ଫୁରସତ

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀଙ୍କ ରାଜ୍‌ ଖୋଲିବ ୨ ହଜାର ବର୍ଷ ପୁରୁଣା ମୁଦ୍ରା

କ୍ଲିଓପାଟ୍ରାଙ୍କୁ ମିଶରର ସବୁଠାରୁ ପ୍ରସିଦ୍ଧ ରାଣୀ ମଧ୍ୟ କୁହାଯାଏ। ତାଙ୍କ ସୌନ୍ଦର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। କିନ୍ତୁ ହଜାର ହଜାର ବର୍ଷ ଧରି ଲୋକମାନେ ତାଙ୍କ ସମାଧି ପାଇଲେ ନାହିଁ। କାରଣ ତାଙ୍କ ମୃତ୍ୟୁ ଏକ ରହସ୍ୟ ଥିଲା। ୨୦୦୦…

ଗର୍ଭବତୀ ସ୍ତ୍ରୀଙ୍କୁ କରୋନା ହେବାରୁ ସ୍ବାମୀ କଲେ ଏପରି…

ଲକ୍ଷ୍ନୌ, ୨୦।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଲୋକଙ୍କ ମନରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏହା କରୋନା ସଂକ୍ରମଣ ପ୍ରତି ଭୟ ଯୋଗୁ ସୃଷ୍ଟି ହେଉଥିବା କୁହାଯାଉଛି। ଏହାର ସଦ୍ୟତମ ଉଦାହରଣ…

ପୁରୁଷଙ୍କ ବଦଳରେ ଦିଆଗଲା ମହିଳାଙ୍କ ଶବ

ଫରିଦାବାଦ, ୧୯।୭: ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଆଉ ଏକ ଘଟଣା ଦିଲ୍ଲୀର ଫରିଦାବାଦରୁ ସାମ୍ନାକୁ ଆସିଛି। ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଯେଉଁ ପରିବାର ଲୋକଙ୍କୁ ପୁରୁଷଙ୍କ ଶବ ଦେବାର ଥିଲା ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ମହିଳାଙ୍କ ଶବ ଦେଇଥିଲେ।…

କୋଭିଡ ହସ୍ପିଟାଲରେ ୫୦ ଘୁଷୁରି

ବାଙ୍ଗାଲୋର,୧୯।୭-ସାରା ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ଲୋକେ ମଧ୍ୟ ସଚେତନ ହୋଇ ଘରେ ରହୁଛନ୍ତି। ଏପରିସ୍ଥିତିରେ କର୍ନାଟକର କଲାବୁରାଗି ଜିଲାର କୋଭିଡ-୧୯ ହସ୍ପିଟାଲ ଭିତରେ…

ନିଶ ଥିବା ଏହି ରାଜକୁମାରୀଙ୍କ ପାଇଁ ୧୩ ଯୁବକ କରିଥିଲେ ଆତ୍ମହତ୍ୟା

ଆଜିର ସମୟରେ ଯୁବତୀଙ୍କ ସୌନ୍ଦର୍ଯ୍ୟ, ତାଙ୍କ ରୂପ, ଶରୀରର ଗଠନ ଏବଂ ଚେହେରା ଦେଖି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଆଯାଏ। କିନ୍ତୁ ସବୁ ସ୍ଥାନରେ ସୌନ୍ଦର୍ଯ୍ୟର ମାପ ମଧ୍ୟ ଭିନ୍ନ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉନବିଂଶ…

ଭାରତର ଏହି ସ୍ଥାନକୁ ଆଜି ବି ଯିବାଆସିବା କରିଥାନ୍ତି ଏଲିଏନ୍ସ

ଆଜି ମଧ୍ୟ ଏଲିଏନ୍ସମାନେ ପୃଥିବୀର କୌଣସି ନା କୌଣସି ସ୍ଥାନକୁ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି। କିନ୍ତୁ ଏହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ କି ଏମାନେ କେଉଁଠୁ ଏବଂ କାହିଁକି ଆସିଥାନ୍ତି…

ଘୋଡ଼ାଚଢି ନିର୍ବାଚନ ପ୍ରଚାରରେ ବାହାରିଲେ ଭାଜପା ନେତା

ଇନ୍ଦୋର,୧୯।୭: ମଧ୍ୟପ୍ରଦେଶର ସାନଓ୍ବର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। କଂଗ୍ରେସ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଭାଜପା…

ଆଖୁ ଚୋପରୁ ତିଆରି ହେଉଛି ମାସ୍କ: ୩୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧୯।୭: କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟବଜ୍ଞାନୀ ଓ ଡାକ୍ତର। କରୋନା ଭଳି ଏକ ଅଦୃଶ୍ୟ ମହାମାରୀ ସହ ଲଢିବାକୁ ହେଲେ ହାତ ଧୋଇବା, ସୋସିଆଲ ଡିଷ୍ଟାନସିଂ ରଖିବା, ଫେସମାସ୍କ, ଗ୍ଲୋବ୍ସ ଆଦି ପିନ୍ଧିବାକୁ କୁହାଯାଇଛି।…

ମାଙ୍କଡ଼କୁ ପିଟି ଏମିତି ଫସିଲେ ଗ୍ରାମବାସୀ

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଏହି ଭିଡିଓ ଅନ୍ୟର ମୁହଁରେ ହସ ଫୁଟାଇ ପାରୁଛି ତ କେତେବେଳେ ଅମାନବୀୟ କାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ପିଲିବୀତର ମିଥୀ ସଇଦୁଲ୍ଲାଗଞ୍ଜ…

ଏଥର ଶୁଭିଲାନି ବୋଲ୍‌ ବମ୍‌

ପୁଣି ଶ୍ରାବଣ ମାସ ଆସିଛି, ବର୍ଷା ପାଣିରେ ଶୁଖିଲା ନଈ ଭରିଯାଇଛି, ଚାରିଆଡ଼େ ଶୈବପୀଠ ବି ଅଛି। ହେଲେ ନା ଅଛି ଦଳଦଳ ହୋଇ ବାହୁଙ୍ଗିରେ ପାଣିଭାର କାନ୍ଧେଇ ଶିବାଳୟ ଅଭିମୁଖେ ଯାଉଥିବା ଗେରୁଆବସ୍ତ୍ର ପିନ୍ଧା ମାନସିକଧାରୀ କାଉଡ଼ିଆଙ୍କ ଭିଡ଼, ନା…

୧୦ ମାସ ପରେ ୧୭୦୦ କିମି ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଟ୍ରକ

ଥିରୁଭାନନ୍ତପୁରମ, ୧୮।୭- ସାଧାରଣତଃ ୧୭୦୦ କିମି ରାସ୍ତା ଅତିକ୍ରମ କରିବା ଲାଗି ଗୋଟିଏ ଟ୍ରକ୍‌ ୫ରୁ ୭ ଦିନ ସମୟ ନେଇଥାଏ। କିନ୍ତୁ ଶୁଣିଲେ ବିଶ୍ୱାସ ଲାଗିବ ନାହିିଁ ଯେ ଏହି ଦୂରତାକୁ ଅତିକ୍ରମ କରିବାକୁ ଗୋଟିଏ ଟ୍ରକକୁ ୧୦ ମାସ…

ଏମିତି ସହର, ଯାହା ଦେଖିବାକୁ ଶିବଲିଙ୍ଗ ସଦୃଶ

ବିଶ୍ୱରେ ଏମିତି ଏକ ସହର ରହିଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଶିବଲିଙ୍ଗ ସଦୃଶ। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି ୟୁରୋପର ଭାଟିକାନ୍‌ ସିଟି ବା ସହର। ଏହା ଦେଖିବାକୁ ଅବିକଳ ‘ଶିବଲିଙ୍ଗ’ ଆକାରର। ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?