ରିଭଲଭର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳକୁ ପଶିଲେ ଜଣେ ବ୍ୟକ୍ତି
ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ବସ୍ତି ଜିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଅବହେଳା ଦେଖିବାକୁ ମିଳିଛି। ଯୋଗୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ତେବେ ଡ୍ୟୁଟିରେ ଥିବା ସିଓ ଉକ୍ତ…
ଏହି ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ଚାଲିଯାଏ ଜୀବନ ! କୁହାଯାଏ ‘ମୃତ୍ୟୁର ସେଓ’
ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏଭଳି କିଛି ଜିନିଷ ବିଷୟରେ ଜଣାପଡେ, ଯେଉଁ କଥା ଶୁଣି ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଚକିତ…
୨ କେଜିର ବ୍ରାଉନସୁଗାର ଜବତ: ପୋଲିସ, ସ୍ଥାନୀୟ ଲୋକେ ମୁଁହାମୁହିଁ
ବସ୍ତା,୨୨।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଏହା ପ୍ରାୟ ୨ କେଜିର ହେବ ବୋଲି ଅନୁମାନ କରାଯାଉଛି। ଏହା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜିଲା…
ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା କୁମ୍ଭୀର ଛୁଆ
କେନ୍ଦ୍ରାପଡା ଅଫିସ,୨୨।୧୦: ଡେରାବିଶ ବ୍ଲକ ଛୋଟୀ ଗ୍ରାମ ନିକଟ ବିରୂପା ନଦୀରୁ ଏକ କୁମ୍ଭୀର ଶାବକ ଶୁକ୍ରବାର ଉଦ୍ଧାର ହୋଇଛି । ଏହି କୁମ୍ଭୀରକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଛୋଟୀ ଗ୍ରାମର କେତେକ ଯୁବକ ମାଛ ଧରିବା ପାଇଁ…
ମର୍ନିଂଓ୍ବାକ୍ ବେଳେ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ମାରିଲା ହାତୀ
କଣିହାଁ,୨୨ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ତାଳଚେର ରେଞ୍ଜ କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଏକଘରିଆ ଗ୍ରାମ ନିକଟରେ ତାଳଚେର ପାଳଲହଡ଼ା ମୁଖ୍ୟ ରାସ୍ତାରେ ଶୁକ୍ରବାର ମର୍ନିଂ ଓ୍ବାକ୍ କରୁଥିବା ସମୟରେ ଗ୍ରାମର ଯୋଗେଶ ଦେବତା (୭୦)ଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରବାରୁ ଘଟଣାସ୍ଥଳରେ…
ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଗୁରୁବାର ସରିଛି। ଇନ୍ଫୋସିଟି ଥାନା ପୋଲିସ ସେମାନଙ୍କୁ ଏସ୍ଡିଜିଏମ୍ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ…
ସାପର ଓଜନ ଏତେ ଯେ, ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍; ଭିଡିଓ ଦେଖିଲେ…
ଡୋମିନିକାର କାର୍ବିୟାନ ଦେଶରୁ ଏକ ବିଶାଳକାୟ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପଟି ଏତେ ବଡ଼ ଯେ, ଏହାକୁ ଉଠାଇବା ପାଇଁ ଏକ କ୍ରେନ୍ର ଆବଶ୍ୟକ ପଡ଼ିଥିଲା। ଏହି ସାପକୁ ବିଶ୍ୱର ସବୁଠୁ ବଡ଼ ସାପ କୁହାଯାଉଛି। ଏକ…
ବରଙ୍କ ଭଉଣୀ ରଖିଲେ ଏମିତି ସର୍ତ୍ତ: ଏବେ ଭାଙ୍ଗିବାକୁ ବସିଛି ବାହାଘର…
ବିବାହ ହେଉଛି ହସଖୁସିର ଉତ୍ସବ। ମାତ୍ର ଏକ ପ୍ରସ୍ତାବିତ ବିବାହରେ ଜଣେ ବରଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ସବୁକିଛି ହେଉଛି। ଖାଇବା, ପିଇବାଠାରୁ ଆରମ୍ଭ କରି ବେଦୀ ସଜ୍ଜା ସବୁକିଛି ତାଙ୍କ ନିର୍ଦ୍ଦେଶରେ ହେଉଛି। ଶେଷରେ ସେ ଏମିତି ଏକ ସର୍ତ୍ତ…
ଅମିରଙ୍କ ବିଜ୍ଞାପନକୁ ବିରୋଧ କଲେ ଭାଜପା ନେତା
ମୁମ୍ବାଇ: ଟାୟାର ପ୍ରମୁଖ ସିଟ ଲିମିଟେଡର ଏକ ବିଜ୍ଞାପନରେ ଅଭିନେତା ଅମିର ଖାନ୍ ଲୋକମାନଙ୍କୁ ରାସ୍ତାରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବିଜ୍ଞାପନ ପରେ କର୍ନ୍ନାଟକ ଭାଜପା ଏମ୍ପି ଅନନ୍ତକୁମାର ହେଗଡେ କମ୍ପାନୀକୁ ଏକ ପତ୍ର ଲେଖିଛନ୍ତି। କେବଳ…
ଶୁଟିଂ ସେଟ୍ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍ଙ୍କ ଜୀବନ ଗଲା
ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା ସିନେମାଟୋଗ୍ରାଫରଙ୍କଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଥିବା କୁହାଯାଉଛି।…
ପଶୁପକ୍ଷୀଙ୍କ ଜୈବିକ ଖାଦ୍ୟ ଉତ୍ପାଦନକୁ ଗୁରୁତ୍ୱ
ରସୁଲପୁର,୨୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକରେ ଜୈବିକ ପଦ୍ଧତିରେ ପଶୁପକ୍ଷୀଙ୍କ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଉନ୍ନତି ଫାଉଣ୍ଡେଶନ ପକ୍ଷରୁ ଏନେଇ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ ପାଇଁ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ ଭିଶାଲ ମେସି ବ୍ଲକ…
ଦ୍ୱାଦଶ ଶ୍ରେଣୀରେ ଦେଶରେ ଟପ୍ପର ହୋଇଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୨ ଅକ୍ଟୋବର ୧୯୮୮ରେ ହରିୟାଣାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଫିଲ୍ମ ଜଗତରେ ଏକ ଜଣାଶୁଣା ନାମ। କିନ୍ତୁ ପରିଣୀତି ପିଲାଦିନରୁ ଫିଲ୍ମ…
Archives


