ଫୁରସତ

ଏଠାରେ ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରାଯାଉଛି ମାସ୍କ

ବାରାଣସୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। କରୋନା କାଳରେ ସବୁ…

ମା’ବାପା କରୋନା ପଜିଟିଭ ଚିହ୍ନଟ ପରେ ୬ ମାସର ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡ଼ିଛନ୍ତି। ତେବେ ଏତିକିବେଳେ ଜଣେ କରୋନା ଯୋଦ୍ଧା ଆଉ ପାଦେ ଆଗକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜଣେ ୬…

ବୁଲା କୁକୁରଙ୍କୁ ନିଜ ଥାଳିରେ କ୍ଷୀର ପିଆଇ ଚର୍ଚ୍ଚାରେ ଏହି ବୃଦ୍ଧ ଭିକାରୀ: ଲୋକେ କରୁଛନ୍ତି ସଲାମ

ଭିକାରୀଟିଏ ପାଖରେ କ’ଣ ବା ଥାଇପାରେ। ସେ କାହାକୁ କ’ଣ ବା ଦେଇପାରେ। ଏଭଳି ଚିନ୍ତାଧାରା ସମସ୍ତେ ରଖିଥାନ୍ତି। ହେଲେ ଅନେକ ଥର ରାସ୍ତାରେ ନିରାଶ୍ରୟ ଭାବେ ପଡ଼ି ରହୁଥିବା ଭିକାରୀମାନଙ୍କ ମାନବିକତା ଦେଖିବାକୁ ମିଳିଛି। ଏହାର ନିଚ୍ଛକ ଛବି ଥିବା…

ବୋତଲ ଦେଖି ଗୁଣ୍ଡୁଚିମୂଷା ମାଗିଲା ପାଣି, ଆଉ ତାପରେ ଘଟିଲା ଏମିତି: ଭିଡିଓ ଭାଇରାଲ

https://www.youtube.com/watch?v=lN2LozRzUUkସୋସିଆଲ ମିଡିଆରେ ଅନେକ ପଶୁ,ପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିବା ପରେ ଅନେକ ସମୟରେ ମଜା ଆସିଥାଏ। ଏପରି ଏକ ଭଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଗୁଣ୍ଡୁଚିମୂଷା ପାଣି ବୋତଲ ଦେଖି ହାତ ଉଠାଇ ପାଣି ମାଗିଛି।…

ଏହି ୫ ରାଶିର ବ୍ୟକ୍ତିଙ୍କୁ ଉଧାର ଦେଉଥିଲେ ହୁଅନ୍ତୁ ସାବଧାନ

ଆବଶ୍ୟକ ପଡିଲେ କାହାକୁ ଉଧାର ଦେବା ପୁଣ୍ୟର କଥା ବୋଲି ଧରାଯାଏ। ଉଧାର ଦେବା ଏବଂ ନେବା ଲୋକଙ୍କ ଯଦି ବୁଝାମଣା ଠିକ୍‌ ରହେ ତେବେ କୌଣସି ଅସୁବିଧା ଉପୁଜେ ନାହିଁ। ବେଳେବେଳେ ଉଧାର ଟଙ୍କା ପାଇଁ ସମ୍ପର୍କ ଭାଙ୍ଗିଯାଏ। ଜ୍ୟୋତିଷ…

୫ ମହଲାରୁ ଗଳିପଡ଼ିଲା ୨ ବର୍ଷର ଶିଶୁ, ହିରୋ ପରି ଜୀବନ ରକ୍ଷା କଲେ ପଡ଼ୋଶୀ

ସୋସିଆଲ ମିଡିଆରେ ଏକ ଭିଡିଓ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଚକିତ ହୋଇଯିବେ। ଏହି ଘଟଣା ପୂର୍ବ ଚାଇନାର ଜିଆଙ୍ଗସୁ ଜିଲାରେ ଘଟିଛି। ଏଠାକାର ହୁଇଆନ ସହରର ଜୁୟି କାଉଣ୍ଟିସ୍ଥିତ ୫ ମହଲା ବିଶିଷ୍ଟ କୋଠାରୁ ଏକ…

