୍ତି।…

ଓଏସ୍‌ଏସ୍‌ସି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟରେ ରଖି ଓଡ଼ିିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଲାଇବ୍ରେରିଆନ ଆଣ୍ଟ ଆସିଷ୍ଟାଣ୍ଟ ଲାଇବ୍ରେରିଆନ-୨୦୧୭ ପଦବୀ ପାଇଁ ୨୦।୪।୨୦୨୧ରେ ହେବାକୁ ଥିବା କମ୍ପ୍ୟୁଟର…

ଘୁଞ୍ଚିଲା ମେଡିକାଲ ଅଫିସର ପରୀକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ଆସନ୍ତା ୨୪ତାରିଖରୁ ଲାଗୁ ହେବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ମେଡିକାଲ ଅଫିସର ପରୀକ୍ଷାକୁ ଘୁଞ୍ଚାଇ…

ଏନ୍‌ଇଟି ସ୍ଥଗିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୦ ଡିସେମ୍ବର ପର୍ଯ୍ୟାୟ ୟୁଜିସି ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି) ପରୀକ୍ଷାକୁ ସ୍ଥଗିତ ରଖିଛି। ଆସନ୍ତା ମେ’ ମାସରେ ହେବାକୁ ଥିବା…

ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ।…

ମିସୋରି ହାଉସ୍‌ ସଦସ୍ୟଙ୍କୁ ବହିଷ୍କାର ପ୍ରସ୍ତାବ

ଜେଫେରସନ ସିଟି, ୨୧ା୪: ନିଜ ୨ ଝିଅଙ୍କୁ ଯୌନ ଶୋଷଣ ସହ ଶାରୀରିକ ନିର୍ଯାତନା ଦେବା ମାମଲାରେ ମିସୋରି ହାଉସ୍‌ ସଦସ୍ୟ ରିପବ୍ଲିକାନ ରିକ୍‌ ରୋବରଙ୍କୁ ଗୃହରୁ ବହିଷ୍କାର କରାଯିବାକୁ ମିସୋରି ହାଉସ୍‌ ଏଥିକ୍ସ କମିଟି ସୋମବାର ପ୍ରସ୍ତାବ ଆଗତ କରିଛି।…

ଫେବୃୟାରୀରୁ ହୋଇନି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ନ ହେବା ନେଇ ଚୁକ୍ତି ହେବା ପରେ ଫେବୃୟାରୀଠାରୁ ଏଲ୍‌ଓସିରେ ଶାନ୍ତି ବଜାୟ ରହିଥିବା ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌. ଏମ୍‌. ନରଓ୍ବଣେ ସୋମବାର କହିଛନ୍ତି। ଚାଇନା ସହ ସୀମା ବିବାଦକୁ ଆଲୋଚନା…

ପତନର ଅଂଶୀଦାର ନ ହେଉ ପଶ୍ଚିମବଙ୍ଗ

କୋଲକାତା: ସ୍ଥାନୀୟ ନେତାଙ୍କ ବଦଳରେ କେନ୍ଦ୍ରୀୟ ନେତାଙ୍କୁ ବାଛି ପଶ୍ଚିମବଙ୍ଗ ‘ଜାତୀୟ ପତନ’ରେ ଅଂଶୀଦାର ନ ହେଉ ବୋଲି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ। ଅର୍ଥନୀତି ପାଇଁ ଉପଯୁକ୍ତ ପଲିସି ପ୍ରସ୍ତୁତି ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଅତ୍ୟନ୍ତ ଖରାପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri