Home Left

ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ

ଜାଣିଛନ୍ତି କି ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ କ’ଣ? ତାହା ହେଉଛି କଙ୍କଡ଼ା ବିଛାର ବିଷ। ଏହା ନିଶ୍ଚିତ ଭୟଙ୍କର। କିନ୍ତୁ ଏହା ବିଶ୍ୱର ସବୁଠୁ ମୂଲ୍ୟବାନ ତରଳ ପଦାର୍ଥ। ଏକ ଗ୍ୟାଲନ ତଥା ପ୍ରାୟ ୪ ଲିଟର କଙ୍କଡ଼ା…

କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ସ୍ଥାନ ନ ଥିବା ନେଇ ଚର୍ଚ୍ଚା ହେଉଛି। କିଛି…

‘ଆଶା କରୁଛି ମେ ୨ ପୂର୍ବରୁ ଦିଦିଙ୍କ ଗୋଡ ଠିକ୍‌ ହୋଇଯିବ’

କୋଲକତା,୧୮।୪: ପଶ୍ଚିମବଙ୍ଗରେ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୧୮୦ଟି ଆସନରୁ ଭାଜପାକୁ ୧୨୨ରୁ ଅଧିକ ଆସନ ଜିତିବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଶାବାଦୀ ଅଛନ୍ତି। ରବିବାର ପୂର୍ବ ବର୍ଦ୍ଧମାନ ଜିଲାରେ ଏକ ରାଲିକୁ ସମ୍ବୋଧିତ କରି ଶାହା…

ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ। ସେଭଳି ଗୋଟିଏ ହେଲା ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ କାହାଣୀ। ୨୦୧୯ରେ ତାଙ୍କ ନାମ…

ଏଠାରେ ରହିଛି ନେହା କକ୍କରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ୍‌ ସିଂହଙ୍କ ଯୋଡ଼ି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧ। ଦୁଇଜଣଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ରିମେକ୍‌ କ୍ୱିନ୍‌ଙ୍କ ନାମରେ ଜଣାଶୁଣା ନେହା ରୋହନପ୍ରୀତଙ୍କୁ ବିବାହ କରି ପ୍ରଶଂସକମାନଙ୍କୁ ଚକିତ…

ରୋଜା ଭାଙ୍ଗି କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ

ଉଦୟପୁର,୧୮।୪: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ନାହିଁ। ଉଦୟପୁରର ଜଣେ ଯୁବକ ଏହା ପ୍ରମାଣ କରିଛନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ମହିଳା କରୋନା ରୋଗୀଙ୍କୁ ଏ-ପଜିଟିଭ ଗ୍ରୁପର ପ୍ଲାଜ୍‌ମା ଆବଶ୍ୟକ ଥିଲା। ପରିବାର ସଦସ୍ୟ ଏଥିପାଇଁ…

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ କମାଲ: କେକେଆର ଆଗରେ ଛିଡ଼ା କଲେ ୨୦୫ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୧୮।୪: ଚେନ୍ନାଇ ପିଚ୍‌ରେ ଅନ୍ୟ ଦଳଗୁଡ଼ିକୁ ୧୫୦ ରନ୍‌ କରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ସମାନ ପିଚ୍‌ରେ ଆରସିବି ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଆଗରେ ଛିଡ଼ା କରିଛି ୨୦୫ ରନ୍‌ର ବିଶାଳ ଟାର୍ଗେଟ୍‌। ଟସ୍‌ ଜିତି ପ୍ରଥମେ…

ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ମୋଦିଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇଛି। କିଛି ରାଜ୍ୟରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ଦିଲ୍ଲୀରେ ପରସ୍ଥିତି ଗମ୍ଭୀର ଥିବା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ ରବିବାର କହିଛନ୍ତି।…

କେ.ଏଲ ରାହୁଲଙ୍କ ଜନ୍ମଦିନରେ ପ୍ରେମିକା କହିଲେ…

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଆଜି ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସାଥୀ ଖେଲାଳିଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।…

ଘରକୁ କିଣି ଆଣିଥିଲେ ସାଲାଡ, ପ୍ୟାକେଟ୍‌ ଖୋଲିବାରୁ ଏଥିରୁ ବାହରିଲା…

କେବେ ଆପଣଙ୍କ ସହ ଏମିତି ହୋଇଛି କି ଖାଦ୍ୟ ପ୍ୟାକେଟ ଘରକୁ ଆଣିଥିବେ ଖୋଲିଲା ବେଳକୁ ଏଥିରୁ ଭୟଙ୍କର କୌଣସି ଜୀବଜନ୍ତୁ ବାହାରିବେ। ଆପଣ ନିଶ୍ଚିତ ଭୟରେ ଥରି ଉଠିବେ। ଠିକ୍‌ ଏବେ ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ…

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ପାଇଁ ୪.୮ କୋଟି ଟଙ୍କାର ଖେଳାଳିଙ୍କୁ ବିଦା କଲେ କୋହଲି

ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ ହୋଇଛନ୍ତି, ଯିଏକି ଶେଷ ଏକାଦଶରେ ୩…

ସରକାରୀ କର୍ମଚାରୀଙ୍କୁ ସଦରମହକୁମା ଛାଡ଼ିବା ମନା

ଗଞ୍ଜାମ,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ସଦରମହକୁମା ନ ଛାଡ଼ିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ଦରକାର ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri