ମଟର କବାବ
ଆବଶ୍ୟକ ସାମଗ୍ରୀ: କଟା ପାଳଙ୍ଗ ଶାଗ- ୫୦୦ ଗ୍ରାମ, ସିଝା ମଟର- ୫୦୦ ଗ୍ରାମ, କଟା କଞ୍ଚାଲଙ୍କା-୨ଟା, ଅଦା ପେଷ୍ଟ-୧ଚାମଚ, ଗୋଲମରିଚ ଗୁଣ୍ଡ-୧/୪ଚାମଚ, ପାଉଁରୁଟି-୨ଟା ସ୍ଲାଇସ୍, ବେସନ-ଆବଶ୍ୟକ ଅନୁସାରେ, ତେଲ- ଆବଶ୍ୟକ ଅନୁସାରେ, ଲୁଣ-ସ୍ବାଦ ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ…
ଦୀପାବଳି ରେ ଘରକୁ ଦିଅନ୍ତୁ ନୂଆ ରୂପ
କୁହାଯାଏ, ଯେଉଁଠି ପରିଷ୍କାର ଥାଏ ସେଠି ଭଗବାନ ବାସ କରନ୍ତି। ତେଣୁ ଘରକୁ ସଜାଇବା ପୂର୍ବରୁ ପ୍ରଥମେ ଏହାକୁ ସଫା ଏବଂ ପରିଷ୍କାର ରଖନ୍ତୁ। ଅଦରକାରୀ ବର୍ଜ୍ୟବସ୍ତୁକୁ ବାହାରେ ଫିଙ୍ଗି ଦିଅନ୍ତୁ। ଏବେ ବଜାରରେ ନୂଆ ନୂଆ ଆକାର ଓ ଆକୃତିର…
ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ୬ ଗୁରୁତର
ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ବାନ୍ଦିପୋରା ଜିଲାର ସୁମୋ ଟ୍ୟାକ୍ସି ଷ୍ଟାଣ୍ଡ୍ ସୁମ୍ବଲ ଠାରେ ମଙ୍ଗଳବାର ବିସ୍ଫୋରଣ ହୋଇଛି। ଏଥିରେ ପାଖାପାଖି ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ…
ମନୀଷ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ସେମାନଙ୍କଠାରୁ ସତ ଓଗାଳିବାକୁ ହେବ ଲାଏ ଡିଟେକ୍ସନ ଟେଷ୍ଟ । ଏ ନେଇ କୋର୍ଟଙ୍କ ଅନୁମତି ମିଳିଯାଇଛି । ଗିରଫ ୩ ଅଭିଯୁକ୍ତ ଅମ୍ରିତ,…
ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ଖୁସି ଶେୟାର କଲେ କଙ୍ଗନା
ମୁମ୍ବାଇ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସୋମବାର ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମ୍ମାନିତ କରିଛନ୍ତି। ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ରେ ଅଭିନୟ ପାଇଁ କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ତେବେ…
ପିଲାଙ୍କ ସ୍ବପ୍ନ
ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ କେଉଁ ଅଭିଭାବକଙ୍କ କାମନା ନୁହେଁ । ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନଙ୍କ ଜିଦ୍ ପିଲାର କ୍ୟାରିଅର୍ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାର ଆଗ୍ରହ ଥିବା…
ମମିତା ହତ୍ୟା ଘଟଣାରେ ତଦନ୍ତ ଦିଗହରା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି
ବଲାଙ୍ଗୀର ଅଫିସ,୨୬।୧୦: ରାଜ୍ୟ ଭାଜପା ପ୍ରତିନିଧି ଦଳ ମଙ୍ଗଳବାର ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହି ଦଳ ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚିବା ପରେ ମୃତା ମମିତାଙ୍କ ମା’, ବାପା ଓ ଅନ୍ୟମାନଙ୍କୁ ସମବେଦନା ଜଣାଇଥିଲେ। ଏହି ଘଟଣାର ତଦନ୍ତ…
ସୈଫଙ୍କ ପଥମ ସ୍ତ୍ରୀଙ୍କୁ ଭେଟି ନାହାନ୍ତି କରୀନା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କରୀନା କପୁର ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୂର୍ବତନ ସ୍ତ୍ରୀ ଅମ୍ରିତା ସିଂହଙ୍କ ସହ ତାଙ୍କର ଭେଟ ହୋଇ ନ ଥିବା କହନ୍ତି କରୀନା…
ବସ୍ କଣ୍ଡକ୍ଟରରୁ ସିନେମାର ଶ୍ରେଷ୍ଠ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା
ସୁପରଷ୍ଟାର ରଜନୀକାନ୍ତ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରନ୍ତି। ସିନେମାରେ ତାଙ୍କର ଅବଦାନ ହେତୁ ତାଙ୍କୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଦାଦାସହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବି ସେ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ…
ବାପାଙ୍କ ପାର୍ଥିବ ଶରୀର ଆଗରେ ଗ୍ଲାମରସ୍ ପୋଜ୍ ଦେଲେ ଯୁବତୀ, ଆଉ ତା’ପରେ…
ସୋସିଆଲ ମିଡିଆରେ ଜଣେ ଆମେରିକୀୟ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ଯୁବତୀଙ୍କ ଜଣଙ୍କ ନିଜ ବାପାଙ୍କ ପାର୍ଥିବ ଶରୀର ନିକଟରେ ଗ୍ଲାମରସ୍ ଅନ୍ଦାଜରେ ପୋଜ ଦେଉଥିବାର ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଯୁବତୀ…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୧୬କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ୨ଜଣ ରହିଥିବା ବେଳେ ଜଗତସିଂହପୁର, ଖୋର୍ଦ୍ଧାରୁ ଜଣେ ଲେଖାଏ ରହିଛନ୍ତି ।
ବଡ଼ ଘୋଷଣା କଲେ କେଜ୍ରିଓ୍ବାଲ୍
ଆଯୋଧ୍ୟା,୨୬।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସଭାପତି ଅରବିନ୍ଦ କେଜ୍ରିଓ୍ବାଲ୍ ଅଯୋଧ୍ୟା ଗସ୍ତରେ ଅଛନ୍ତି। କେଜ୍ରିଓ୍ବାଲ୍ ମଙ୍ଗଳବାର ସକାଳେ ହନୁମାନଗଢି ଏବଂ ରାମଲାଲା ପରିଦର୍ଶନ କରିଥିଲେ। ଦର୍ଶନ ପରେ କେଜ୍ରିଓ୍ବାଲ୍ ମଧ୍ୟ ଏକ ବଡ ଘୋଷଣା କରି…
Archives


