Home Left

ଗିରଫ ହେଲେ ୩ ନୌସେନା ଅଧିକାରୀ

ନୂଆଦିଲ୍ଲୀ,୨୬।୧୦: ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ମଙ୍ଗଳବାର ନୌସେନା ବିଭାଗର ୩ଜଣଙ୍କୁ ଗିରଫ କରିଛି ସିବିଆଇ। ଭାରତର ଏକ ବୁଡ଼ା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍‌ କରିଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ…

ଆର୍ୟନଙ୍କ ପାଇଁ ଲଢ଼ିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ; ତଥାପି ଆଜି ମିଳିଲାନି ଜାମିନ

ବମ୍ବେ: ଆଜି ବି ମିଳିଲାନି ଜାମିନ। ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏହାକୁ ୩ ସପ୍ତାହରୁ ଅଧିକ ସମୟ ବିତିଲାଣି। ସବୁଥର ପରି ମଙ୍ଗଳବାର ମଧ୍ୟ ତାଙ୍କ ଜାମିନ ଆବେଦନକୁ ମାଜିଷ୍ଟ୍ରେଟ୍‌…

କୋଚ୍‌ ପଦ ପାଇଁ ଆବେଦନ କଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୧୦: ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍‌ ହେବାକୁ ହେବାକୁ ଯାଉଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌। ଏଥି ଲାଗି ମଙ୍ଗଳବାର ଔପଚାରିକ ଭାବେ ସେ ହାଇ ପ୍ରୋଫାଇଲ ପଦବୀ ପାଇଁ ଆବେଦନ କରିଛନ୍ତି। ବ୍ୟାଟିଂ କିମ୍ବଦନ୍ତୀ ଆବେଦନ କରିଥିବାରୁ କ୍ରିକେଟ…

୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର ସହ ପାଳନ କରିଛନ୍ତି। ସେ ୱେବ୍‌ ସିରିଜ୍‌ର ଶୁଟିଂ ପାଇଁ ହିମାଚଳ ପ୍ରଦେଶର ଡାଲହୋଇରେ…

ପୁଅକୁ ନେଇ ଗର୍ବ କଲେ ଅଭିନେତା

ମୁମ୍ବାଇ: ନିଜ ଉଦ୍ୟମ ବଳରେ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆର୍‌ ମାଧବନ୍‌ଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ। କାରଣ ହେଉଛି ତାଙ୍କ ପୁଅ । ନିକଟରେ ୧୬ବର୍ଷୀୟ ବେଦାନ୍ତ ସନ୍ତରଣରେ ମେଡାଲ ଜିତି ମାଧବନ୍‌ଙ୍କୁ ଗର୍ବିତ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ…

‘ନିଜ ଖେଳାଳିଙ୍କୁ ସମ୍ମାନ ଦିଅ’

ଦୁବାଇ,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ପରାଜିତ ହେବା ପରେ ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କୁ ଅନଲାଇନ୍‌ରେ ପ୍ରବଳ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନର ଉଇକେଟକିପର ତଥା ଓପନର ମହମ୍ମଦ ରିଜଓ୍ବାନ। “ଜଣେ ଖେଳାଳିଙ୍କୁ…

୬ ସିଂହ ସହ ଏକା ଲଢ଼ିଲା ଜିରାଫ; କିଏ ପିଠିରେ ଚଢ଼ିଲା ତ କିଏ ଗୋଡକୁ କାମୁଡ଼ି ଧରିଲା; ଶେଷରେ…

କୁହାଯାଏ ସିଂହ ଜଙ୍ଗଲର ରାଜା। ସେ ଶତ୍ରୁ ହେଉ ଅଥବା ଶିକାର, ଥରେ ଆକ୍ରମଣ କଲେ ବଞ୍ଚିବା ଅସମ୍ଭବ। ଏମିତିରେ ଯଦି ଏକାସଙ୍ଗେ ଛଅଟି ସିଂହ ଆକ୍ରମଣ କରିବା କଥା କୁହାଯାଏ ତା’ ହେଲେ ପରିଣାମ ବିଷୟରେ ଚିନ୍ତା କରିବା ମୁର୍ଖାମୀ…

ଚରିତ୍ର ଲାଗି ଲଣ୍ଡା

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢ଼ାଳିବା ପାଇଁ କିଛି ବି କରିପାରେ। ଏପରି ଅନେକ ଦୃଷ୍ଟାନ୍ତ ବଲିଉଡ୍‌ରେ ଦେଖିବାକୁ ମିଳିଛି। ଅନେକ ଅଭିନେତ୍ରୀ ନିଜର ଚରିତ୍ର ଲାଗି ଲଣ୍ଡା ହେବାକୁ ପଛାଇ ନାହାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ…

‘ମୋ ସ୍ବାମୀଙ୍କୁ ଫସା ଯାଉଛି’

ମୁମ୍ବାଇ: ମୋ ସ୍ବାମୀ କୌଣସି ଟଙ୍କା କାରବାର କରି ନାହାନ୍ତି କି ବଲିଉଡ୍‌କୁ ଟାର୍ଗେଟ କରୁନାହାନ୍ତି। ତାଙ୍କୁ ଅଯଥା ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସ୍ତ୍ରୀ କ୍ରାନ୍ତୀ ରାଡେକର କହିଛନ୍ତି। ଅନ୍ୟ…

ଭଲ କାମ କରିବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ

ଦୁବାଇ,୨୬।୧୦: ଦୁଇ ଦିନ ପୂର୍ବେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜ ଦେଶର କ୍ରିକେଟ ପ୍ରଶଂସକମାନଙ୍କୁ ଉତ୍ସବ ପାଳନ କରିବାକୁ ଏପରି ସୁଯୋଗ ଦେଇଥିଲେ, ଯାହାକି ସେମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟି -୨୦ ବିଶ୍ୱକପରେ…

ରାଜ ପରିବାର ଛାଡି ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜକୁମାରୀ

ଟୋକିଓ,୨୬।୧୦:ଜାପାନର ରାଜକୁମାରୀ ମାକୋ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ମଙ୍ଗଳବାର ବିବାହ କରିଛନ୍ତି। ଏହି ବିବାହ ପରେ ମାକୋ ଆଉ ରାଜକୁମାରୀ ରହିବେ ନାହିଁ। ସେ ସାଧାରଣ ନାଗରିକଙ୍କ ପରି ଜୀବନଯାପନ…

ପାଣ୍ଡ୍ୟା ଫିଟ୍‌ ନା ଅନଫିଟ୍‌: ଆସିଲା ଅପଡେଟ୍‌

ଦୁବାଇ,୨୬।୧୦: ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକଫ ଉଦଘାଟନୀ ମ୍ୟାଚରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସେତେଟା ଗୁରୁତର ନୁହେଁ। ତେଣୁ ସେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ପାଇଁ ଉପଲବ୍ଧ ହେବାର ସମ୍ଭାବନା ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri