Home Left

ଭାରତରେ ପଶି ପାରିବେ ନାହିଁ ଜଣାଶୁଣା ୟୁଟ୍ୟୁବର

ନୂଆଦିଲ୍ଲୀ,୧୦।୭: ଜଣାଶୁଣା ନ୍ୟୁଜିଲାଣ୍ଡ ୟୁଟ୍ୟୁବର କାର୍ଲ ରକ୍‌ଙ୍କୁ ଭାରତରେ ପ୍ରବେଶ କରିବା ଉପରେ ଗତ ଅକ୍ଟୋବରରୁ କଟକଣା ଲଗାଯାଇଛି। ଭାରତୀୟ ଭିଜାର ନିୟମ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ସେ…

ସଚିନଙ୍କ ଲାଗି ବର୍ଷର ଶ୍ରେଷ୍ଠ କ୍ୟାଚ୍‌

ନର୍ଥହାମ୍ପଟନ,୧୦।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ହରଲିନ ଦେଓଲଙ୍କ ସୁପରମ୍ୟାନ କ୍ୟାଚ୍‌ ପ୍ରଶଂସକଙ୍କ ମନ ଜିତି ନେଇଛି। ଏପରି କି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ…

୬ଟଙ୍କାରେ କୋଟିପତି

ବାରିପଦା ଅଫିସ,୧୦ା୭: ୬ଟଙ୍କାର ଲଟେରୀ ଟିକେଟ କିଣି କୋଟିପତି ହେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ୪ ଅଭିଯୁକ୍ତଙ୍କୁ ବାରିପଦା ଟାଉନ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶୁନଗଡ଼ିଆର କମଲ ଜେନା, ଲାଲବଜାରର ବରୁନ…

ଅଢ଼େଇ ହଜାର କୋଟି ଟଙ୍କାର ହେରୋଇନ ଜବତ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ ପୋଲିସ ଫରିଦାବାଦର ଏକ ଘରୁ ଶନିବାର ୩୫୪ କେଜି ଡ୍ରଗ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏକକାଳିନ ଏତେ ମାତ୍ରାରେ ଡ୍ରଗ୍ସ ଦେଶରେ କଦାପି ଜବତ ହୋଇ ନ…

୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ନୂଆପଡା ଅଫିସ,୧୦।୭: ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଦୁଇ ଭିନ୍ନ ଗାଁରେ ୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୋମନା ପୋଲିସ ଗୋଟିଏ ଘଟଣାରେ ଜଣେ ନାବାଳକ ଓ ଅନ୍ୟ ଘଟଣାରେ ଜଣେ ବିବାହିତ ଯୁବକଙ୍କୁ…

୪ ଜୀବନ ନେଲା ଦୁର୍ଘଟଣା

ଭଞ୍ଜନଗର/ବାଲିଗୁଡ଼ା,୧୦ା୭: ଗଞ୍ଜାମ ଓ କନ୍ଧମାଳ ଜିଲାରେ ବାଇକ୍‌ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଖ୍ରୀଷ୍ଟିୟାନ ସାହିର ଅଭିଷେକ୍‌ ଗୌଡ଼, କଇଣ୍ଡିର ଆଲୋକ ସ୍ବାଇଁ ଓ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କୁଟିକିଆ ଅଞ୍ଚଳର…

ମା’ ଝିଅଙ୍କୁ ଏକୁଟିଆ ଦେଖି ଘରେ ପଶିଗଲେ ଯୁବକ, ତା’ପରେ..

ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘରେ ମା’, ଝିଅ ଶୋଇଥିବା ବେଳେ ଜଣେ ଯୁବକ ଘରେ ପଶି ଯାଇଥିଲେ। ହେଲେ ଉଭୟ ମା’ ଝିଅ ପାଟି କରିବାରୁ ଘର ଲୋକେ ଓ ଗ୍ରାମବାସୀ…

ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୭: ଠିକ୍‌ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶେଷ ଥର…

ପୁଣିଥରେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି କ୍ୟାଟ୍ରିନା-ସଲମାନ

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ସଲମାନ ଖାଁ । ଉଭୟ ମେନେ କ୍ୟୁଁ ପ୍ୟାର କିୟା, ୟୁବରାଜ, ଏକ ଥା ଟାଇଗର, ଭାରତ ଓ ଟାଇଗର ଜିନ୍ଦା ହୈ ଭଳି ଫିଲ୍ମରେ ଅଭିନୟ…

ମଙ୍ଗଳବାର ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ବନ୍ୟାଜଳ

ସମ୍ବଲପୁର,୧୦।୭: ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପୂର୍ବାହ୍ନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ। ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ ବନ୍ୟା ଜଳ ନିଷ୍କାସନ କରାଯିବ।…

ବେବି ବମ୍ପ ଲୁଚାଇଲେ କି ଦୀପିକା

ମୁମ୍ବାଇ: ବେଶ୍ କିଛିଦିନ ପରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଛି । ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅଫିସ ବାହାରେ ସ୍ପଟ ହୋଇଛନ୍ତି ଏହି ନାୟିକା । ଅଫିସ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଫଟୋଗ୍ରାଫରଙ୍କୁ…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଅନନ୍ତନାଗ,୧୦ ।୭: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର କବାରିଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀମାନେ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri