ପ୍ରାକୃତିକ ଉପାୟରେ ଧଳା କେଶକୁ କଳା କରିବାକୁ ଚାହୁଁଥିଲେ…

କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବଜାରରେ ମିଳୁଥିବା ଅନେକ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି, ଯାହା ଅଳ୍ପ ସମୟରେ ଏହି କେଶ ଧଳା ସମସ୍ୟାକୁ ଦୂର କରିଥାଏ। ମାତ୍ର ପରେ ଏହାର ଖରାପ ପ୍ରଭାବ ପଡ଼ି କେଶ ଝଡିବା ସହ ରୁକ୍ଷ ଦେଖାଯାଇଥାଏ। ତେବେ କେଶକୁ ପ୍ରାକୃତିକ ଉପାୟରେ କଳା ରଖିବାକୁ ଚାହୁଁଥିଲେ ଜାଣନ୍ତୁ କିଛି ଟିପ୍ସ।

ପ୍ରାକୃତିକ ଉପାୟରେ କେଶ କଳା ପାଇଁ ମେହେନ୍ଦି ଏକ ଘରୋଇ ଉପଚାର। ଏଥିରେ ବାଦାମ ତେଲ ମିଶାଇ ଲଗାଇବା ଫଳରେ କେଶ ଅନେକ ସମୟ ପର୍ଯ୍ୟନ୍ତ କଳା ରହିଥାଏ।

ବାଦାମ ତେଲରେ ପୋଷଣ ଓ ଭିଟାମିନ୍‌ ରହିଥାଏ। ଏହା କେଶ ଲାଗି ଉପକାରୀ ହୋଇଥାଏ। ଏହାକୁ ମେହେନ୍ଦିରେ ମିଶାଇ ଲଗାଇବା ଫଳରେ କେଶ ଧଳା ସମସ୍ୟା ଦୂର ହୋଇଥାଏ।

ବ୍ୟବହାର

ପାଣିକୁ ଫୁଟାଇ ସେଥିରେ ମେହେନ୍ଦି ପାଉଡର ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ। ସେଥିରେ ଅଳ୍ପ ବାଦାମ ତେଲ ମିଶାନ୍ତୁ। ଏହାକୁ ୩୦ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ରଖି ଧୋଇ ଦିଅନ୍ତୁ। ୨ ସପ୍ତାହକୁ ଥରେ ବ୍ୟବହାର କରିବା ଉଚିତ। ଏପରି କରିବା ଫଳରେ ପ୍ରାକୃତିକ ଉପାୟରେ କେଶ କଳା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଏହି ୨ଟି ଅଭ୍ୟାସ ପାଇଁ ମଣିଷଙ୍କ ହୋଇଥାଏ କ୍ଷତି, ସହିବାକୁ ପଡ଼େ କଷ୍ଟ

ଆଯାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ମଣିଷର କେତେକ ଅଭ୍ୟାସ ପାଇଁ ତାକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ।...

ଶୀତଦିନେ ଏସବୁ କରିବା ମନା…

ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ...

ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ...

ବୟସ୍କ ବ୍ୟକ୍ତି ଓ ଏକଲାପଣ

ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ପରିବାର ସହ ହସ, ଖୁସି ଓ ଆନନ୍ଦରେ ରହିବାକୁ ଚାହିଁଥା’ନ୍ତି। ହେଲେ କେତେକ ପରିସ୍ଥିତିରେ ଏପରି ବ୍ୟକ୍ତିମାନେ ଏକୁଟିଆ ରହିଥାଆନ୍ତି। ଦୀର୍ଘ...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ।...

ନିରାମୟ ଜୀବନ ପାଇଁ…

ବ୍ୟକ୍ତିଗତ ପ୍ରଗତି ତଥା ନିଜ ପରିବାର ଏବଂ ସମାଜର ସମୃଦ୍ଧି ପାଇଁ ଉତ୍ତମ ସ୍ବାସ୍ଥ୍ୟର ବିକଳ୍ପ ନାହିଁ। ଆମର ପାରମ୍ପରିକ ଧାରଣା ଯେ, ‘ରୋଗ ନ...

ସ୍ମରଣ ଶକ୍ତି ଓ ମେଦବହୁଳତା

ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ଅନେକ ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉନ୍ତି।...

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ସହିତ କିଡ୍‌ନୀ ଏବଂ ଲିଭର ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ପାଣିରୁ ଗ୍ଲାସେ…

ପ୍ରତିଦିନ ସକାଳେ ହଳଦି ପାଣି ପିଇଲେ ବହୁ ଫାଇଦା ମିଳିଥାଏ । ହଳଦି ପାଣିରେ କରକ୍ୟୁମିନ୍‌ ଅଧିକ ଥିବାରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମ କରିବାରେ ଏହା...

Advertisement


Archives

Model This Week