ଲାଗିଲାଣି ମାଓବାଦୀ ପୋଷ୍ଟର
ମୁନିଗୁଡ଼ା/ରାୟଗଡ଼ା ଅଫିସ,୨୬।୧୦(ଡି.ଏନ୍.ଏ.):ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅଧୀନ କୁମୁଡ଼ାବାଲି ଶିବମନ୍ଦିର ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ମଙ୍ଗଳବାର ୫ଟି ମାଓବାଦୀ ପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି।…
ହଟିଲା ବିଜ୍ଞାପନ
ନୂଆଦିଲ୍ଲୀ,୨୬।୧୦: ବିବାଦୀୟ ‘କରଓ୍ବାଚୌଥ୍’ ବିଜ୍ଞାପନକୁ ନେଇ ଟ୍ରୋଲ୍ ହେବା ପରେ ପ୍ରାଇଭେଟ୍ ଏଫ୍ଏମ୍ସିଜି କମ୍ପାନୀ ଡାବର ତାହାକୁ ମଙ୍ଗଳବାର ହଟାଇଦେଇଛି। ଏଥିସହ ଏହି ବିଜ୍ଞାପନ ପାଇଁ କମ୍ପାନୀ ନିଃସର୍ତ୍ତ କ୍ଷମା ମାଗିଛି। ସୋସିଆଲ ମିଡିଆରୁ କମ୍ପାନୀର କ୍ୟାମ୍ପେନ୍କୁ ହଟାଯାଇଛି। ଲୋକଙ୍କ ଭାବାବେଗକୁ…
ମନ୍ଦିରରୁ ଚୋରି କରିଥିବା ଯୁବକଙ୍କୁ ଡରାଉଥିଲା ନାଗ
ଡେଲାଙ୍ଗ,୨୬।୧୦(ଡି.ଏନ୍.ଏ.): ଏକ ମନ୍ଦିରରୁ ଚୋରି ଘଟଣାରେ ଜଣେ ଯୁବକଙ୍କୁ ଧରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଅଞ୍ଚଳ ପିତାପଲ୍ଲୀର ରଶ୍ମିରଞ୍ଜନ ପ୍ରଧାନ(୨୪)। ସେ ଧରା ପଡ଼ିବା ପରେ କହିଛନ୍ତି , ଚୋରି କଲା ପରେ ତାଙ୍କୁ ନାଗ ସାପ…
୧୩୪ରେ ରୋକିଦେଲା ପାକିସ୍ତାନ
ଶାରଜା,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍ରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ମାତ୍ର ୧୩୪/୮ରେ ରୋକି ଦେଇଛି ପାକିସ୍ତାନ। ହାରିସ ରଫ ୪ ଉଇକେଟ ନେଇ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍ ଅପ୍…
ସମର୍ଥନରେ ଓହ୍ଲାଇଲା ବିସିସିଆଇ
ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ ପରେ ଶାମିଙ୍କ ପ୍ରତି ଦେଶର ଅନେକ ପୂର୍ବତନ ଓ ବର୍ତ୍ତମାନ ଖେଳାଳିଙ୍କ ଠାରୁ ଆରମ୍ଭ…
ପାରମିତା ପାଇଲେ ‘ଶାରଳା ପୁରସ୍କାର’
ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଇମ୍ଫା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ କଥାକାର ପାରମିତା ଶତପଥୀଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି। ଇମ୍ଫା କାର୍ଯ୍ୟାଳୟରେ ଆୟୋଜିତ…
ସିବିଆଇର ଏସ୍ପି ଭାବେ କାର୍ଯ୍ୟ କରିବେ କେ.ଶିବା ସୁବ୍ରମଣୀ
ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ଢେଙ୍କାନାଳ ଏସ୍ପି କେ.ଶିବା ସୁବ୍ରମଣୀ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ତାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଆବସ୍ଥାପିତ କରାଯାଇଥିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ୪ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ…
ରାଜନୀତିରେ ପାଦ ରଖିବେ କାମ୍ୟା
ବମ୍ବେ: ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ ସେ ପ୍ରଶଂସକଙ୍କୁ ଖୁବ୍ଶୀଘ୍ର ଜଣାଇବେ ବୋଲି କୁହାଯାଉଛି। ଟେଲି ଧାରାବାହିକ ‘ଶକ୍ତି-ଅସ୍ତିତ୍ୱ ଏକ ଏହସାସ କି’ ଅଫଏୟାର ହୋଇଛି।…
ଖୋଲିଲା ଜିଓ-ବିପିର ପ୍ରଥମ ପେଟ୍ରୋଲ ପମ୍ପ, ଗ୍ରାହକଙ୍କୁ ମିଳିବ ଏଭଳି ସୁବିଧା
ମୁମ୍ବାଇ,୨୬।୧୦: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି। ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ ସହିତ ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ ହେବ…
ଜୟ ଜଗନ୍ନାଥ, ରସଗୋଲା ଆମର…
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା ବେଳେ ପଶ୍ଚିମବଙ୍କକୁ ଜିଆଇ ଟ୍ୟାଗ୍ ମିଳିସାରିଛି। ହେଲେ ଏବେ ପୁଣି ଚର୍ଚ୍ଚାରେ ଏହି ରସଗୋଲା…
ପାକିସ୍ତାନ ଜିତିଲା ବୋଲି ବାଣ ଫୁଟୁଛି, ତେବେ ଦୀପାବଳିରେ କାହିଁକି ନୁହେଁ: ସେହ୍ବାଗ
ନୂଆଦିଲ୍ଲୀ,୨୬।୧୦: ଟି-୨୦ ବିଶ୍ୱକପ୍ ୨୦୨୧ରେ ଭାରତ ଆରମ୍ଭରୁ ପରାଜୟର ସମ୍ମୁଖୀନ ହୋଇଛି। ରବିବାର ଖେଳାଯାଇଥିବା ସୁପର-୧୨ ରାଉଣ୍ଡର ପ୍ରଥମ ମ୍ୟାଚ୍ରେ ଦଳ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷେ ଏହା ପାକିସ୍ତାନର ବିଶ୍ୱକପ୍ରେ ପ୍ରଥମ ବିଜୟ। ତେବେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ…
ଆର୍ଯ୍ୟନଙ୍କୁ ଜେଲ ନୁହେଁ ରିହାବ ପଠାଇବା କଥା
ମୁମ୍ବାଇ,୨୬।୧୦: ଆର୍ଯ୍ୟନ ଖାନଙ୍କୁ ଆହୁରି ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ। ତାଙ୍କ ଜାମିନ ଆବେଦନର ଶୁଣାଶିକୁ ବମ୍ବେ ହାଇକୋର୍ଟ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ୨୭ ତାରିଖ ଅପରାହ୍ନ ୨ଟା ୩୦ ହେବ। କୋର୍ଟରେ ଆଜି…
Archives