ଏମିତି ଦେଶ, ଯେଉଁଠାରେ ମାତ୍ର ୧ ଘଣ୍ଟାରେ ହୋଇଥିଲେ ୩ ରାଷ୍ଟ୍ରପତି

ଇତିହାସରେ ଏମିତି ଅନେକ ଘଟଣା ଘଟିଯାଇଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏମିତି ଏକ ଘଟଣା ଉତ୍ତର ଆମେରିକାର ମେସ୍କିକୋ ଦେଶରେ ଘଟିଛି ଯାହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ସେଠାରେ ମାତ୍ର ୧ ଘଣ୍ଟା ମଧ୍ୟରେ ୩ଜଣ ରାଷ୍ଟ୍ରପତି…

ଆନ୍ତର୍ଜାତିକ ନ୍ୟାୟ ଦିବସ: ବିଶ୍ୱରେ ଶାନ୍ତି, ସୁରକ୍ଷା ସୁନିଶ୍ଚିତ କରେ

ପ୍ରତିବର୍ଷ ଜୁଲାଇ ୧୭ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଏବେ ଅପରାଧକୁ ପ୍ରତିହତ କରିବା ପାଇଁ ନ୍ୟାୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ସବୁ ପ୍ରକ୍ରିୟାଗୁଡିକୁ ଲୋକଲୋଚନକୁ ଆଣିବାକୁ ଏହି ଦିବସ ପ୍ରୟାସ କରିଥାଏ। ଏହାକୁ…

ଗୋଟିଏ ଭୁଲ୍‌ ଯୋଗୁ ହେଲେ ମାଲାମାଲ୍‌

ସମସ୍ତେ ଜାଣନ୍ତି ଯେ ଯଦି ଜଣେ ବ୍ୟକ୍ତି ଲଟେରୀ ଜିତନ୍ତି ତେବେ ତାଙ୍କୁ ଭାଗ୍ୟଶାଳୀ କୁହାଯାଏ କିନ୍ତୁ ଯଦି ଭୁଲ ଟିକେଟରେ ଲଟେରୀ ଜିତେ ତେବେ ତାଙ୍କୁ ଭାଗ୍ୟବାନ କୁହାଯିବ। ଏଭଳି ଏକ ଘଟଣା ଘଟିଛି ଆମେରିକାର ମିଚିଗାନରେ। ଜଣେ ବ୍ୟକ୍ତିଙ୍କୁ…

ଶୌଚାଳୟ ନ ଥିବାରୁ ମାସକରେ ଶାଶୁଘର ଛାଡ଼ିଲେ ୧୬ ବୋହୁ

ଲକ୍ଷ୍ନୌ, ୧୬।୭- ସ୍ବଚ୍ଛ ଭାରତ ମିଶନ ଆଧାରରେ ଗ୍ରାମ ଓ ସହର ସବୁଠାରେ ଶୌଚାଳୟ ନିର୍ମାଣ ହୋଇଥିବା ଉତ୍ତର ପ୍ରଦେଶ ସରକାର ଦାବି କରୁଛନ୍ତି। କିନ୍ତୁ ବାସ୍ତବତା ଏହା ବାହାରେ। ଯାହାର ସଦ୍ୟତମ ଉଦାହରଣ ଉତ୍ତର ପ୍ରଦେଶ କୁଶୀନଗର ଜିଲାରେ ଦେଖିବାକୁ…

ନ୍ୟାୟ ପାଇଁ ଗଛରେ ଚଢ଼ିଲେ ମହିଳା

ଛିନ୍ଦବାଡା, ୧୬।୭- ନ୍ୟାୟ ନ ପାଇବାରୁ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଛିନ୍ଦାବାଡା ଜିଲା ପରାସିଆ ତହସିଲ ପରିସରରେ ଦେଖିବାକୁ ମିଳିଛି। ଶେଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ବହୁକଷ୍ଟରେ ମହିଳାଙ୍କୁ ଗଛରୁ ଓହ୍ଲାଇବାରେ…

ଲକ୍‌ଡାଉଡ୍‌ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ

କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରିରହିଛି। କେତେକ ସ୍ଥାନରେ ଲକ୍‌ଡାଉନ୍‌ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍‌ଡାଉନ୍‌ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍‌ଡାଉନ୍‌ ନିୟମ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?