ଫୁରସତ

ରାଷ୍ଟ୍ରପତିଙ୍କ ଭଳି ଦେଖାଯାଉଥିବାରୁ ଗାୟକଙ୍କ ସହ ଏଭଳି କଲା ଚାଇନା

ଚାଇନାର ଅଜବ ନିୟମ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭଳି ଦେଖାଯାଉଥିବା କାରଣରୁ ଜଣେ କଳାକାରଙ୍କ ଉପରେ ରୋକ ଲାଗିଛି। ତାଙ୍କର ଦୋଷ ଏତିକି ଯେ, ସେ ରାଷ୍ଟ୍ରପତିଙ୍କ ଭଳି ନଜର ଆସୁଛନ୍ତି। ଏଣୁ ସେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ…

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ ଚଳେ। କାରଣ ପ୍ରଥମରୁ ଏହି ଭାଇରସକୁ ନେଇ ଲୋକେ ଯେତିକି ଭୟ କରୁଥିଲେ ଏବେ…

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କାହିଁ କେତେ କାଳରୁ ରହିଆସିଛି। ନେପାଳର ନାଗରିକମାନେ ଭାରତରେ ଥିବା ମନ୍ଦିରକୁ ଦର୍ଶନ ପାଇଁ…

ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍‌ ପରିବାର ଲୋକେ

କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୁଃଖ ଦେବା ସହିତ ତାଙ୍କୁ କ୍ଷତି ପହଞ୍ଚାଇଥାଏ। ଆଉ ଯେତେବେଳେ ଏହି କାର୍ଯ୍ୟକୁ ନେଇ…

ପବଜୀ ମୋବାଇଲ ଗେମ୍‌ କାହିଁକି ହେଲାନି ବ୍ୟାନ୍‌ ଜାଣନ୍ତୁ

ସୋମବାର ଭାରତରେ ୫୯ଟି ଲୋକପ୍ରିୟ ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ ଆପ ଏବଂ ଶେୟାରଇଟ ସହିତ ଅନେକ ଲୋକପ୍ରିୟ ଆପ୍‌ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ଭାରତରେ କୋଟି କୋଟି ଉପଭୋକ୍ତା ଥିଲେ। ତେବେ,…

ମାନବିକତାର ପରିଚୟ ଦେଲେ ଏହି ବ୍ୟକ୍ତି: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ହରିଣକୁ

ଜଣେ ବ୍ୟକ୍ତି ପ୍ରକୃତ ମାନବିକତାର ପରିଚୟ ଦେଖାଇଛନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଫସିରହିଥିବା ଏକ ହରିଣକୁ ପଞ୍ଚାଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ହରିଣ ନଦୀରେ ଫସି ରହିଥିବା…

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ ନିଜ…

ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ

ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି ଶିଖରରେ ପହଞ୍ଚିବା ପାଇଁ ଲାଲୁଙ୍କୁ ଖବ୍‌ ପରିଶ୍ରମ କରିବାକୁ ପଡିଥିଲା। ୧୯୭୩ ଜୁନ୍‌ ୧ରେ…

ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ

ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ ନଥିଲା। ଫଳରେ ଭାଲୁଟି ଅସୁବିଧାର ସମ୍ମୁଖୀନ ହୋଉ ପାଣିରେ ଭାସୁଥିଲା। ଏହି ସମୟରେ ଏକ…

ଗାଇପଲଙ୍କୁ ହରାଇଲା ବତକ, ଜାଣନ୍ତୁ କେମିତି….

ସୋସିଆଲ ମିଡିଆରେ ଓ୍ବାଲ୍ଡଲାଇଫ୍‌ ଭିଡିଓଗୁଡିକୁ ଲୋକେ ଖୁବ୍‌ ପସନ୍ଦ କରିଥାନ୍ତି। ସିଂହ ଶିକାର ଏବଂ ହାତୀର ଅନେକ ଭିଡିଓ ଆମେ ଦେଖିଛୁ। ହେଲେ ଏବେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏକ ବତକ କିପରି ଅନେକଗୁଡିଏ ଗାଇ ସହ ପଙ୍ଗା…

ପ୍ରେମିକାଙ୍କୁ ପ୍ରପୋଜ କଲାପରେ ଗୁଗୁଲ ସିଇଓଙ୍କୁ କ’ଣ ମିଳିଥିଲା ଉତ୍ତର

ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ରୋଚକ। ତାମିଲନାଡୁର ମଦୁରାଇଠାରେ ୧୯୭୨ ଜୁଲାଇ ୧୨ରେ ଜନ୍ମ ହୋଇଥିଲେ ସୁନ୍ଦର ପିଚାଇ। ତାଙ୍କ ସ୍କୁଲ ଓ…

ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼

ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର ମଜା ଦେବା ପାଇଁ ଛାତ ଉପରେ ଏକ ଟିଭି ଆଣ୍ଟିନା ଉପରେ ଆରାମ ଚେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?