Home Left

ଏହି ରାଜ୍ୟ ୮ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ରାଞ୍ଚି,୨୦।୪: ସାରା ଦେଶରେ କରୋନା କାୟା ବିସ୍ତାର କରିଛି। କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଇଡଲାଇନ୍‌ ଜାରି କରାଯାଇଛି। ମଙ୍ଗଳବାର ଝାଡଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକ୍‌ଡାଉନ୍‌ ଘେଷଣା କରିଛନ୍ତି। ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କରାଯିବ।…

କୋକୋନଟ ମଫିନ୍‌

ଆବଶ୍ୟକ ସାମଗ୍ରୀ: ଅଧା କପ୍‌ କ୍ଷୀର, ଦେଢ କପ୍‌ ମଇଦା, ଏକ କପ୍‌ କୋରା ନଡିଆ, ଅଣ୍ଡା ୧ଟି, ୧/୪ କପ୍‌ ତେଲ, ଦୁଇ ଚାମଚ୍‌ ବେକିଂ ପାଉଡର, ଅଧା କପ୍‌ ଚିନି, ଏକ ଚାମଚ ଭାନିଲା ଏସେନ୍ସ, ଲୁଣ ସ୍ବାଦାନୁସାରେ।…

ଖୁସି ଖବର: ମାସ୍କ୍‌ ପିନ୍ଧିବାକୁ ମନା କଲେ ସରକାର…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍‌ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ଏଥିରେ…

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ,୨୦।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ବିଷୟରେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି। ତାଙ୍କ ସହ…

ତାରାତାରିଣୀ ପୀଠ ଖାଁ ଖାଁ: ବାସନ୍ତୀ ଦୂର୍ଗା ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ହୋଇଛି। ରାତିରୁ ମନ୍ଦିର ଫିଠାଯାଇ ମା’ଙ୍କ ପୂଜାର୍ଚ୍ଚନା…

ସ୍ତ୍ରୀଙ୍କଠାରୁ ଦୂରେଇ ରହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କ ସ୍ତ୍ରୀ ସୁନୀତା କେଜରିଓ୍ବାଲଙ୍କଠାରୁ ଦୂରେଇ ରହିଛନ୍ତି। ସୁନୀତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ମୁଖ୍ୟମନ୍ତ୍ରୀ ନିଜକୁ ଆଇସୋଲେଟ୍‌ କରି ରଖିଛନ୍ତି। ସେହିପରି ସୁନୀତା ଏବେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ସୂଚନାଯୋଗ୍ୟ,…

ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ: ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ମଙ୍ଗଳବାର ୪୯ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ମଙ୍ଗଳବାର ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି ଜିଲାପାଳ ବିଜୟ ଅମୃତା…

ମସଜିଦ୍‌ରେ କୋଭିଡ଼ ସେଣ୍ଟର…

ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍‌ ଖାଲି ନାହିଁ। ଏହାକୁ ଦୃଷ୍ଟିରେ ରଖି ବଡ଼ୋଦରାର ଜାହାଙ୍ଗୀର୍‌ପୁରା ଠାରେ ଥିବା ଏକ ମସଜିଦ୍‌କୁ କୋଭିଡ଼…

ଟାଇଟ୍‌ ପୋଷାକ ପିନ୍ଧୁଥିଲେ

ନିଜ ଫିଗରକୁ ଆକର୍ଷଣୀୟ କରିବା ଲାଗି ଅଧିକାଂଶ ମହିଳା ବିଭିନ୍ନ ଉପାୟ ଆପଣାଇଥାନ୍ତି; ଯାହା ମଧ୍ୟରେ ଟାଇଟ୍‌ ପୋଷାକ ସେମାନଙ୍କର ଭାରି ପସନ୍ଦ। ହେଲେ ଆପଣ ଜାଣନ୍ତିକି ସ୍ଲିମ୍‌ ଫିଟ୍‌ ଦେଖାଯିବା ନିଶାରେ ବ୍ୟବହାର କରୁଥିବା ଏଭଳି ପୋଷାକ ବିଭିନ୍ନ ଶାରୀରିକ…

ଦେହକୁ ହିତ ପଖାଳ ଭାତ

ପଖାଳ! କି ଗରିବ, କି ଧନୀ ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ବେଶ୍‌ ପ୍ରିୟ। ମା’ ପରଷି ଦେଉଥିବା ପଖାଳ କଂସାରେ ସ୍ବାଦ ସାଙ୍ଗକୁ ଭରି ରହିଥାଏ ଏକ ଅପୂର୍ବ ଆନନ୍ଦ ଆଉ ଆତ୍ମତୃପ୍ତି। ତେବେ କେବଳ ପାଟିକୁ ସ୍ବାଦିଷ୍ଟ ନୁହେଁ,…

ବିଏମ୍‌ସିର ବଡ଼ ଘୋଷଣା: ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଚିନ୍ତା ବଢ଼ାଉଛି ରାଜଧାନୀ ଭୁବନେଶ୍ୱର। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ବିଏମ୍‌ସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଏମସି ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବିଏମ୍‌ସି…

ଗର୍ଭବତୀ ଡିଏସ୍‌ପିଙ୍କ ଭିଡ଼ିଓ ଭାଇରାଲ…

ଦନ୍ତେଓ୍ବାଡ଼ା,୨୦।୪: ଛତିଶଗଡ଼ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ସମ୍ପ୍ରତି ଦନ୍ତେଓ୍ବାଡ଼ାରେ କାର୍ଯ୍ୟ କରୁଥିବା ଗର୍ଭବତୀ ଡିଏସ୍‌ପିଙ୍କ ଶିଳ୍ପା ସାହୁଙ୍କର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri