Home Left

ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ: ପାଠ୍ୟ ସମ୍ପର୍କୀୟ ଚିତ୍ର ଆଙ୍କୁଛନ୍ତି ଶିକ୍ଷକ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କରାତଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଟି.ନରସିଂହ ରେଡ୍ଡି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲର ରୂପରଙ୍ଗ ଏକ ପ୍ରକାର ବଦଳିଯାଇଛି। ଅନ୍ୟପଟେ ଶିକ୍ଷକ ଉଦୟ ରଶ୍ମି ପାତ୍ର…

ମାକ୍ସ ନ ପିନ୍ଧିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ କରାଇଲେ ତହସିଲଦାର: ଭିଡିଓ ଭାଇରାଲ

ଗଞ୍ଜାମ,୧୫।୭(ଡି.ଏନ୍‌.ଏ.): ହରଡ଼ଘଣାରେ ଗଞ୍ଜାମ ତହସିଲଦାର। ତହସିଲଦାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଏବେ ବିବାଦ ଘେରକୁ ଆସିଛନ୍ତି। ଗଞ୍ଜାମ ଓ ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଜଣେ ବାଇକ୍‌ ଆରୋହୀ…

ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍‌ ଶକ୍ତି, ଫୋନ୍‌ ବି ହେବ ଚାର୍ଜ

ବିଜ୍ଞାନ ଯେଉଁସ୍ତରରେ ଅଗ୍ରଗତି କରୁଛି ତାହାର ନମୁନା ପୁଣି ଥରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ଏପରି ଏକ ଯନ୍ତ୍ର ବାହାର କରିଛନ୍ତି, ଯାହାକୁ ପିନ୍ଧି ଯେକୌଣସି ବ୍ୟକ୍ତି ଝାଳରୁ ବିଜୁଳି ଶକ୍ତି ଉତ୍ପାଦନ କରିପାରିବେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଉପକରଣଟି…

୪ ବଲ୍‌ରେ ବଦଳିଗଲା ମ୍ୟାଚ୍‌: ଜିତିବା ମ୍ୟାଚ୍‌ ହାରିଗଲା ଓ୍ବେଷ୍ଟଇଣ୍ଡିଜ୍‌

ସେଣ୍ଟ ଲୁସିଆ,୧୫।୭: ଫାଇନାଲ ଓଭରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଚତୁର୍ଥ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ ଜିତି ସିରିଜ…

ପାଟଣାରେ ଓଡ଼ିଶା ବନ୍ଦର ପ୍ରଭାବ: ଏନ୍‌ଏଚ ୪୯ ନିହ୍ନୁଆଁ ନିକଟରେ କଂଗ୍ରେସର ରାସ୍ତାରୋକୋ

ପାଟଣା ,୧୫।୭(ସ୍ବ.ପ୍ର.): ନିତ୍ୟ ବ୍ୟବହାର୍ଯ୍ୟ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଜିନିଷର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଗୁରୁବାର ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କେନ୍ଦୁଝର ଜିଲା ପାଟଣା ବ୍ଲକରେ ମଧ୍ୟ ପଡିଛି। ସିପିଆଇଏମ…

ଯାଜପୁରରେ ନବଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୫।୭: ବେକରେ ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏଭଳି ଘଟିଥିବା ପୋଲିିସ ଅନୁମାନ କରୁଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଯାଜପୁର ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ…

ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହି…

ଭାରତୀୟ ଦଳକୁ ଜୋରଦାର ଝଟ୍‌କା: ୨ ଖେଳାଳି କରୋନା ପଜିଟିଭ୍‌, ବାକି ଖେଳାଳିଙ୍କୁ ନେଇ ଆସିଲା ଅପଡେଟ୍‌

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳର ଜଣେ ନୁହେଁ, ବରଂ ଦୁଇ ଖେଳାଳିଙ୍କ କରୋନା ପଜିଟିଭ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ଟିମ ଇଣ୍ଡିଆର ବାକି ଖେଳାଳିମାନେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଉଭୟ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ…

ତୈଳ ଦରବୃଦ୍ଧି ପ୍ରତିବାଦ: ୧୬ନଂ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା ଅଫିସ,୧୫।୭: ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ଓଡିଶାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ…

କ୍ରିମିୟାରେ ପାଦ ଦେଲେ ହେବ ବୋମାବର୍ଷା, ବ୍ରିଟେନ୍‌କୁ ରୁଷିଆର ନାଲି ଆଖି…

ମସ୍କୋ,୧୫।୭: ରୁଷିଆ ବ୍ରିଟେନ୍‌କୁ କ୍ରିମିୟା ପ୍ରସଙ୍ଗଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। କ୍ରିମିୟାରେ ପାଦ ଦେଲେ ବୋମାବର୍ଷା ହେବ ବୋଲି ନାଲି ଆଖି ଦେଖାଇ ରୁଷିଆ କହିଛି। କ୍ରିମିୟା ପ୍ରସଙ୍ଗରେ ରୁଷିଆର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ୍‌ ପୋପାଭ କହିଛନ୍ତି ଯେ,…

ଛତ୍ରପୁରରେ ସିପିଆଇ ପକ୍ଷରୁ ବନ୍ଦ ପାଳନ

ଛତ୍ରପୁର, ୧୫।୭(ଡି.ଏନ୍‌.ଏ.): ପେଟ୍ରୋଲ, ଡିଜେଲ, ତୈଳ, ରନ୍ଧନ ଗ୍ୟାସ ଦର ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ…

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍‌ କରୁଛନ୍ତି ଲିଆଣ୍ଡର୍‌ ପେସ୍‌

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି କାଟୁଛନ୍ତି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ମଧ୍ୟ କିମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri