Home Left

ହୋମୱାର୍କ ପାଇଁ ହାତଗୋଡ଼ ବାନ୍ଧି ଟାଙ୍ଗି ଦେଲେ

କୋଟା,୨୫।୧୧: ହୋମୱାର୍କ ନ କରିବାରୁ ୮ ବର୍ଷୀୟ ପୁଅର ହାତଗୋଡ଼ ବାନ୍ଧି ଫ୍ୟାନରେ ଓଲଟା ଟାଙ୍ଗି ଦେଇଥିଲେ ବାପା। ଏତିକିରେ ଶାନ୍ତ ହୋଇ ନ ଥିଲା ବାପାଙ୍କ ରାଗ। ପୁଅକୁ ଟାଙ୍ଗି ନିର୍ଦୟ ଭାବେ ମାଡ଼ ମଧ୍ୟ ମାରିଥିଲେ। ଘଟଣାର ଭିଡିଓ…

ଜନସାଧାରଣଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନର ୩ ସଦସ୍ୟ ନିହତ

ଶ୍ରୀନଗର,୨୪।୧୧: ଜମ୍ମୁ-କଶ୍ମୀର ପୋଲିସ ଗୁଳିରେ ବୁଧବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଏହି ଆତଙ୍କବାଦୀ ଗୋଷ୍ଠିର ସଦସ୍ୟମାନେ ସହରରେ ଚଳିତ ମାସରେ ୫ ସାଧାରଣ ନାଗରିକଙ୍କ ହତ୍ୟା କରିଥିଲେ। ପୋଲିସ ଅନୁଯାୟୀ, ହାଇଡରପୋରାଠାରୁ କିଛି କିଲୋମିଟର ଦୂରରେ…

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ ବ୍ୟତୀତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଓପନର ରୁତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ବଜାୟ ରଖିବାକୁ…

ରେକର୍ଡଠୁ ହାତେ ଦୂରରେ ଅଶ୍ୱିନ

କାନପୁର,୨୪।୧୧: ଏଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଖରେ ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇବା ପାଇଁ ସୁଯୋଗ ଅଛି। ଏବେ ଭାରତ ପାଇଁ ସର୍ବାଧିକ ଟେଷ୍ଟ…

୮ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ମାଙ୍ଗାଲୁରୁ,୨୪।୧୧: ୮ ବର୍ଷୀୟା ଝିଅକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ବୁଧବାର ୪ ଜଣଙ୍କୁ ଗିରଫ କରିଛି କର୍ନାଟକ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟବନ (୨୧), ମୁକେଶ ସିଂ (୨୦), ମନୀଷ ତୀର୍କି (୩୩) ଓ ମୁନୀମ ସିଂ…

ପାଇପ୍‌ରୁ ପାଣି ବେଗରେ ବାହାରିଲା ଟଙ୍କା

ବେଙ୍ଗାଲୁରୁ,୨୪।୧୧: ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ଜଣେ ଇଞ୍ଜିନିୟରଙ୍କ ଘରେ କର୍ନାଟକ ଦୁର୍ନୀତି ନିରୋଧି ବ୍ୟୁରୋ (ଏସିବି) ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରର ପାଇପ୍‌ ଖୋଲା ଯାଇଥିଲା। ସେଥିରୁ ପାଣି ବେଗରେ ଟଙ୍କା ବାହାରିଥିଲା। ଅଧିକାରୀମାନେ କହିଛନ୍ତି, ପିଡବ୍ଲ୍ୟୁଡି…

୩୩ ବର୍ଷର ଧାରା ଭାଙ୍ଗିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

କାନପୁର,୨୪।୧୧: ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଗଦା ହାତେଇଥିବା ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଆଧିପତ୍ୟ ବିସ୍ତାର କରିଛି। କିନ୍ତୁ ଦୀର୍ଘ ୩୩ ବର୍ଷ ହେଲା ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇନାହିଁ ଏହି ଦଳ।…

ହରମନପ୍ରୀତଙ୍କୁ ମିଳିଲା ବଡ଼ ଉପଲବ୍ଧି

ମେଲବୋର୍ନ,୨୪।୧୧: ମେଲବୋର୍ନ ରେନେଗାଡେସ ଷ୍ଟାର ହରମନପ୍ରୀତ କୌର ପ୍ରଥମ ଭାରତୀୟ ଖେଳାଳି ଭାବେ ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ)ରେ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଛନ୍ତି। ପୂରା ସିଜନରେ ଉଭୟ ବ୍ୟାଟ ଓ ବଲରେ ଭଲ ପ୍ରଦର୍ଶନ କରିଥିଲେ…

ମାଗଡାଲେନା ଆଣ୍ଡରସନ ହେବେ ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଷ୍ଟକହୋମ,୨୪।୧୧: ସ୍ବିଡେନ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି ହେଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ପାଇଁ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନଙ୍କୁ ମଞ୍ଜୁରୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦରେ ଏକ ଭୋଟ ନିଆଯାଇଥିଲା, ସେଥିରେ ମାଗଡାଲେନାଙ୍କୁ ବହୁମତ ମିଳିଥିଲା।…

ଏସ୍‌ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…

କଟକ ଅଫିସ ୨୪।୧୧: ଏସ୍‌ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍‌ ନିକଟରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତେବେ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।…

ମାମଲା ରୁଜୁ ପରେ କଙ୍ଗନା କହିଲେ…

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ମୋଦି ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ କଙ୍ଗନା କୃଷକଙ୍କ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଛନ୍ତି। ଯାହା ପରେ ଦେଶର ବିଭିନ୍ନ…

କାନପୁର ଟେଷ୍ଟରେ ପଦାର୍ପଣ କରିବେ ଶ୍ରେୟାସ

କାନପୁର,୨୪।୧୧: ଲୋକେଶ ରାହୁଲ ଆହତ ହେବାରୁ ମଧ୍ୟକ୍ରମରେ ଜଣେ ନୂଆ ବ୍ୟାଟରଙ୍କ ପାଇଁ ବାଟ ଫିଟିଛି। ଖାଲି ଥିବା ସ୍ଥାନରେ ଶ୍ରେୟାସ ଆୟାର ଟେଷ୍ଟ ପଦାର୍ପଣ କରିବେ। ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?