ପରୀକ୍ଷା ଫି’ ଫେରାଇବାକୁ ବିଚାରକର
ନୂଆଦିଲ୍ଲୀ, ୧୫ା୭: କୋଭିଡ୍ ମହାମାରୀ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରି ଦିଆଯାଇଛି। ତେଣୁ ପିଲାଙ୍କଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ ଫେରାଇବାକୁ ସିବିଏସ୍ଇ ୮…
‘ଚିଅର ଫର୍ ଇଣ୍ଡିଆ’
ନୂଆଦିଲ୍ଳୀ,୧୫।୭: ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଦଳର ଅଫିସିଆଲ ସଙ୍ଗୀତ ବା ଥିମ ସଙ୍ଗ୍ ଉନ୍ମୋଚନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ‘ଚିଅର ଫର୍ ଇଣ୍ଡିଆ’ (cheer4India) ନାମରେ ଏହି ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି। ଅଲିମ୍ପିକ୍ସ ଅବସରରେ…
ଆଜିଠୁ ଏମ୍ସରେ ଏକ୍ମୋ ସେବା
ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଗୁରୁବାରଠାରୁ ଏକ୍ମୋ ସେବା ଆରମ୍ଭ ହେବ। କାର୍ଡିଓଲୋଜି, ଆନାସ୍ଥେସିଆ, ପଲ୍ମୋଲୋଜି, ଶିଶୁରୋଗ ଆଦି ବିଭାଗର ଡାକ୍ତରଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶାରେ ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏମ୍ସ ଏହି…
ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ
ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ ଅଦ୍ୟାବଧି ୧ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମାଧି ଠାବ ହେଲାଣି। ପେନେଲାକୁଟ୍ ଦ୍ୱୀପର କୁପର…
ମମତାଙ୍କ ପିଟିଶନ ଗ୍ରହଣ କଲେ ହାଇକୋର୍ଟ
କୋଲକାତା,୧୫ା୭: ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନକୁ ବୁଧବାର କାଲକାଟା ହାଇକୋର୍ଟ ଗ୍ରହଣ କରିଛନ୍ତି। ଜଷ୍ଟିସ୍ ଶାମ୍ପା ସର୍କାର ନନ୍ଦିଗ୍ରାମର ପରାଜିତ ଟିଏମ୍ସି ପ୍ରାର୍ଥୀ ମମତାଙ୍କ ପିଟିଶନର ଶୁଣାଣି ଅଗଷ୍ଟ…
ସ୍ଥିତାବସ୍ଥାରେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ,୧୫ା୭: ଚାଇନା ଦ୍ୱାରା ସୀମାନ୍ତ ସ୍ଥିତାବସ୍ଥାରେ କୌଣସି ପ୍ରକାର ଏକପାଖିଆ ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ। ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପୂର୍ବାବସ୍ଥା ଫେରାଇ ଆଣିବା ସହ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଭାରତର…
ଆମେରିକାରେ ଘୋଷଯାତ୍ରା
ମିନିଆପଲିସ, ୧୫ା୭: ଉତ୍ତର ଆମେରିକାର ମିନେସୋଟା ରାଜ୍ୟ ମିନିଆପଲିସରେ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହୋଇଯାଇଛି। ହିନ୍ଦୁ ସୋସାଇଟି ଅଫ୍ ମିନେସୋଟା ରଥଯାତ୍ରା ଆୟୋଜନ କରିଥିଲା। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଡ. ସୀତାକାନ୍ତ ଦାସଙ୍କ ତଦାରଖରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆମେରିକାରେ ଓଡ଼ିଶାର…
ନୂଆ ଗାଇଡ୍ଲାଇନକୁ ଅପେକ୍ଷା
ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଏବେ ୧୫ ଦିନିଆ ଆଂଶିକ ଲକ୍ଡାଉନ୍ ବା ଅନ୍ଲକ୍ ପର୍ଯ୍ୟାୟ ଜାରି ରହିଛି। ୧୬ ତାରିଖ ସକାଳ ୬ଟାରେ ଏହା ସରୁଥିବାରୁ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ସରକାର କ’ଣ ପଦକ୍ଷେପ ନେବେ,…
୫୦୦ ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ
ଧର୍,୧୫।୭: ସାଧାରଣତଃ ସରକାରୀ କର୍ମଚାରୀମାନେ ଧୁମ୍ଧାମ୍ରେ ବିବାହ କରନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଧର ଜିଲାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀଙ୍କ ବିବାହ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ସେ ମାତ୍ର ୫୦୦ ଖର୍ଚ୍ଚ କରି ଆର୍ମି ମେଜର ଅନିକେତ ଚତୁର୍ବେଦୀଙ୍କୁ…
ମୃତ୍ୟୁ ଉପତ୍ୟକାରେ ଅଗ୍ନିବର୍ଷା
ନ୍ୟୁୟର୍କ, ୧୫ା୭: ବିଶ୍ୱର ବିଭିନ୍ନ ଦେଶରେ ମୌସୁମୀ ବର୍ଷା ଜାରି ଥିବାବେଳେ ଉତ୍ତର ଆମେରିକାର ମୃତ୍ୟୁ ଉପତ୍ୟକା ବା ଡେଥ୍ ଭ୍ୟାଲିରେ ଅଗ୍ନି ବର୍ଷୁଛି। କାଲିଫର୍ନିଆର ଦକ୍ଷିଣପୂର୍ବରେ ଥିବା ୨୨୫ କି.ମି. ଲମ୍ବ ପର୍ଯ୍ୟନ୍ତ ବ୍ୟାପ୍ତ ଏହି ଉପତ୍ୟକାରେ ଗତ ରବିବାର…
୨୦ ଡାକ୍ତରଙ୍କ ପଦୋନ୍ନତି
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ୨୦ଜଣ ଡାକ୍ତରଙ୍କ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ୮ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ପ୍ରଫେସର ର଼୍ୟାଙ୍କ୍ ଓ ୧୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସୋସିଏଟ୍ ପ୍ରଫେସର ର଼୍ୟାଙ୍କ୍କୁ ପଦୋନ୍ନତି ମିଳିଛି। ତେବେ ୧୬ଜଣଙ୍କୁ…
ଜାଣନ୍ତି ସିଂହମାନେ କାହିଁକି ଗୋଷ୍ଠୀ ହୋଇ ରୁହନ୍ତି
ସିଂହକୁ ‘ଜଙ୍ଗଲର ରାଜା’ କୁହାଯାଏ। କିନ୍ତୁ ଜାଣନ୍ତି କି ଜଙ୍ଗଲର ରାଜା ହୋଇ ମଧ୍ୟ ସିଂହ ଏକୁଟିଆ ନ ରହି କାହିଁକି ଗୋଷ୍ଠୀ ହୋଇ ରୁହନ୍ତି। ଯଦିଓ ପୃଥିବୀରେ ସିଂହମାନଙ୍କର ଅସ୍ତିତ୍ୱ ବହୁତ ପୁରୁଣା, କିନ୍ତୁ ସେମାନଙ୍କ ଇତିହାସ ବିଷୟରେ ଜାଣିବା…
Archives


