Home Left

ବାପାଙ୍କ ଫଟୋକୁ ଘରେ ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ କମେଡି କୁଇନ୍‌: ଜାଣନ୍ତୁ କାହିଁକି

ଟିଭିରେ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ସଂଘର୍ଷମୟ। ନିକଟରେ ସେ ପିଲାଦିନର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଥିଲେ। କୁହାଯାଏ ଯେ ବାପ-ଝିଅଙ୍କ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର, କିନ୍ତୁ ହାସ୍ୟ ଅଭିନେତ୍ରୀ ଭାରତୀଙ୍କ କ୍ଷେତ୍ରରେ ଏହା ଟିକେ ଭିନ୍ନ।…

ଶୁକ୍ରବାରଠାରୁ ଖୋଲିବ ପାର୍ଲର, ସ୍ପା, ସେଲୁନ୍‌; ହେଲେ ଏସବୁ ଖୋଲିବା ମନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁଣି ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଆଶିଂକ ଲକ୍‌ଡାଉନ୍‌ ଅବଧିକୁ ଜୁଲାଇ ୧୬ଠାରୁ ଅଗଷ୍ଟ ୧ ଯାଏ ବଢ଼ାଇ ଦିଆଯାଇଛି। ଏହି ସମୟରେ ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍‌, ସେଲୁନ୍‌ ଆଦି ଖୋଲିପାରିବ। ଶୁକ୍ରବାରଠାରୁ…

ମୃତଦେହର ଦାନ୍ତରୁ ମୁଦି, କେଶରୁ ନେକ୍‌ଲେସ୍ ତିଆରି କରିବାକୁ ପସନ୍ଦ କରନ୍ତି ଏହି ମହିଳା

କାନବେରା,୧୫ ।୭: କେବଳ ମହିଳା ନୁହେଁ ଏମିତି କେତେଜଣ ପୁରୁଷ ଅଛନ୍ତି ଯେଉଁମାନେ ଗହଣା ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି । ତାହା ପୁଣି ଦାମୀ । କେହି କେହି ସୁନା ଅଳଙ୍କାର ପସନ୍ଦ କରୁଥିବା ବେଳେ ଆଉ କେହି ହୀରା,…

ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ରାଶିର ମହିଳା; ହେଲେ ରାଗିଲେ ଏମାନେ କାହାରି ନୁହଁ…

ଜ୍ୟୋତିଷଶାସ୍ତ୍ରରେ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ସମସ୍ତ ରାଶିର ସ୍ବତନ୍ତ୍ରତା ରହିଛି। ସେଥିରୁ ଗୋଟିଏ ହେଲା ମକର ରାଶି। ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶନି। ମକର ରାଶିରେ ଜନ୍ମିତ ମହିଳାମାନେ ବେଶ ସ୍ବାଭିମାନୀ ହେବା ସହ ତାଙ୍କ…

୨ କେଜି ସୁନା ଜବତ

କଟକ ଅଫିସ,୧୫ା୭: ପଞ୍ଜାବରୁ ପୁଳାପୁଳା ସୁନା ଆସି କଟକର ବିଭିନ୍ନ ସୁନା ଦୋକାନରେ ବିକ୍ରି ହେଉଥିଲା। ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍‌ଟି ତଥା ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା। ଜିଏସ୍‌ଟି ଫାଙ୍କିବା ପାଇଁ ବେପାର ଚାଲିଥିଲା। ଟ୍ରେନରେ କୌଣସି ଧରପଗଡ଼…

ବିବାହିତ ହୋଇ ନ ଥିଲେ ମାଧୁରୀଙ୍କୁ ନିଶ୍ଚୟ ହୃଦୟ ଦେଇଥାନ୍ତି; ଏପରି କହି ଗୋବିନ୍ଦା…

ବମ୍ବେ: ଆଜି ବି କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତିି ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତ। ପ୍ରଶଂସକମାନେ ତାଙ୍କୁ ‘ଡ୍ୟାନ୍ସିଂ ଡିଭା’, ‘ଧକ୍‌ ଧକ୍‌ ଗର୍ଲ’ ଭଳି ଅନେକ ନାମରେ ସମ୍ବୋଧିତ କରିଥାନ୍ତି। କେବଳ ଯେ ପ୍ରଶଂସକ ତାହା ନୁହେଁ ମାଧୁରୀଙ୍କ…

