ବଡ଼ ଘୋଷଣା କଲେ କେଜ୍ରିଓ୍ବାଲ୍
ଆଯୋଧ୍ୟା,୨୬।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସଭାପତି ଅରବିନ୍ଦ କେଜ୍ରିଓ୍ବାଲ୍ ଅଯୋଧ୍ୟା ଗସ୍ତରେ ଅଛନ୍ତି। କେଜ୍ରିଓ୍ବାଲ୍ ମଙ୍ଗଳବାର ସକାଳେ ହନୁମାନଗଢି ଏବଂ ରାମଲାଲା ପରିଦର୍ଶନ କରିଥିଲେ। ଦର୍ଶନ ପରେ କେଜ୍ରିଓ୍ବାଲ୍ ମଧ୍ୟ ଏକ ବଡ ଘୋଷଣା କରି…
ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ
ସମ୍ବଲପୁର,୨୬।୧୦(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ମଙ୍ଗଳବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ…
ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୬୪ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୮୮ ଜଣ ଲୋକାଲ…
ପାକିସ୍ତାନ ଜିତିବା ଖୁସିରେ ଷ୍ଟାଟସ୍ ରଖିଲେ ଶିକ୍ଷକ: ସ୍କୁଲରୁ ହେଲେ ବିଦା
ଉଦୟପୁର,୨୬।୧୦: ଗତ ରବିବାର ଟି-୨୦ ବିଶ୍ୱକପ୍ରେ ଭାାରତ ଏବଂ ପାକିସ୍ତାନ ମଧ୍ୟ ମ୍ୟାଚ୍ ଖେଲାଯାଇଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ ଭାରତକୁ ୧୦ ଉଇକେଟ୍ ପରାସ୍ତ କରିଥିଲା। ଏହାପରେ ଦେଶରେ ନିରାଶାର ମାହୋଲ ଖେଳି ଯାଇଥିଲା। କିନ୍ତୁ ଉଦୟପୁରର ଜଣେ ଶିକ୍ଷକ ଭାରତ…
ଝିଅ ବାହାଘର ଲାଗି ଟଙ୍କା ଉଠାଇ ଫେରୁଥିଲେ ବାପା, ଲୁଟି ନେଲେ ଦୁର୍ବୃତ୍ତ
ପଦ୍ମପୁର,୨୬।୧୦(ଡି.ଏନ୍.ଏ.): ଝିଅ ବାହାଘର ପାଇଁ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ ବାପା। ଅଧା ରାସ୍ତାରେ ହେଲା ଲୁଟ୍ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗ୍ରାମରେ। ଗ୍ରାମର ହରିଶଚନ୍ଦ୍ର ରାୟ ସୋମବାର ପୂର୍ବାହ୍ନରେ…
ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ
ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ…
ପାକିସ୍ତାନ ଜିତିଲେ ଭାରତକୁ ଫାଇଦା
ଦୁବାଇ,୨୬।୧୦: କ୍ରିକେଟ୍ ଏକ ଅନିଶ୍ଚିତାର ଖେଳ, କେତେବେଳେ କେଉଁ ଦଳ କାହା ଉପରେ ଭାରୀ ପଡ଼ିବ ତାହା କହିବା କଷ୍ଟକର। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଭାରତ ପାକିସ୍ତାନଠାରୁ ୧୦ ଉଇକେଟ୍ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଭାରତର ସେମିଫାଇନାଲ…
କେଶ ରହିବ କଳା
କେଶ ଅଳ୍ପ ବୟସରେ ଧଳା ହେବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ସମସ୍ୟା ପାଲଟିଛି; ଯାହାକୁ ରୋକିବା ଲାଗି ଅନେକେ ବିଭିନ୍ନ ରାସାୟନିକଯୁକ୍ତ କୃତ୍ରିମ କଲର୍ ବ୍ୟବହାର କରୁଛନ୍ତି। ହେଲେ ଅପରପକ୍ଷେ ଏହା କେଶକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଜାଣି ରଖନ୍ତୁ…
ମନିପ୍ଲାଣ୍ଟ ଦେବ ଗ୍ରୀନ୍ ଲୁକ୍
ଗଛ ଲଗାଇବାକୁ ଅନେକେ ଭଲ ପାଉଥିଲେ ବି ଜାଗା ଅଭାବରୁ ବାଡ଼ିବଗିଚା କରିବା ସମ୍ଭବ ହୋଇ ନ ଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଲଗାଇ ଘରକୁ ସବୁଜ ଲୁକ୍ ଦେଇପାରିବେ । ଏହା ଘରକୁ…
ନୂଆ ସମ୍ଭାବନା ନେଇ ସଜାଡ଼ି ହେଉଛି ପର୍ଯ୍ୟଟନ
ନୂଆ ଆଶା ନେଇ ସଜାଡ଼ି ହେଉଛି ଓଡ଼ିଶା ପର୍ଯ୍ୟଟନ। କରୋନା କଷଣ ଭିତରେ ଦୋହଲି ଯାଇଥିବା ପର୍ଯ୍ୟଟନ ଓ ହସ୍ପିଟାଲିଟି ଶିଳ୍ପ ଧୀରେ ଧୀରେ ଅଣ୍ଟା ସଳଖୁଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ଖୋଲିବା ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସ୍ଥିତି ସମ୍ପୂର୍ଣ୍ଣ…
ପୁଣି ଟିଆରଏସ ଅଧ୍ୟକ୍ଷ ହେଲେ କେ. ଚନ୍ଦ୍ରଶେଖର ରାଓ
ହାଇଦ୍ରାବାଦ,୨୬।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏନେଇ ଟିଆରଏସର ସଧାରଣ ସମ୍ପାଦକ ଏମ.ଶ୍ରୀନିବାସ ରେଡ୍ଡୀ ଘୋଷଣା କରିଛନ୍ତି। କେ. ଚନ୍ଦ୍ରଶେଖର ରାଓ କ୍ରମାଗତ ଭାବେ ନବମ ଥର ପାଇଁ ଏହି…
ରିଲିଜ ହେଲା ‘ଅନ୍ତିମ’
ମୁମ୍ବାଇ: ବଲିଉଡ୍ ଷ୍ଟାର ସଲମାନ୍ ଖାନ୍ ଓ ଆୟୁଷ ଶର୍ମାଙ୍କ ଅଭିନୀତ ‘ଅନ୍ତିମ୍’(ଦ ଫାଇନାଲ୍ ଟ୍ରୁଥ୍)ର ଟ୍ରେଲର ରିଲିଜ ହୋଇଛି। ମହେଶ ମଞ୍ଜରେକାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୨୬(ମଙ୍ଗଳବାର) ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସଲମାନ୍ ଖାନ୍ ଏହାର ପୋଷ୍ଟର ସୋସିଆଲ…
Archives


