ଶେଷରେ ତୁଟିଲା କଳି: ଗେହଲଟଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ସଚିନଙ୍କ ୫ ସହଯୋଗୀ
ଜୟପୁର,୨୧।୧୧: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟର ନୂତନ କ୍ୟାବିନେଟର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ଚାରିଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ନୂଆ କରି ଗଠନ…
ନଭେମ୍ବର ୨୪ରେ ତିନି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ନୂଆଦିଲ୍ଲୀ,୨୧।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ନଭେମ୍ବର ୨୪ରେ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଏହି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ ପାଇଁ ଆଲୋଚନା ହୋଇପାରେ। ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରାଯିବାର ସମ୍ଭାବନା…
ଟ୍ରକ୍ରୁ ହେଲା ନୋଟ୍ ବର୍ଷା
କାଲିଫର୍ନିଆ,୨୧।୧୧:ଯଦି ରାସ୍ତାରେ ଦଶ ଟଙ୍କିଆ ନୋଟ ଖଣ୍ଡେ ମିଳିଯାଏ, ତେବେ ଖୁସିର ସୀମା ନ ଥାଏ। କିନ୍ତୁ ଆମେରିକାର କାଲିଫର୍ନିଆରେ ଡଲାର ବର୍ଷା ହୋଇଛି ଏବଂ ଲୋକମାନେ ରାସ୍ତା ମଝିରେ ନୋଟ୍ ଗୋଟାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ…
ବାଘ ଛାଲ ଜବତ, ଜଣେ ଗିରଫ
ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ବନ ବିଭାଗ l ସୂଚନାଯୋଗ୍ୟ, କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନ…
ଇଣ୍ଟରନେଟର ପାରା ବଢାଇଲେ ମଲାଇକା
ମୁମ୍ବାଇ: ବଲିଉଡ୍ ହଟ୍ ଦିଭା ମଲାଇକା ଆରୋରା ତାଙ୍କ ଫେଶନ ସେନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏଥର ତାଙ୍କର କିଛି ଫଟୋ ଇଣ୍ଟରନେଟର ପାରା ବଢାଇ ଦେଇଛି । ଅଭିନେତ୍ରୀଙ୍କର ଏହି ସିଜଲିଂ ଫଟୋରେ ସେ ବ୍ଲାକ କଲର…
ସ୍ତ୍ରୀଙ୍କ ସହ ଫଟୋ ଶେୟାର କରି ହୃଦୟ ଛୁଆଁ କଥା କହିଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କୁ ପାଓ୍ବାରଫୁଲ୍ କପଲ୍ ଆଖ୍ୟା ଦିଆଯାଇଛି। ଉଭୟ ପ୍ରାୟତଃ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାକୁ ଦ୍ୱିଧା କରନ୍ତି ନାହିଁ। ଅନୁଷ୍କା ବିରାଟଙ୍କ ସହ ସର୍ବଦା ଦୃଢ଼ ଭାବରେ ଠିଆ…
ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍ ଏକ ବିନ୍ଦାସ ଜୀବନଶୈଳୀ ବଞ୍ଚନ୍ତି। କରନ୍ତି। ସେ ଖୁବ୍ଶୀଘ୍ର ଖ୍ୟାତିସମ୍ପନ୍ନ ହଲିଉଡ ଅଭିନେତା ବେନ ଆଫ୍ଲେକଙ୍କୁ ବିବାହ…
ମୋଦିଙ୍କ ସହ ଯୋଗୀଙ୍କ ଫଟୋ ଏବେ ଚର୍ଚ୍ଚାରେ, ସମାଲୋଚନା କଲେ ଅଖିଳେଶ
ଲକ୍ଷ୍ନୌ,୨୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସରଗରମ ହେଲାଣି ରାଜନୀତି । ସମସ୍ତ ଦଳୀୟ ନେତା ବିରୋଧିଙ୍କୁ ଟାର୍ଗେଟ କରୁଥିବା ବେଳେ କେତେଜଣ ନେତା ତାଙ୍କ ସରକାରରେ କ’ଣ ସବୁ କରାଯାଇଥିଲା ତାହା ଆଲୋଚନା କରୁଥିବା…
ଶୌଚ ପାଇଁ ଯାଇ ଆଉ ଘରକୁ ଫେରିଲେନି ଯୁବକ
ସୁନ୍ଦରଗଡ଼,୨୧।୧୧(ଡି.ଏନ୍.ଏ.): ସୁନ୍ଦରଗଡ ଜିଲା ଉଜ୍ବଳପୁର ରେଞ୍ଜ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ରଷ୍ଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରଷ୍ଚି ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଯାଉଥିବା ସମୟରେ ଜଙ୍ଗଲୀ ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ…
ଡେବ୍ୟୁ ଟେଷ୍ଟରେ ମୁଣ୍ଡରେ ଲାଗିଲା ବଲ୍: ହସ୍ପିଟାଲ୍ରେ ଏହି କ୍ରିକେଟର୍
ଗଲ,୨୧।୧୧: ୱେଷ୍ଟଇଣ୍ଡିଜ ଦଳ ୨ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସିରିଜର ପ୍ରଥମ ଟେଷ୍ଟ ଦୁଇ ଦେଶ ମଧ୍ୟରେ ଆଜିଠାରୁ ଗଲରେ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ପଡ଼ିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ…
ସମୁଦ୍ର ମଝିରେ ଗର୍ଲଫେଣ୍ଡଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୧।୧୧: ଟି -୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି। ଏହାର କିଛି ଦିନ ପରେ ଇଂଲଣ୍ଡ କ୍ରିକେଟର ସାମ ବିଲିଙ୍ଗସ ତାଙ୍କ ଗର୍ଲଫ୍ରେଣ୍ଡ ସାରା କେଣ୍ଟଲିଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି -୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ…
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍
କୋଲକତା,୨୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି କୋଲକତାରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିସାରିଛି। ଏବେ ସିରିଜ୍ କ୍ଲନ୍ସୁଇପ୍ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ସାରେ କାକରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ,…