ଠିପି ଖୋଲି ଢକଢକ କରି ମଦ ପିଇଲା ମାଙ୍କଡ଼, ଭିଡିଓ ଭାଇରାଲ

ସାଧାରଣତଃ ସମାଜରେ କିଛି ଲୋକ ମଦ ପିଇବାରେ ଅଭ୍ୟସ୍ତ ଥାନ୍ତି। ମାତ୍ର ଯଦି ଜୀବଜନ୍ତୁ ମଦ ପିଉଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଏହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠିଥାଏ। ଏବେ ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ ଚକିତ…

ରାଷ୍ଟ୍ରପତିଙ୍କୁ ୧୦ ଦିନ ଧରି ହାକୁଟି, ହସ୍ପିଟାଲରେ ଭର୍ତ୍ତି…

ରିଓ ଡି ଜେନେରିଓ,୧୫।୭: ବ୍ରାଜିଲ୍‌ର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ଧରି ହାକୁଟି ଆସୁଛି। ହାକୁଟି ବନ୍ଦ ନ ହେବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଅନ୍ତନାଳୀରେ…

୧୨୫ ବର୍ଷ ଅଲିମ୍ପିକ୍ସ ଇତିହାସରେ କେବଳ ୧୪ ଭାରତୀୟ ଜିତିଛନ୍ତି ବ୍ୟକ୍ତିଗତ ପଦକ

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନରୁ କମ ସମୟ ବାକି ଅଛି। ଭାରତୀୟ ଖେଳାଳିମାନେ ଏଥର ଏକ ଡଜନରୁ ଅଧିକ ଅଲିମ୍ପିକ ପଦକ ପାଇବାକୁ ଆଶା କରୁଛନ୍ତି। ତେବେ ଅଲିମ୍ପିକ୍ସର ୧୨୫ ବର୍ଷର ଇତିହାସରେ ଭାରତ ମାତ୍ର…

ବର୍ଷକ ତଳୁ ନିର୍ବନ୍ଧ ସରିଥିଲା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟେଲି କଳାକାର। ଗୋଟିଏ ପଟେ ବିଗ୍‌ବସ୍‌ ଫ୍ରେମ୍‌ ରାହୁଲ ବୈଦ୍ୟ ପ୍ରେମିକା ଦିଶା ପରମାରଙ୍କୁ ବିବାହ ଚର୍ଚ୍ଚାରେ ଥିବାବେଳେ ଅନ୍ୟପକ୍ଷେ ଷ୍ଟାରପ୍ଲସ୍‌ର ଧାରାବାହିକ ପାଣ୍ଡ୍ୟା ଷ୍ଟୋର୍‌ର ଅଭିନେତ୍ରୀ ଶାଇନି ଦୋଷୀ…

ଅଭିଯୋଗ ପରେ ଟିକା ନେଲେ ପାକିସ୍ତାନୀ ମହିଳା

କୋଲକାତା,୧୫ ।୭: ପାକିସ୍ତାନୀ ମହିଳା ସହର କୈସର ସ୍ପୁଟନିକ ଜ୍ୟାବର ପ୍ରଥମ ଡୋଜ ଟିକା ନେଇଛନ୍ତି । ବୁଧବାର କୋଲକାତାରେ ଏହି ୩୦ ବର୍ଷୀୟା ମହିଳାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ମିଳିଥିବା ଜଣାପଡିଛି । ତାଙ୍କର ଅଭିଯୋଗ ଥିଲା କି…

‘ପରୀ’ ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପରୀ ମା’ଙ୍କ ପକ୍ଷରୁ ଓକିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri