କାର୍ ଭିତରେ ଗର୍ଲଫ୍ରେଣ୍ଡଙ୍କ ସହ ବସିଥିଲେ ସ୍ବାମୀ, ଦେଖିଦେଲେ ସ୍ତ୍ରୀ: ତା’ପରେ ଘଟିଲା ଏମିତି
ମୁମ୍ବାଇ ରାସ୍ତାରେ ଏକ ସ୍ବାମୀ-ସ୍ତ୍ରୀ ଝଗଡା ଦେଖିବାକୁ ମିଳଥିଲା। ଝଗଡାର କାରଣ ଜାଣିବା ପାଇଁ କାର ପାଖରେ ଲୋକେ ଭିଡ ଜମାଇଥିଲେ। ଏହା ପରେ ଯାହା ଜଣାପଡିଲା ତାହା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ। ମୁମ୍ବାଇର ପେଡର ରୋଡରେ ଏକ…
ଏହି ବୃଦ୍ଧଙ୍କ କେଶ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ
ଲମ୍ବା କେଶ ରଖିବା ସବୁ ନାରୀଙ୍କ ପସନ୍ଦ ହୋଇଥାଏ। ବେଳେ ବେଳେ ଏହି ପସନ୍ଦ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ। ପୁରୁଷମାନେ ଲମ୍ବା ଲମ୍ବା କେଶ ରଖିବା ଏହା ଏବେ ଫ୍ୟାଶନ୍ ପାଲଟିଗଲାଣି। ହେଲେ ପରିଣତ ବୟସରେ ଜଣେ ବୃଦ୍ଧ ଲମ୍ବା…
ମାଲିକ ଗାଈକୁ ବିକିବାକୁ ନେଇ ଷଣ୍ଢର ଉତ୍ପାତ: ଗାଡ଼ି ପଛରେ ୧ କିମି ଯାଏ ଦୌଡ଼ିଲା; ପରେ ଘଟିଲା ଏପରି କିଛି..
ମଦୁରାଇ: କଥାରେ ଅଛି ପ୍ରେମ ଶାଶ୍ୱତ, ସୁନ୍ଦର। ଆଜିର ଅତ୍ୟାଧୁନିକ ଯୁଗରେ ଯେଉଁଠି ମଣିଷମାନେ ସମ୍ପର୍କକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି ସେଠାରେ ପଶୁପକ୍ଷୀମାନେ ନିଆରା ଉଦାହରଣ ସୃଷ୍ଟି କରୁଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା…
ବ୍ୟାଣ୍ଡ୍ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି
ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି। ଭାଗଲପୁର ପୋଲିସ ବ୍ୟାଣ୍ଡବାଜା ଧରି ପଳାତକ ଅପରାଧୀଙ୍କ ଘରେ ପହଞ୍ଚି ତାଙ୍କୁ ଆତ୍ମସମର୍ପଣ କରିବାକୁ…
କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ
ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ଅନ୍ତିମ ସଂସ୍କାର। ଆଇଟିଓ ଓ ଦିଲ୍ଲୀ ଗେଟ ମଧ୍ୟରେ ଥିବା…
ଏହି ରଙ୍ଗୀନ କାର୍ ପାଇଁ ଯିବାକୁ ପଡ଼ିଲା ହାଇକୋର୍ଟ, ଜାଣନ୍ତୁ କାହିଁକି
୨୦୧୯ ଜୁଲାଇରେ ଆଡ୍ଭୋକେଟ୍ ରଞ୍ଜିତ ମାଲହୋତ୍ରା ଏକ କାର୍ କିଣିଥିଲେ। ଏହି କାର୍ଟି ଦେଖିବାକୁ ରଙ୍ଗବେରଙ୍ଗ ତଥା ଖୁବ୍ ଆକର୍ଷଣୀୟ। ମେକ୍ସିକୋର ଜଣେ କଳାକାର ଏହି କାର୍କୁ ସୁନ୍ଦର ରଙ୍ଗ ଦେଇଥିଲେ। ଏହା ଏକ ଆମ୍ବାସଡାର କାର୍। ଯାହାକୁ ରଞ୍ଜିତ୍ ଦିଲ୍ଲୀସ୍ଥିତ…
ଗଛ ଉପରେ ଜଣେ ବ୍ୟକ୍ତିଙ୍କ ଗୋଡକୁ ଜାବୁଡି ଧରିଲା ବିଲେଇ, କାରଣ ଜାଣନ୍ତୁ
ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଦାର ଭିଡିଓ ଭାଇରାଲ ହେବାର ଦେଖାଯାଉଛି। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। କୌଣସି କାରଣବଶତଃ ଏକ ବିଲେଇ ଗଛ ଉପରେ ଚଢି ଯାଇଥିଲା। ଆଉ ଓହ୍ଲାଇ ନ ପାରିବାରୁ ଖୁବ୍…
ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା
ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି। ମଣିଷ…
ପୋଲିଓରୁ ଡିପ୍ଥେରିଆ ଯାଏ…
ନୂଆଦିଲ୍ଲୀ: ଏକ ଅଦୃଶ୍ୟ ଭୂତାଣୁ ପ୍ରକୋପରେ ଥରହର ହେଉଛି ପୃଥିବୀ। କରୋନା ଭ୍ୟାକ୍ସିନ ବାହାର କରିବା ଲାଗି ସବୁ ଦେଶ ଉଦ୍ୟମ ଜାରି ରଖିଥିବାବେଳେ ଏଯାଏ କାହାରିକୁ ଶତ ପ୍ରତିଶତ ସଫଳତା ମିଳିନାହିଁ। ଏପରି ସଂକ୍ରାମକ ରୋଗର ପ୍ରତିଷେଧକ ବାହାର କରିବା…
ଟିକ୍ଟକ୍ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍ଟକ୍ ଆପ୍କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ନିଷେଧ ସତ୍ତ୍ୱେ ଚାଇନିଜ୍ ଆପ୍ ବିରୋଧରେ ପୁଣି ଥରେ…
କାର୍ ଚଳାଇବେ ବେଳେ ହେଲ୍ମେଟ ନ ପିନ୍ଧିବାରୁ…
ସହାରନପୁର, ୧୫।୭- ବାଇକ୍ ଚଳାଉଥିବାବେଳେ ହେଲ୍ମେଟ୍ ନ ପିନ୍ଧିଲେ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରିଥାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତର ପ୍ରଦେଶର ସହରାନପୁର ସହରରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ…
କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ
କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ କେଉଁଠି ଲୋକ ସଚେତନ ନ ଥିବା…

