୫ ଶ୍ରେଣୀ ପାଇଁ ଗୋଟିଏ କୋଠରି
ନାଉଗଁ। ,୨୭।୧୦(ସ୍ବ.ପ୍ର.):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ୍ ଦିଆଯାଇ ପିଲାଙ୍କ ମାନସିକ,ବୈାଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ନାଉଗଁ। ବ୍ଲକ ଶିଖର ପଞ୍ଚାୟତ ଅନ୍ତର୍ଗତ ନଳାଙ୍ଗ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ…
ଫିଲ୍ମ ‘ତଡପ’ର ଟିଜର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ଟିଜର ରିଲିଜ୍ ହୋଇଯାଇଛି । ତରଣ ଆଦର୍ଶ ଫିଲ୍ମର ଟିଜର ସେୟାର କରିବା ସହିତ ଲେଖିଛନ୍ତି ଯେ, ଆହାନ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂଶୋଧନ ସଂରକ୍ଷଣ ଚିଠା
କେନ୍ଦ୍ରାପଡ଼ା ଅଫିସ, ୨୭।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସଂଶୋଧନ ସ୍ଥାନ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଜିଲାପାଳ ଅମୃତ ଋତୁରାଜ କେନ୍ଦ୍ରାପଡ଼ା ଜିଲାର ୩୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସମିତି…
ଏଥର ତଦନ୍ତ, ନିଷ୍ପତ୍ତି ନେବ ଟିଏସି
ଯାଜପୁର ଅଫିସ,୨୭।୧୦:ଫସଲ ଉଜୁଡ଼ିଲେ ଚାଷୀ ଆଖିରୁ ଲୁହଝରେ। ଋଣ ଶୁଝି ନ ପାରି ସେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହୁଏ। ଚାଷ ପାଇଁ ଆବଶ୍ୟକ ହୁଏ ପାଣି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ…
ନୂଆ ରୂପ ନେବ ୬ ମାଛ ମାର୍କେଟ
ଭୁବନେଶ୍ୱର,୨୭ ।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ୬ ମାଛ ମାର୍କେଟ ନୂଆ ରୂପ ନେବ। ସେଠାରେ ବ୍ୟାପକ ଉନ୍ନତୀକରଣ କରାଯିବା ସହ ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପ୍ରକ୍ରିୟା ଆରମ୍ଭ କରିଛି। ବିଏମ୍ସି…
୪ ନୂଆ ୱାର୍ଡ ଗଠନ ପାଇଁ ଯୋଜନା
ପୁରୀ ଅଫିସ,୨୭ ।୧୦:ପୁରୀ ପୌରାଞ୍ଚଳକୁ ୩୬ଟି ୱାର୍ଡ କରାଯାଇପାରେ। ଏନେଇ ଯୋଜନା ଚାଲିଛି। ସମ୍ପ୍ରତି ପୁରୀ ସହରରେ ୩୨ଟି ୱାର୍ଡ ରହିଛି। ତେବେ ୪ଟି ୱାର୍ଡକୁ ଭାଙ୍ଗି ସାନି ନୂଆ ୪ଟି ୱାର୍ଡ ଗଠନ ପାଇଁ ଯୋଜନା ହେଉଛି। ପୁରୀ ସହରର…
କଟକ-ଭୁବନେଶ୍ୱର ରୋଡର ୩ ବାର୍ ସିଲ
ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍। ରଙ୍ଗିନ୍ ହେଉଥିଲା ରାତି। ଖୋଲାଖୋଲି ନିୟମର ଉଲ୍ଲଂଘନ କରାଯାଉଥିଲା। ଏଭଳି ଅଭିଯୋଗ ପାଇବା ପରେ ମଙ୍ଗଳବାର କଟକର ଫ୍ଲାଇଂ…
୪୦ ବର୍ଷ ପରେ ଏକାଠି ହେଲେ ପିଲାଦିନର ପ୍ରେମ ପକ୍ଷୀ: ଆଉ ତା’ପରେ…
କୁହାଯାଏ, ପ୍ରେମ ଶାଶ୍ୱତ। ପ୍ରକୃତ ପ୍ରେମ କେବେ ହାରେନା। ଏମିତି ଏକ ପ୍ରେମ କାହାଣୀ ବ୍ରିଟେନରେ ଦେଖିବାକୁ ମିଳିଛି। ପେନି ଉମ୍ବର୍ସ ଏବଂ ମାର୍କ ବେଥେଲଙ୍କ ପ୍ରେମ କାହାଣୀ ବେଶ୍ ନିଆରା। ପେନି ଉମ୍ବର୍ସ ଏବଂ ମାର୍କ ବେଥେଲଙ୍କ ପ୍ରେମ କାହାଣୀ…
ମାର୍ଚ୍ଚ ସୁଦ୍ଧା ୧୩ ବିମାନ ବନ୍ଦର ଘରୋଇକରଣ
ନୂଆଦିଲ୍ଲୀ,୨୭ ।୧୦: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଦେଶର ୧୩ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବିମାନ ବନ୍ଦରଗୁଡ଼ିକ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏଏଆଇ ଅଧ୍ୟକ୍ଷ…
ରାତି ୩ରେ ଏହି କାମ କରନ୍ତି ଅମିତାଭ ବଚ୍ଚନ
ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ କୁଇଜ୍ ଶୋ’ କୌନ ବନେଗା କରୋଡପତି ୧୩ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଶୋ’ ହୋଷ୍ଟିଂ କରୁଥିବା ବିଗ୍ ବି’ ନିଜର ପୁରୁଣା ସ୍ମୃତିକୁ ପ୍ରଶଂସକ ଏବଂ ଦର୍ଶକଙ୍କ ସହ ଶେୟାର କରନ୍ତି। ନିକଟରେ ଏକ…
ପ୍ରତିଶୋଧ ନେଇଗଲେ
ଶାରଜା,୨୬।୧୦: ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ଚଳିତ ଟି୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ପ୍ରତିଶୋଧ ନେଇଛି। ପ୍ରଥମେ ହାରିସ ରଫଙ୍କ ବୋଲିଂ କାରଣରୁ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ଛିଡ଼ା କରି ପାରି…
ଝୁଲନ୍ତା ମୃତ ଦେହ ଉଦ୍ଧାର
ଝରିଗାଁ, ୨୬।୧୦(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ନିରୋଣ୍ଡି ଗ୍ରାମର ନକୁଳ ଭତ୍ରା(୨୨) ଓ ତାଙ୍କ ପ୍ରେମିକା ଇନ୍ଦୁମତୀ (୧୯)। ନକୁଳ ଓ ଇନ୍ଦୁମତୀଙ୍କର ଦୀର୍ଘଦିନରୁ ପ୍ରେମ…
Archives


